ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏହି ପୋଷ୍ଟ ମାଧ୍ୟମରେ ଜଣେଇବୁ କି କୋରୋନା ର ନୂଆ ଭାରିଆଣ୍ଟ ଅମିକ୍ରୋନ ଏବଂ ଲକଡାଉନ ର ଭୟ କେତେ ପରିମାଣ ରେ ରହିଛି । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିନେବା । ଏବେ କୋରନା ର ଆସିଥିବା ନୂଆ ଭେରିଆଣ୍ଟ କୁ ଲକ୍ଷ କରି ସରକାର ସମସ୍ତ ଜିଲ୍ଲା କୁ ପୁଣି ଲକଡାଉନ ଏବେ ଏବେ କୋରନା ର ଆସିଥିବା ନୂଆ ଭେରିଆଣ୍ଟ ଓମିକ୍ରନ କୁ ଦେଖି ସରକାର ପୁଣି ଥରେ ଜିଲ୍ଲା ମାନଙ୍କୁ ଲକଡାଉନ ର ଖବର ଦେଇଛନ୍ତି ।
ଧିରେ ଧିରେ କୋରନା ତାର ଉଗ୍ର ରୂପ ଦେଖେଇବାରେ ଲାଗଛି ଜାହା ପାଇଁ ଆମେ ସମସ୍ତେ ଅସୁବିଧା ର ସମ୍ମୁଖୀନ ହେବାରେ ଲାଗିଛୁ । ଦିନ କୁ ଦିନ ଲକ୍ଷ ଲକ୍ଷ ଲୋକ ମାନଙ୍କର କୋରନା ପରିକ୍ଷା ହେଉଛି । ଅନେକ ଲୋକ ମାନେ ଆକ୍ରାନ୍ତ ବି ହେଉଛନ୍ତି । ବର୍ତମାନ ଏହି ମହାମାରୀ ପାଇଁ ସମସ୍ତ ଙ୍କ ଗୋଡରେ ବେଢି ପଡିଛି । ସାରା ଭାରତ ରେ ଲୋକ ଏତେ ପରିମାଣ ରେ ମୁରୁଛନ୍ତି କି ଏବେ ଶବ ଦାହ କରିବା ପାଇଁ ବି ଜାଗା ମିଳୁନାହିଁ। ସରକାର ଏହିଥି ପାଇଁ ସଚେତନ କରିବା ପାଇଁ ଅନେକ ପଦକ୍ଷେପ ବି ନେଉଛନ୍ତି ।
ସମସ୍ତ ବିଶ୍ୱ ଏବେ କୋରନା ରେ ଉବୁଡୁବୁ ହୋଇଛନ୍ତି । ସମସ୍ତ ରାଜ୍ୟରେ ଏବେ ଲକଡାଉନ ଏବଂ ସର୍ଟଡାଉନ ଚାଲିଛି । ତେଣୁ ଦେଶର ଆର୍ଥିକ ପରିସ୍ଥିତି ଏବେ କଠିନ ଅବସ୍ଥାରେ କୋରନା ମହାମାରୀ ରେ ଏବେ ମରଣ ସଂଖ୍ୟା ଓ ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ରେ ଲାଗିଛି । ବିଶେଷଜ୍ଞ ଙ୍କ ମତରେ ଏହି ରୋଗ କୁ ରୋକିବା ପାଇଁ ଲକ୍ ଡାଉନ୍ ହିଁ ସବୁଠାରୁ ବିଶେଷ ଆବଶ୍ୟକତା । ଡ: ଚନ୍ଦ୍ରକାନ୍ତ ଭାରିନିଆ ଙ୍କ ମତ ଅନୁସାରେ ଟୀକା ନେଇ ଥିବା ଲୋକ ମାନେ ସୁସ୍ଥ ଅବସ୍ଥାରେ ରହିବେ ବୋଲି ସେ କହିଛନ୍ତି ।
ଡକ୍ଟର ରେହେନିଆ ମଧ୍ୟ କହିଛନ୍ତି କି ଲୋକେ ତୃତୀୟ ଟୀକା ନେବା ମଧ୍ୟ ଆବଶ୍ୟକ । ଲୋକେ ସତର୍କ ନହେଲେ କିଛି ସୁବିଧା ହେବ ନାହିଁ । ଆହୁରି ଓମିକ୍ରମ୍ ବଢିବାର ଭୟ ମଧ୍ୟ ରହିଥାଏ । ଯଦି ଲୋକେ ସତର୍କ ନା ହେବେ ତା ହେଲେ ଭୟଙ୍କର ରୂପ ଦେଖିବା ପାଇଁ ମିଳିବ । ଏହି ସବୁ କୁ ରୋକିବା ପାଇଁ ସରକାର ପୁଣି ଥରେ ବାଧ୍ୟ ହେବେ ଲକ୍ ଡାଉନ୍ କରିବା ପାଇଁ । ଯାହା ଜଣା ପଡ଼ିଛି ଓମିକ୍ରୋନ ର ସ୍ତିତି କୁ ଲକ୍ଷ କରି ଓଡ଼ିଶା ରେ ଜାନୁୟାରୀ ମାସ ପରେ ଲକ୍ ଡାଉନ୍ ପଡିବ କି ନାହିଁ ଜଣା ପଡ଼ିବ ।
ବିଶଷଜ୍ଞ୍ୟ ମାନଙ୍କ ମତରେ ଏହି ରୋଗକୁ ରୋକିବା ଲକଡାଉନ ହିଁ ବଡ ଅସ୍ତ୍ର ବୋଲି ସେମାନେ କହିଛନ୍ତି । ଏହା ମଧ୍ୟରେ ଏମିକ୍ରନ ଆହୁରୀ ବି ବଢିବାର ସମ୍ଭାବନା ରହିଛି । ଏହି ଖବର ସରକାର ଜାଣିବା ପରେ ସରକାର ନିଶ୍ଚୟ ଲକଡାଉନ ଘୋଷଣା କରିବେ । UK ରେ ଜାନୁୟାରୀ ମାସ ଏକ ବଡ ଧାରଣ ର ଲହରୀ ଆସିବା ର ସମ୍ଭାବନା ରହିଛି ବିଶେଷଜ୍ଞ୍ୟ ସୂଚନା ଦେଇଛନ୍ତି । ତେବେ ସଂକ୍ରମଣ ମଧ୍ୟ ବର୍ତ୍ତମାନ ସମୟ ରେ ବୃଦ୍ଧି ପାଇବା ରେ ଲାଗିଛି ।
ଏହା ସହିତ WHO କହିଛି ଯେ ପୁଣି ଫେରି ପାରେ ସଟ ଡାଉନ ଓ ଲକଡାଉନ । ତେବେ ଓମିକ୍ରୋନ କଣ ପାଇଁ ସ୍ପେଶିଆଳ କିଡ ପ୍ରସ୍ତୁତ ହୋଇ ସାରିଛି । ଆଇସିଏମଆର ଆସନ୍ତା 1 ସପ୍ତାହ ମଧ୍ୟରେ ବଜାର କୁ ଚାଡିଦେବ । ଏହା କୁ ବଜାର କୁ ଆସିବା ଓମିକ୍ରୋନ ମାତ୍ର ଦୁଇ ଘଣ୍ଟା ରେ ଚିହ୍ନଟ ହୋଇଯିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।