ସରକାର ଙ୍କ ବଡ ଘୋଷଣା ରାସର୍ନ କାର୍ଡ ଥିଲେ ହୀତାଧିକାରୀ ଙ୍କୁ ମିଳିବ 1000 ଟଙ୍କା ଜାଣି ନିଅନ୍ତୁ କେମିତି ।

Rassarn card

ଆପଣ ମାନଙ୍କୁ ଆମର ପୋଷ୍ଟ ପୋର୍ଟଲକୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ର ସବୁଠାରୁ ବଡ ଖବର ଯେଉଁ ମାନଙ୍କ ପାଖରେ ରାସର୍ନ କାର୍ଡ ରହିଛି ସେମାନଙ୍କୁ ମିଳିବ 1 ହଜାର ଟଙ୍କା । ରାଜ୍ୟ ସରକାର ଙ୍କ ବଡ ଘୋଷଣା । ଯେଉଁ ମାନଙ୍କ ପାଖରେ ରାସର୍ନ କାର୍ଡ ରହିଛି କିମ୍ବା ବିଜୁ ସ୍ୱାସ୍ଥ୍ୟ କାର୍ଡ ରହିଛି ସେମାନଙ୍କୁ ମିଳିବ ଏକ ହଜାର ଟଙ୍କା । ମୁଖ୍ୟ ମନ୍ତ୍ରୀ ଙ୍କ କହିବା କଥା ବହୁତ ଦିନ ଧରି । ଏଇ କୋଭିଡ ରେ ବହୁତ ଲୋକ ଚାକିରୀ ହରାଇ ଛନ୍ତି । ଚାକିରୀ ମଧ୍ୟ ଛାଡି ଦେଇ ଛନ୍ତି ଯାହା ଫୋଳରେ ବହୁତ ଲୋକ ବହୁତ ଅସୁବିଧା ରେ ସମ୍ମୁଖୀନ ହେଉ ଥିବାର ସୂଚନା ମିଳୁଛି । ମୂଖ୍ୟ ମନ୍ତ୍ରୀ ଙ୍କ ପାଇଁ ଏହା ଏକ ବଡ ଯୋଜନା ଅଟେ । ଏହି 1 ହଜାର ଟଙ୍କା ଟି ଜାହା ପାଖରେ ରାସନ କାର୍ଡ ରହିଥିବ । ସିଧା ସଳଖ ସେମାନଙ୍କ ବ୍ୟଙ୍କ୍ ଏକାଉଣ୍ଟ କୁ ଯିବ ।

naveen patnaik

ଏହି ଯୋଜନା ରେ ଓଡିଶା ରେ ବହୁତ ଲୋକ ହଜାର ହଜାର ଟଙ୍କା ପାଇବେ । ମୁଖ୍ୟ ମନ୍ତ୍ରୀ ଙ୍କର ବଡ଼ ଘଷଣା । ଏହି ସାତ ଦିନ ମଧ୍ୟ ରେ ଯେଉଁ ମାନଙ୍କ ପାଖରେ ରାସନ କାର୍ଡ ରହିଛି ,ସେମାନେ ଏକ ହଜାର ଟଙ୍କା ପାଇବେ । ତେବେ ଏଥିରେ ଓଡିଶା ର 93 ପ୍ରତିଶତ ଲୋକ ଏଥିରେ ଉପକୃତ ହୋଇ ପାରିବେ । ତେବେ ଉତ୍କର ସ୍ୱାର୍ଥ ପାଇଁ ଲଢ଼େ ଯିଏ ହରଦମ । ସେ ଆଉ କେହି ନୁହନ୍ତି ସେ ହେଉଛି ନବୀନ ସରକାର ।

ତେବେ ଏହି ଯୋଜନା ହେବାର ମୁଖ୍ୟ କାରଣ ହେଉଛି । କରନା ସମୟରେ ବହୁତ ଲୋକ ହଇରାଣ ପଡି ଯାଇ ଥିଲେ । ଅର୍ଥାତ ଆପଣ ଯେ କୌଣସି କଥାରେ କୁହନ୍ତୁ । ସମସ୍ତେ କିଛି ନା କିଛି ଘାଟା ରେ ପଡି ଯାଇ ଥିଲେ । ଯାହା ଫଳରେ ଗରିବ ଲୋକ ବହୁତ ଅସୁବିଧା ରେ ପଡି ଯାଇ ଥିଲେ । ସେଥି ପାଇଁ ନବୀନ ସରକାର ଏହିପରି ଯୋଜନା ଟି ଆରମ୍ଭ କରିଛନ୍ତି ।

Ration card

ପୁଣି ସେ ଗୋଟେ କଥା କହିଛନ୍ତି । ଆପଣ ମାନେ ପଞ୍ଚାୟତ ରେ ଯେଉଁ ସ୍ଥାନରେ ଚାଉଳ ପାଉଛନ୍ତି । ସେହି ଠାରେ ଆପଣ ମାନେ ଚାଉଳ ପାଇ ପାରିବେ । କିନ୍ତୁ ପଇସା ବି ଆପଣ ମାନଙ୍କ ଏକାଉଣ୍ଟ କୁ ଆସିବ । ତେବେ ବନ୍ଧୁ ଏହି ପଇସା ଟି ମଧ୍ୟ ଆଗକୁ ଆସୁଥିବା ନୂଆ ଭାଇରସ କୁ ଦେଖି ସହାୟତା ଦିଆଜାଇଛି । ତେବେ ଫେବୃଆରୀ ରେ ଏହାର ତୃତୀୟ ଲହରୀ ଆସିବା ପାଇଁ ଯାଉଛି । ଏହା ସହିତ ଆଗକୁ ଆସିଛି ପଞ୍ଚାୟତ ନିର୍ବାଚନ ସେହିଥି ପାଇଁ ସରକାର ଏବେଠୁ ବହୁତ ପରିମାଣ ରେ ସାହାଯ୍ୟ କରିବାରେ ଲାଗିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ ,ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *