11,403 ଶିକ୍ଷକ ଦପବି ପୂରଣ ପାଇଁ ରାଜ୍ୟ ସରକାର ଙ୍କ ପକ୍ରିଆ ଆରମ୍ଭ ଏପ୍ରିଲ ସୁଧା ନୁଯୁକ୍ତି ।

Teacher post in odisha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକର 5-ଟି ରୁପାନ୍ତର କାର୍ଯ୍ୟକ୍ରମ ରେ ରୁପାନ୍ତର ସହିତ ଶିକ୍ଷକ ନିଯୁକ୍ତି ପାଇଁ ମଧ୍ୟ ପଦକ୍ଷେପ ନିଆଜାଇଛି । ମୂଖ୍ୟମନ୍ତ୍ରୀ ନବିନପଟ୍ଟନାୟକ ଙ୍କ ନିର୍ଦ୍ଧେଶ କ୍ରମେ 11,403 ଶିକ୍ଷକ ପଦବୀ ପୂରଣ ପାଇଁ ପକ୍ରିଆ ଆରମ୍ଭ ହୋଇଛି । ସୂଚନା ଯୋଗ୍ୟ ଯେ ରାଜ୍ୟ ସରକାର ନିକଟରେ ଗୋଟିଏ ଦିନରେ 6131 ଜଣ ଶିକ୍ଷକ ଙ୍କୁ ନିଯୁକ୍ତି ଦେଇଥିଲେ ।

ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟ ରେ 4619 ଜଣ ହିନ୍ଦୀ , ସଂସ୍କୃତ , ଏବଂ କ୍ରିଡା ଶିକ୍ଷକ ପଦବୀ ପୂରଣ ନିମନ୍ତେ ଅଗଷ୍ଟ ୧୩ରେ ଏବଂ ଦ୍ବିତୀୟ ପର୍ଯ୍ୟାୟରେ 6720 ଜଣ ଟିଜିଟି କଳା ଶିକ୍ଷକ ଓ ତେଲୁଗୁ ଶିକ୍ଷକ ପାଇଁ ଅଗଷ୍ଟ 28 ତାରିଖରେ ବିଜ୍ଞାପନ ପ୍ରକାଶିତ ହୋଇଥିଲା । ଶିକ୍ଷକତା ପାଇଁ ଆବଶ୍ୟକ ସଂଖ୍ୟକ ପ୍ରାର୍ଥି ମିଳୁନଥିବାରୁ ଯେପରି ଅଧିକ ସଂଖ୍ୟକ ପ୍ରାର୍ଥି ଅଶଂ ଗ୍ରହଣ କରି ପାରିବେ । ଏହାକୁ ନଜର ରେ ରଖି ପରିକ୍ଷା ଏବଂ ନିଯୁକ୍ତି ନିୟମାବଳୀ ରେ ସଂଶୋଧନ କରାଜାଇଛି ।

2022 Teacher post

ଏହା ସହିତ ବର୍ଦ୍ଧିତ ଛାତ୍ର ଛାତ୍ରୀ ସଂଖ୍ୟା ଦୃଷ୍ଟିରେ ରଖି ଅଧିକ 3462 ଶିକ୍ଷକ ପୋଷ୍ଟ କୁ ମଞୁରୀ କରାଜାଇଛି । ଏବେ କେବଳ ନିଯୁକ୍ତି ଏବଂ ନୂତନ ମଂଜୁରୀ ପ୍ରାପ୍ତି ପାଇଁ ପଦବୀ କୁ ମିଶେଇ ମୂଖ୍ୟ ମନ୍ତ୍ରୀ ଙ୍କ ନିର୍ଦ୍ଧେଶ କ୍ରମେ 11403 ଶିକ୍ଷକ ପଦବୀ ପୂରଣ ପାଇଁ ନିଯୁକ୍ତି ପକ୍ରିଆ ଆରମ୍ଭ ହୋଇଛି ।

ଏପ୍ରିଲ 2022 ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଶେଷ କରି ବିଦ୍ୟାଳୟ ମାନଙ୍କରେ ନୂତନ ଶିକ୍ଷକ ନିଯୁକ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି । 4 ମାସ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଏତେ ସଂଖ୍ୟକ ଶିକ୍ଷକ ନିଯୁକ୍ତି ପକ୍ରିଆ ସୁଚାର ରୂପେ ଶେଷ କରିବା ତଥା ଆଉ ନିଯୁକ୍ତି ପକ୍ରିଆ ଆରମ୍ଭ କରିବା ଶିକ୍ଷା କ୍ଷେତ୍ରରେ ରୁପାନ୍ତରିକରଣ ପାଇଁ ସରକାର ଙ୍କ ପ୍ରତିବଦ୍ଧତା କୁ ପ୍ରାମାଣିତ କରୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *