ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ଜଗତ ର ଆଗ ଧାଡି ର ଲୋକପ୍ରିୟ ଅଭିନେତ୍ରୀ ଭାବେ ପରିଚିତ ଅଟନ୍ତି ବର୍ଷା ପ୍ରିୟଦର୍ଶିନୀ । ତାଙ୍କର ଅଭିନୟ ଏବଂ ବିଶେଷ କରି ତାଙ୍କର ବ୍ୟକ୍ତିତ୍ୱ ସମସ୍ତ ଙ୍କୁ ଭଲ ଲାଗେ । ହିନ୍ଦୁ ଧର୍ମ ର ସଂସ୍କୃତି ରେ ସେ ବାନ୍ଧି ହୋଇଛନ୍ତି । ଜଣେ ପାରମ୍ପାରିକ ବୋହୁ ହିସାବ ରେ ଜଣେ ତାଙ୍କର ଜିବନ ମୂଲ୍ୟବୋଧ ରହିଛି । ସେ କେବଳ ଜମେ ହିନ୍ଦୁ ନାରୀ ନୁହଁନ୍ତି ତାଙ୍କ ନାମ ସହିତ ଯୋଡିତ ବହୁତ ସେହ୍ନ ଏବଂ ଭଲପାଇବା ମଧ୍ୟ ସେ ନିଜର ଫେନ୍ ମାନଙ୍କ ପାଖରୁ ପାଇଥାନ୍ତି ।
ଲକ୍ଷ ଲକ୍ଷ ଦର୍ଶକ ଓ ଫେନ୍ ଙ୍କ ସେ ହେଉଛନ୍ତି ପ୍ରଥମ ପସନ୍ଦ। ଯାହାଙ୍କ ସୁନ୍ଦରତା ଯେତିକି ଅଧିକ ତାଙ୍କର ହୃଦୟ ସେତିକି ସଫା। ସେ ଜଣେ ସଂସ୍କାରି ମହିଳା ଭାବେ ତାଙ୍କର ଚଳନୀ ଏବଂ ତାଙ୍କର ବେଶ ଭୂଷା ବହୁତ ମନଲୋଭା ଅଟେ । ତାଙ୍କର ଅଭିନୟ ଏବଂ ବିଶେଷ କରି ତାଙ୍କର ବ୍ୟକ୍ତିତ୍ଵ ସମସ୍ତଙ୍କୁ ଆକର୍ଷିତ କରିଥାଏ। ହିନ୍ଦୁ ଧର୍ମର ସଂସ୍କୃତି ରେ ସେ ବାନ୍ଧି ହୋଇ ରହିଥାନ୍ତି। ଜଣେ ପାରମ୍ପରିକ ବୋହୂ ହିସାବରେ ତାଙ୍କର ବ୍ୟକ୍ତିଗତ ଜୀବନର ମୂଲ୍ୟବୋଧ ରହିଛି। ଯାହା ତାଙ୍କ ବ୍ୟବହାର ରୁ ଜଣା ପଡ଼ିଥାଏ।
ଦୀର୍ଘଦିନ ଧରି ଦର୍ଶକ ମାନେ ତାଙ୍କୁ ଅଗଣିତ ଭଲ ପାଇବା ଦେଇ ଆସିଛନ୍ତି।ତେବେ ନମ୍ୱର୍ ୱାନ ହିରୋଇନ୍ ଭାବରେ ତାଙ୍କର ଲୋକ ପ୍ରୀୟତା ବେଶ୍ ଅଧିକ ରହିଛି। ତାଙ୍କର ଅନେକ ଅବଦାନ ମଧ୍ୟ ରହିଛି ଓଡ଼ିଆ ସିନେମା ଜଗତ ପାଇଁ। କାରଣ ଲୋକଙ୍କ ମନକୁ ଛୁଇଁଲା ଭଳି ହିଟ୍ ହିଟ୍ ଫିଲ୍ମ୍ ସବୁ ସେ ଦର୍ଶକ, ପ୍ରଶଂସକ ମାନଙ୍କ ପାଇଁ ଭେଟି ଦେଇଛନ୍ତି।
ଆପଣ ମାନେ ଜାଣିଛନ୍ତି ତାଙ୍କର ଏକ ସଂଗଠନ ରହିଛି ଅସହାୟ ଏବଂ ସାହାଯ୍ୟ ଦରକାର୍ କରୁଥିବା ଲୋକଙ୍କ ପାଇଁ। ଯେଉଁ ସଂଗଠନ ର ନାମ ହେଉଛି ସମ୍ମାନିତା ଏବଂ ଏହି ସଂଗଠନ ଜରିଆରେ ସେ ଅସହାୟ ପିଲା ମାନଙ୍କ ନିକଟରେ ପହଞ୍ଚି ଥାଆନ୍ତି। ଅନାଥଶ୍ରମ ମାନଙ୍କରେ ପହଞ୍ଚି ସେ ଅସହାୟ ପିଲା ମାନଙ୍କୁ ଖାଇବା ଏବଂ ଦରକାରୀ ଜିନିଷ ଆଦି ଯୋଗାଇ ଥାଆନ୍ତି। ତେବେ ତାଙ୍କର ଏହି ସମାଜ ସେବା ପାଇଁ ସଂଙ୍ଗଠନ କିଛି ଲୋକ ଙ୍କୁ ନେଇ ସଂଙ୍ଗଠିତ ଯେଉଁ ମାନେ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଏହି ମହତ୍ୱ କାମ ରେ ସହଯୋଗ କରିଥାନ୍ତି ।
ତେବେ ତାଙ୍କର ଏହି ସଂଙ୍ଗଠନ କୁ ନେଇ ବର୍ଷା କହିଛନ୍ତି । ଏହା କେବଳ ନାରୀ ମାନଙ୍କ ପାଇଁ ନୁହେଁ । ବରଂ ଏହା ପୁରୁଷ ମାନଙ୍କ ପାଇଁ ମଧ୍ୟ ଏହି ସଂଙ୍ଗଠନ ସବୁ ସମୟ ରେ ସମ୍ମାନିତ କାର୍ଯ୍ୟ କରିଥାଏ । ଯିଏ ଦୋଷୀ ଯିଏ ଭୁଲ କରିଛି । ସେ ଦଣ୍ଡ ପାଇବ ଜାହାକୁ ଆବଶ୍ୟକ ସେ ପୁରୁଷ ହେଉ କିମ୍ବା ମହିଳା ହେଉ ସମସ୍ତ ଙ୍କୁ ଆମ ସଂଙ୍ଗଠନ ସାହାଯ୍ୟ କରିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।