ପୁରୁଷ ମାନେ ନିଜ ଶକ୍ତି ବଢାଇବା ପାଇଁ ଖାଆନ୍ତୁ ଏହି ଖାଦ୍ୟ, ରାତିରେ ସ୍ତ୍ରୀ ନିଶ୍ଚିତ ହୋଇବେ ସନ୍ତୁଷ୍ଟ |

a-sakti234

ହେଲୋ ହାଏ , ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ,ପୁରୁଷଙ୍କ ପାଇଁ ମଧ୍ୟ କେତକ ପୋଷକ ତତ୍ୱ ବେଶ୍‌ ଆବଶ୍ୟକ । ପୁରୁଷଙ୍କର ସେ– କ୍ସ ଲାଇଫ୍‌ ପାଇଁ ଏହି ସବୁ ଖାଦ୍ୟ ସୁଖମୟ କରିଥାଏ । ଅନେକ ସମସ୍ୟାକୁ ଦୂର କରିଥାଏ। ଲୋକଙ୍କର କେତକ ଦୁର୍ବଳତାକୁ ଏହା ଦୂର କରେ। ପୁରୁଷମାନଙ୍କର ପୋଷ୍ଟ୍ରେଟ କ୍ୟାନସରର ଭୟ ଥାଏ । ମାତ୍ର ଏହା ତାକୁ ଦୂର କରିଥାଏ । ଏହି ସବୁ ଖାଦ୍ୟ ଅନେକ ରୋଗକୁ ଦୂର କରିବା ସହ ଶରୀରକୁ ସୁସ୍ଥ ରଖେ ।

ଫ୍ୟାଟି ଫିସ୍‌ – ସୋଲମନ୍‌ , ହେରିଙ୍ଗ୍‌ ଏବଂ ସାର୍ଡିନ ଏହି ସବୁ ଫ୍ୟାଟି ଫିସ୍‌ ହୃଦୟକୁ ଭଲ ରଖିବା ସହ ଶରୀରକୁ ସୁସ୍ଥ ରଖିଥାଏ । ଏ ସବୁ ସମୁଦ୍ର ମାଛ । ଏଥିରେ ଓମେଗା ଫ୍ୟାଟି ଏସିଡ୍‌ ଥାଏ । ଅନେକ ପ୍ରକାରର ରୋଗ ସମସ୍ୟାକୁ ଦୂର ରଖେ । ନିଜ ଖାଦ୍ୟରେ ଏହି ସବୁ ମାଛକୁ ସାମିଲ କରିବା ଭଲ । ଅଦା- ଅଦାରେ ଆଣ୍ଟି ଇନ୍‌ଫାମେଟୋରୀ ଗୁଣ ରହିଛି । ଶରୀରର ବିଭିନ୍ନ ସମସ୍ୟାକୁ ଏହା ଦୂର କରେ । ଅଦାକୁ ଖାଦ୍ୟରେ ସାମିଲ କରିବା ଭଲ । ଏହା ମାଂସପେଶୀର ଅନେକ ସମସ୍ୟା ଦୂର କରିଥାଏ।

ସବୁଜ ପନି ପରିବା – ସବୁଜ ପନି ପରିବାରେ ସବୁଠାରୁ ଅଧିକ ଭିଟାମିନ ରହିଥାଏ , ତେଣୁ ସବୁଜ ପନି ପରିବା ଖାଇଲେ ପୁରୁଷ ଙ୍କର ଶକ୍ତି ଅନେକ ବୃଦ୍ଧି ପାଇଥାଏ । କେବଳ ଶକ୍ତି ନୁହେଁ ସବୁଜ ପନି ପରିବା ଖାଇବା ଦ୍ୱାରା ମଧ୍ୟ ମଣିଷର ବୁଦ୍ଧିରେ ଅନେକ ବିକାସ ହୋଇଥାଏ । ଏହା ସହିତ ସବୁବେଳେ ମନ ଖୁସି ରହିଥାଏ ।

Rice

ଫଳ ମୁଳ – ଫଳ ମୁଳରେ ବି ଅଧିକା ଭିଟାମିନ ଓ ପୃଷ୍ଟି ରହିଥାଏ । ଫଳ ମୁଳ ଖାଇବା ଦ୍ୱାରା ମଣିଷ ଶାରୀରିକ ଭାବେ ଷ୍ଟ୍ରଙ୍ଗ ହେବା ସହ , ଶାରୀରିକ ବିକାସ ହୋଇଥାଏ ।

ଅଣ୍ଡା- ଅଣ୍ଡା କେଶରରେ କୋଲଷ୍ଟରଲ୍‌ ଥାଏ । ମାତ୍ର ଏଗ୍‌ ହ୍ୱାଇଟ୍‌ରେ ପ୍ରଚୁରମାତ୍ରରେ ପ୍ରୋଟିନ୍‌ ରହିଛି । ଅଣ୍ଡା ଖାଇବା ବେଶ୍‌ ଭଲ । ଏହା ଖାଇଲେ ପୁରୁଷଙ୍କର ବିଭିନ୍ନ ସମସ୍ୟା ଦୂର ହୋଇଥାଏ। ମାତ୍ର କୌଣସି ସମସ୍ୟା ନଥିଲେ ଅଣ୍ଡା କେଶର ଖାଇବା ଭଲ । ଚକୋଲେଟ୍‌- ଅଳ୍ପ ବା ସନ୍ତୁଳିତ ମାତ୍ରାରେ ଚକୋଲେଟ୍‌ ଖାଇବା ଭଲ । ଅଧିକ ଖାଆନ୍ତୁ ନାହିଁ । ଏହା ରକ୍ତ ସଞ୍ଚାଳନକୁ ଭଲ ରଖେ । ଚକୋଲେଟ୍‌ରେ ଫ୍ଲୋବନାଁଲ ଅଧିକ ରହିଛି । ଏହା କୋଲେଷ୍ଟରଲ କମ୍‌ କରିଥାଏ । ଦାମ୍ପତ୍ୟ ଜୀବନର ଅନେକ ସମସ୍ୟାକୁ ଏହା ଠିକ୍‌ ରଖେ ପୁରୁଷଙ୍କର ହରମୋନ୍‌ ଏବଂ ଅନ୍ୟ ସମସ୍ୟା ଦୂର କରିଥାଏ ।

kakudi

କ୍ଷୀର , ଦହି- କ୍ଷୀର ଏବଂ ଦହି ଶରୀରର ଅନେକ ସମସ୍ୟାକୁ ଦୂର କରିଥାଏ । ଏଥିରେ ଆମିନୋ ଏସିଡ୍‌ ରହିଛି । ଦହି ଏବଂ କ୍ଷୀରରେ ପ୍ରଚୁର ମାତ୍ରାରେ ପ୍ରୋଟିନ ମିଳିଥାଏ ।ଏଥିରେ ଭଲ ବ୍ୟାକ୍ଟେରିଆ ଅଛନ୍ତି ଯାହା ସ୍ୱାସ୍ଥ୍ୟ ପକ୍ଷେ ହିତକର । ଆମେ ଆପଣଙ୍କ ପାଇଁ ଏମିତି ଖବର ପ୍ରତିଦିନ ଆଣିଥାଉ।ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।

Leave a Reply

Your email address will not be published. Required fields are marked *