ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ ବନ୍ଧୁଗଣ । ଆଜି ଆମେ ସେହି 3 ନାମ ଥିବା ଝିଅ ମାନଙ୍କ ସମ୍ବନ୍ଧରେ କହହିବାକୁ ଯାଉଅଛୁ ଯେ କି ସ୍ଵଭାବରୁ ହୋଇଥାନ୍ତି କ୍ରୋଧୀ । ସାଧାରଣତ କିଛି ଝିଅ ଏଭଳି ଅଛନ୍ତି ଯେଉଁମାନେ ଅତି ଛୋଟ ଛୋଟ କଥାକୁ ନେଇ କ୍ରୋଧ କରିଥାନ୍ତି । ଏଭଳି ଝିଅ ସ୍ଵଭାବରୁ ବହୁତ ରାଗୀ ପ୍ରକୃତିର ହୋଇଥାନ୍ତି । ତେବେ ଆସନ୍ତୁ ଜାଣିନେବା ସେହି ନାମ ମାନଙ୍କ ବିଷୟ ରେ । 3 ନାମ ର ଝିଅ ମାନେ ଆଜି ଆମେ ଆପଣ ମାନଙ୍କୁ କହିବୁ କି ନାମ ର ପ୍ରଥମ ଅକ୍ଷର ଅନୁସାରେ କେଉଁ ଝିଅ କୁ ଅଧିକ କ୍ରୋଧ ଆସେ ଏମାନଙ୍କ ସ୍ୱଭାବ ରେ ବିନା କାରଣ ରେ ଜ୍ୱଳା ମୂଖୀ ର ରୂପ ଧାରଣ କରି ପାରେ ।
N ନାମର ଝିଅ ମାନେ ବହୁତ ସଫା ହୃଦୟ ର ହୋଇ ଥାନ୍ତି ହେଲେ ଏମାନଙ୍କ ରାଗ ବହୁତ ଖତରନାକ୍ ହୋଇଥାଏ ଏବଂ ଏମାନେ କେତେ ବେଳେ ବି କାହାକୁ କିଛି କହିବା ପୂର୍ବ ରୁ ବୁଝି ନ ଥାନ୍ତି ଯେତେ ବେଳେ ବି ରାଗି ଥାନ୍ତି ।
ସେହି ପରି ଯେଉଁ ମହିଳା ମାନଙ୍କ ନାମ S ଅକ୍ଷର ରୁ ଆରମ୍ଭ ହୋଇ ଥାଏ ସେମାନଙ୍କ ରାଗ ନାକ ଅଗ ରେ ରହି ଥାଏ, ଏମାନଙ୍କୁ ଟିକିଏ ଟିକିଏ କଥା ରେ ରାଗ ବହୁତ ଜଲ୍ଦି ଆସି ଜାଇ ଥାଏ ହେଲେ ଏମାନେ ସ୍ୱଭାବ ରେ ବହୁତ ଭଲ ହୋଇ ଥାନ୍ତି ହେଲେ ବେଳେ ରାଗି ଗଲେ ଏମାନେ କାହାର ବି ନୁହଁଁନ୍ତି ।
ସେହି ପରି M ନାମର ଝିଅ ମାନେ ବି ବହୁତ ରାଗି ହୋଇ ଥାନ୍ତି । ଏମାନେ ବହୁତ ସୁନ୍ଦର ଏବଂ ଚାଲାଖ୍ ହୋଇ ଥାନ୍ତି, ହେଲେ ଏମାନଙ୍କ ସବୁଠୁ ବଡ ଦୁର୍ବଳତା ହେଲା ଏମାନଙ୍କ ରାଗ ଏମାନେ କେବେ ବି ରାଗି ଗଲେ କିଛି କରି ଦେଇ ଥାନ୍ତି ଏମାଙ୍କ ରାଗ ଉପରେ କାହାର ବି କୋଣ୍ଟୋଲ ରହି ନ ଥାଏ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।