ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଜାହା ବଡ ଦୁଖଃ ଦାୟକ ଖବର ସିରିଏଲ ଜଗତ ର ବା ସିନେମା ଜଗତ ରୁ ସାମ୍ନା କୁ ଆସିଛି କି ଆତ୍ମହତ୍ୟା କରିଦେଲେ ସିନେମା ଜଗତ ର ଜଣେ ବଡ ଅଭିନେତ୍ରୀ । ବହୁତ ଚଳଚିତ୍ର ଏବଂ ସିରିଏଲ ରେ ମଧ୍ୟ ସେ ନିଜର ପାରଦର୍ଶିତା ଦେଖାଇ ଥିବା ବେଳେ ମାତ୍ର 25 ବର୍ଷ ବୟସ ରେ ସେ ଏହି ଦୁନିଆଁ କୁ ଛାଡି ଚାଲିଜାଇଛନ୍ତି । ଆମ ଦେଶ ହେଲା କଳା ଏବଂ ସଂସ୍କୃତିର ଦେଶ ।
ହେଲେ ଏହି ଦେଶ ରେ ଆମ କଳାକାର ମାନେ ଏମିତି ମାତ୍ର ଅଳ୍ପ କିଛି ବୟସ ରେ ହିଁ ଆମ ମାନଙ୍କୁ ଛାଡି ଚାଲିଜାଉଛନ୍ତି । ଜାହା ବହୁତ ବ଼ଡ ଦୁଖଃର ଖବର । ମାତ୍ର 25 ବର୍ଷ ବୟସ ରେ ସୈଜନ୍ୟା ଏହି ଦୁନିଆଁ ଛାଡି ଚାଲିଜାଇଛନ୍ତି । ସେ ନିଜେ ନିଜର ରୁମ୍ ରେ ଆତ୍ମହତ୍ୟା କରିଛନ୍ତି । ସୂଚନା ମୁତାବକ ଗୁରୁବାର ଦିନ ତାଙ୍କର ରୁମ୍ ରୁ ତାଙ୍କର ମୃତଦେହ ଉଧାର ହୋଇଥିଲା ।
ତେବେ ତାଙ୍କର ମୃତ ଶରୀର କୁ ପୋଲିସ ଉଦ୍ଧାର କରିଛନ୍ତି । ବଙ୍ଗାଲୋର ରେ ରହିଥିବା ତାଙ୍କ ଘରେ ଆତ୍ମହତ୍ୟା କରିଛନ୍ତି ସୈଜନ୍ୟା । ଏବଂ ତାଙ୍କର ଘରୁ ସୁସାଇଟ ନୋଟ ମିଳିଛି । ଯେଉଁ ଥିରେ ତାଙ୍କର ସ୍ୱାସ୍ଥ୍ୟ ଗତ ସମସ୍ୟା କୁ ନେଇ ମାନଶୀକ ଭାବେ ଭାରାକ୍ରାନ୍ତ ଥିବା କଥା ଲେଖାଜାଇଛି । ଏବଂ ଆତ୍ମହତ୍ୟା କରିଥିବାରୁ ତାଙ୍କର ବାପା ଏବଂ ମାଆ ଙ୍କୁ କ୍ଷେମା ମାଗିଛନ୍ତି ।
ତାଙ୍କର ମୃତ ଶରୀର କୁ ପୋଲିସ ଜବଦ କରିଛି । ଗୋଟିଏ ମାମଲା ରୁଜୁ ହୋଇ ଏବେ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି । ତେବେ ସୈଜନ୍ୟା ଙ୍କ ମୃତ୍ୟୁ କୁ ନେଇ କାନାଡା ଅଭିନୟ ଜଗତ ରେ ଶୋକ ର ଛାୟା ଖେଳିଜାଇଛି । ସେ ଯେଉଁ କ୍ଷେତ୍ର ର ଅଭିନେତ୍ରୀ ହେଲେ ମଧ୍ୟ ଏହି ପରି କଥା ସୁଣିଲେ ଆଖିରେ ଲୁହ ଆସିଯାଏ । ସବୁ ବେଳେ ଖୁସୀ ରହୁଥିବା ଅଭିନେତ୍ରୀ ଙ୍କ ବାସ୍ତବ ଜିବନ ରେ କଣ ହେଉଥାଏ ତାହା ଜାଣିବା ଅସମ୍ଭବ ଅଟେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।