ଓମିକ୍ରନ ଭୟ : 8 ପ୍ରମୁଖ ସହରର ରେ ନାଇଟ କର୍ଫ୍ୟୁ ଲଗେଇ ଦେଲେ ସରକାର ମଧ୍ୟ ରାତି ଯାଏ ରେସ୍ତୋରାଁ ଖୋଲିବାକୁ ଅନୁମତି ।

Night curfew

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦେଶକୁ ଏବେ ଘାରିଲାଣି ଓମିକ୍ରନ ଭୟ କେତେକ ସହର ରେ ଏବେ ଲାଇଟକର୍ଫ୍ୟୁ ଏବଂ ଅନ୍ୟାନ କଟକଣା ଲାଗି ସାରିଥିବା ବେଳେ ଗୁଜୁରାଟ ରେ 8 ପ୍ରମୁଖ ସହର ରେ ଡିସେମ୍ବର 31 ଯାଏ ପୁଣି ଥରେ ନାଇଟ କର୍ଫ୍ୟୁ ଆରମ୍ଭ ହୋଇଛି । ANI ର ସୂଚନା ଅନୁସାରେ ଅହମଦାବାଦ,ରାଜକୋଟ, ସୁରତ, ବଡ଼ୋଦରା, ଜାମନଗର, ଭାବନଗର, ଗାନ୍ଧୀନଗର ଓ ଜୁନାଗଡ଼ରେ ଏହି ବର୍ଷ ଶେଷ ଯାଏ ନାଇଟ କର୍ଫ୍ୟୁ ଲଗାଜାଇଛି । ଏବଂ ପରେ ବି ଏହି କର୍ଫ୍ୟୁ ବଳବତ୍ତର ରହିବ ।

ସୂଚନା ଥାଉ କି ପୂର୍ବରୁ ଗୁଜୁରାଟ ସରକାର ଏହି ସବୁ ସହର ର ମାନଙ୍କରେ ନଭେମ୍ବର 1 ତାରିଖ ରେ ନାଇଟ କର୍ଫ୍ୟୁ ନାଇଟ କର୍ଫ୍ୟୁ ଲଗାଇ ଥିଲେ । କୋରନା ସଂଙ୍କ୍ରମଣ ରେ କୋରନା ସଂଙ୍କ୍ରମଣ ହ୍ରାସ କୁ ଦୃଷ୍ଟି ରେ ରଖି କର୍ଫ୍ୟୁ କୁ ଆଗାମୀ ଦିନରେ 2 ଘଣ୍ଟା ବଢେଇ ଦିଆଜାଇ ପାରେ । ପୁଣି ଡିସେମ୍ବର 1 ରୁ 10 ତାରିଖ ଯାଏ ଏହି ନାଇଟ କର୍ଫ୍ୟୁ କୁ ବଢେଇ ଦେଇଥିଲେ ।

night

ଅନ୍ୟ ପଟେ ଏବେ ନାଇଟ କର୍ଫ୍ୟୁ ଅଧରାତ୍ରୀ ପର୍ଯ୍ୟନ୍ତ 75 ପ୍ରତିଶତ କ୍ଷେମାତା ସହିତ ରେସ୍ତୋରାଁ ଖୋଲାଯିବ । ତା ସହିତ ଅଧରାତି ପର୍ଯ୍ୟନ୍ତ ହୋମ୍‌ ଡେଲିଭରି ସେବାକୁ ବି ଅନୁମତି ମିଳିଛି। ରାଜ୍ୟ ରେ ନାଇଟ କର୍ଫ୍ୟୁ ଲଗେଇ ଓମିକ୍ରନ ସଂଙ୍କ୍ରମଣ କୁ ଦେଖି କୋରନା ନିୟମ କୁ ବି କଡାକଡି ଭାବେ ପାଳନ କରିବା ପାଇଁ ରାଜ୍ୟ ବାସୀ ଙ୍କୁ ନିବେଦନ କରିଛନ୍ତି ଗୁଜୁରାଟ ସରକାର ।

ଏବେ ଗୁଜୁରାଟ ର ବି ଓମିକ୍ରନ ର ପଜେଟିଭ ଦେଖିବା ପାଇଁ ମିଳୁଛନ୍ତି । ତେବେ ଗୁଜୁରାଟ ରେ ବର୍ତମାନ ସମୟ ରେ 11 ଜଣ ଓମିକ୍ରନ ପଜେଟିଭ ସଂଙ୍ଖ୍ୟା ଦେଖିବା ପାଇଁ ମିଳିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *