ପ୍ରାଇଭେଟ ସେକ୍ଟର ରେ କାମ କରୁଥିବା ଲୋକ ମାନଙ୍କ ପାଇଁ ଖୁସୀ ଖବର ସରକାର ଆଣିଲେ ରିଟାୟାରମେଣ୍ଟ ପ୍ଲାନ ପଢନ୍ତୁ ସଂମ୍ପର୍ଣ୍ଣ ଖବର ।

Pension Scheme

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅବସର ପରର ଜିବନ ସମସ୍ତ ଙ୍କ ପାଇଁ କଷ୍ଟସାଧ୍ୟ ହୋଇଥାଏ । ସରକାରୀ ଚାକିରିଆ ମାନଙ୍କ ପାଇଁ ପ୍ୟନସନ ବ୍ୟବସ୍ଥା ରହିଥିବା ବେଳେ ଘୋରଇ କ୍ଷେତ୍ର କାମ କରୁଥିବା କର୍ମଚାରୀ ମାନଙ୍କ ପାଇଁ ସେମିତି କିଛି ସଂସ୍ଥା ନଥାଏ । ଏହିଥି ପାଇଁ ଘୋରଇ କ୍ଷେତ୍ର ରେ କାମ କରୁଥିବା ବ୍ୟକ୍ତି ମାନେ ଆଗୁଆ ପ୍ରସ୍ତୁତ କରିବାକୁ ପଡେ । କେନ୍ଦ୍ର ସରକାର ଙ୍କ ପକ୍ଷରୁ ଏମିତି କିଛି ଯୋଜନା ଆସି ପହଁଚିଛି ଯେଉଁଥିରେ ବେସରକାରୀ ଶ୍ରମିକ ଏବଂ କାର୍ଯ୍ୟକର୍ତ୍ତା ମାନଙ୍କ ର ଭବିଷ୍ୟତ ସରକ୍ଷିତ ହୋଇ ପାରିବ ।

ଏହି ଯୋଜନା ର ନାମ ହେଲା NPS ନେସନାଲ ପେନସନ ସ୍କିମ୍ ଯୋଜନା ରେ ଆପଣ ମାନେ ନିବେଶ କରି ପାରିବେ । କେନ୍ଦ୍ର ସରକାର ଙ୍କର ଏହି ସ୍କିମ୍ ରେ ସରକାରୀ କର୍ମଚାରୀ ମାନଙ୍କୁ 2004 ମସିହା ଠାରୁ ପେନସନ୍ ଯୋଜନା ଲାଗୁ ରହିଥିବା ବେଳେ 2009 ମସିହା ଠାରୁ ବେସରକାରୀ କର୍ମଚାରୀ ମାନଙ୍କୁ ତଥା ସମସ୍ତ ପ୍ରକାରର ବର୍ଗ ର ଲୋକ ମାନଙ୍କୁ ସାମିଲ କରାଜାଇଛି । 18 ବର୍ଷ ରୁ 70 ବର୍ଷର ବୟସ୍କ ଲୋକ ମାନେ ଏହି ଯୋଜନା ରେ ନିବେଶ କରି ପାରିବେ ।

NPS

ଏହା ସହିତ ଆପଣ ମାନେ ଏହି ନିବେଶ କୁ ନିଜର ଅବଶର ପୂର୍ବରୁ ଖର୍ଚ୍ଚ କରି ପାରିବେ । ଅବସର ପୂର୍ବରୁ ଆପଣ ମାନେ ନିଜର 60 ପ୍ରତିଶତ ସଞ୍ଚୟ କୁ ଉଠେଇ ପାରିବେ । ଏହି ପରି ଚହିଁଲେ ଆପଣ ମାନେ 3 ବର୍ଷ ପରେ ନିଜର ଏକାଉଣ୍ଟ କୁ ବନ୍ଦ କରି ପାରିବେ । ଏହି ଯୋଜନାରେ ନିବେଶ କରିଲେ ୬୦ ବର୍ଷ ପରେ ପ୍ରତି ମାସ ଆପଣଙ୍କୁ ନିବେଶ ହିସାବରେ ଅର୍ଥ ରାଶି ମିଳିବ।

 

ଏହା ସହ ଯଦି 60 ବର୍ଷ ପୂର୍ବରୁ ପରଲୋକ ହୁଏ ତେବେ ନୋମିନିଙ୍କୁ ଏହି ପେନସନ ରାଶି ପ୍ରଦାନ କରାଯିବ। ନ୍ୟାସନାଲ ପେନସନ ସ୍କିମକୁ ଆପଣ ନିଜର ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଚଳାଇପାରିବେ। 800 ସିଇ ଅନୁସାରେ ଜଣେ ବ୍ୟକ୍ତି 50 ହଜାର ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ।

National Pension

ଏହି ଯୋଜନାରେ 6 ହଜାର ଟଙ୍କାର ସର୍ବନିମ୍ନ ନିବେଶ କରିବାକୁ ପଡିଥାଏ। ନ୍ୟୁନତମ ନିବେଶ ନ କରିଲେ 100 ଟଙ୍କାର ଜୋରିମାନା ସହିତ ଆକାଉଣ୍ଟ ଫ୍ରିଜ କରି ଦିଆଯିବ। ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ସହ ଜଣେ ବ୍ୟକ୍ତିଙ୍କର କେବଳ ଗୋଟିଏ ମାତ୍ର ଏନପିସି ଆକାଉଣ୍ଟ ଖୋଲା ଯାଇପାରିବ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *