ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ମାନେ ଅନଲାଇନ ସୋପିଂ କୁ ଭଲପାଆନ୍ତି ତେବେ ଆପଣ ମାନଙ୍କ ପାଇଁ ଏବେ ଖୁସୀ ଖବର । ତେବେ ଆପଣ ମାନେ ନିଶ୍ଚିତ ଭାବେ ଜାଣିଥିବେ ଦେଶର ପ୍ରମୁଖ ସୋପିଂ ପ୍ଲାଟଫର୍ମ ମଧ୍ୟରୁ ଫ୍ଲିପକାର୍ଟ ମଧ୍ୟ ଅନ୍ୟତମ ଅଟେ । ତେବେ ବନ୍ଧୁଗଣ 16 ଡିସେମ୍ବର ରୁ ବିଗ୍ ସେଭିଂ ଆରମ୍ଭ ହୋଇଛି । ଜାହାର ବୀକ୍ରୟ ବି ଆରମ୍ଭ ହୋଇଛି । ଯେଉଁଠାରେ ଆପଣ ସମସ୍ତ ପ୍ରକାରର ସାମଗ୍ରୀ କିଣି ପାରିବେ ।
ଏହି ସେଲର ସ୍ମାର୍ଟଫୋନ୍ ଡିଲ୍ ବିଷୟରେ ଆସନ୍ତୁ ଜାଣିବା। ଏବେ ସ୍ମାର୍ଟ ଫୋନ ଡିଲ ରେ 4G APPO A33 କୁ ଆପଣ ମାନେ କେବଳ 15 ଟଙ୍କା ରେ ପାଇ ପାରିବେ । ତେବେ ଆସନ୍ତୁ ଏହି ଡିଲ ବିଷୟ ରେ ଆମେ ସଂମ୍ପର୍ଣ୍ଣ ଭାବେ ଜାଣିନେବା । ବଜାର ରେ APPO A33 ଫୋନ 12,990 ରହିଛି ଏହି ସ୍ମାର୍ଟ ଫୋନ 19 ପ୍ରତିଶତ ରିହାତି ପରେ ଫ୍ଲିପକାର୍ଟରେ 10,490 ଟଙ୍କାରେ ଉପଲବ୍ଧ ରହିଛି।
ଯଦି ଆପଣ ମାନେ ଏହି ଫୋନ ପାଇଁ ଫ୍ଲିପକାର୍ଟ ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ ଦେଇ କ୍ରୟ କରନ୍ତି ତେବେ ଆପଣ ମାନଙ୍କୁ 5 ପ୍ରତିଶତ ଅର୍ଥାତ 525 ଟଙ୍କାର ର ରିହାତି ମିଳିବ । ଏହି ଭଳି ଭାବେ ଯଦି ଆପଣ ମାନେ APPO A33 ଫୋନ ର ଦାମ୍ 9,965 ହୋଇଯିବ । ଏହି ଡିଲ ରେ ଏକ୍ସଚେଞୀ ଅଫର ବି ଅନ୍ତର୍ଭୁକ୍ତ ରହିଛି । ଜାହା ଅଧିନ ରେ ଆପଣ ମାନେ APPO A33 ଫୋନ କୁ ଆପଣ ମାନେ ପୁରୁଣା ଫୋନ ଦେଇ କିଣିଲେ 9,950 ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ ।
ତେବେ ଆପଣ ମାନେ ଯଦି ଏହି ଏକ୍ସଚେଞୀ ଅଫର ର ସଂମ୍ପର୍ଣ୍ଣ ଲାଭ ଉଠେଇ ପାରନ୍ତି । ତେବେ ଆପଣ ମାନଙ୍କୁ ଏହି APPO A33 ଫୋନ ଉପରେ 12 ,990 ଟଙ୍କାର ଫୋନ କୁ ଆପଣ ମାନେ କେବଳ 15 ଟଙ୍କା ରେ କିଣି ପାରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।