ବଡ଼ ଖବର- ଏହି ଜିଲ୍ଲାକୁ ହେବ ଭୟଙ୍କର ‘Lockdown’, ପୁଣି ଫେରିବ ଲକଡାଉନ, ସରକାର କଲେ ବଡ଼ ଘୋଷଣା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣିଥରେ ମାଡିଆସୁଛି ଅତି ଭୟଙ୍କର ବେଗରେ ଓମିକ୍ରନ ଭାଇରସ । ଲାଗୁ ହେବ 144 ଧାରା ମିଳିବ ମାଗଣା ରାସନ ଏବଂ ପୁଣି ଥରେ ସାରା ରାଜ୍ୟରେ ସ୍କୁଲ କଲେଜ୍ ବନ୍ଧ ହେବ । ଏହି ନେଇ ଏବେ ଏବେ ଆସିଲା ଗୋଟିଏ ବଡ ଖବର ତେବେ ଆସନ୍ତୁ କଣ ରହିଛି ସଂମ୍ପର୍ଣ୍ଣ ଖବର ଜାଣିନେବା ।

ତେବେ ବନ୍ଧୁଗଣ ବର୍ତମାନ ସମୟ ରେ କହିବା ପାଇଁ ଗଲେ ମହାମାରୀ ର ତୃତୀୟ ଭାଇରସ ଅତି ଦୃତ ଗତି ରେ ମାଡିବାରେ ଲାଗିଛି । କୁହାଜାଉଛି ଓମିକ୍ରନ ଭାଇରସ ଏବେ କୋରନା ଭାଇରସ ଠାରୁ ବି ଆହୁରୀ ଖୀପ୍ରବେଗରେ ମାଡି ଆସୁଛି । ଯଦି ଓମିକ୍ରନ ଅତି ମାତ୍ରା ରେ ବ୍ୟାପେ ତେବେ ବାଧ୍ୟହୋଇ ରାଜ୍ୟ ସରକାର ଲକଡାଉନ ଘୋଷଣା କରିବେ ।

Omicron

ତେବେ ପ୍ରଶ୍ନ ଉଠୁଛି କି ଯଦି ଓମିକ୍ରନ ଭାଇରସ ପୁଣି ଥରେ ଭାଇରସ ହୋଇଯାଏ । ତେବେ କେଉଁ ଜିଲ୍ଲା କୁ ପ୍ରଥମେ ଲକଡାଉନ ଘୋଷଣା କରାଯିବ । ଏହା ସମସ୍ତ ଙ୍କ ମନରେ ପ୍ରଶ୍ନ ରହିଛି । କାରଣ ଓମିକ୍ରନ କୁ ନେଇ ବଡ ବଡ ବୈଜ୍ଞ୍ୟାନିକ ମାନେ ଆଗରୁ ଚେତେଇ ଦେଇଛନ୍ତି । କାରଣ ଓମିକ୍ରନ ଭାଇରସ କୋରନା ଭାଇରସ ଠାରୁ ବି ତୀବ୍ର ବେଗରେ ମାଡିଆସୁଛି ।

ଏବଂ ବୈଜ୍ଞ୍ୟାନିକ ମାନଙ୍କ କହିବା ମୁତାବକ ଏବେଠାରୁ ଯଦି ଲୋକ ମାନେ ସଚେତନ ନହେବେ ତେବେ ପୁଣି ଥରେ ସେହି ପୁରୁଣା ଲକଡାଉନ ଘୋଷଣା ହୋଇପାରେ ଏବଂ 144 ଧରା ବି ଜାରି ହୋଇପାରେ । ରାଜ୍ୟ ସରକାର ଙ୍କ କହିବା ଅନୁସାରେ ଯଦି ଲୋକ ମାନେ ଏବେ ଠାରୁ ସଚେତନ ରହିବେ ତେବେ ଆଗକୁ ଲକଡାଉନ ପରି ସମସ୍ୟା ସାମ୍ନା କରିବାକୁ ପଡିବ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *