ଆଗାମୀ 4 ମାସ ପର୍ଯ୍ୟନ୍ତ ଏହିଁ 3ଟି ରାଶିର ଖରାପ ସମୟ ଆସିଲା ସାବଧାନ ରୁହନ୍ତୁ ।

3 rasi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତେକ ବ୍ୟକ୍ତିଙ୍କର ଜୀବନରେ ଭଲ ଏବଂ ଖରାପ ସମୟ ଆସିଥାଏ । ଆପଣଙ୍କୁ ଲାଇଫିରେ ଆସିବାକୁ ଥିବା ଏହି ସୁଖ ଏବଂ ଦୁଃଖର ପଛରେ ଆପଣଙ୍କର ରାଶି ସହିତ ଯୋଡିତ ଗ୍ରହ ଏବଂ ନକ୍ଷେତ୍ର ର ହାତ ରହିଥାଏ । ଏପରି କହୁ ଯାଏ କି ଏହି ଗ୍ରହ ନକ୍ଷେତ୍ର ଏହା ନିଶ୍ଚିନ୍ତ କରିଥାଏ କି ଆସିବାକୁ ଥିବା ସମୟରେ ଆପଣଙ୍କ ସାଥିରେ କଣ କଣ ହେବାକୁ ଯାଉଛି ।

ଏପରି ସ୍ଥଳେ କିଛି ବିଷେଶ ରାଶି ମାନଙ୍କର ଖରାପ ସମୟ ଆସିବାର ଯୋଗ ବନୁଛି । ତେବେ ଆପଣ ମାନଙ୍କୁ ଡରିବାର ଆବସ୍ୟକ ନାହିଁ । କାହିକି ଆମେ କିଛି ଏପରି ଉପାୟ କହିବୁ ଯାହା ଆପଣଙ୍କର ଆସିବାକୁ ଥିବା ଏହି ଖରାପ ସମୟକୁ ଟାଳି ଦେଇଥାଏ । ତ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟ ରେ ।

brusha

ପ୍ରଥମରେ ହେଉଛି ବୃଷ ରାଶି ଏହି ରାଶିର ଲୋକଙ୍କ ପାଇଁ ଧନର ଅବାବ ଦେଖା ଦେଇପାରେ । ଏହି ଦୀନ ମାନଙ୍କରେ ଆପଣ ଧନ ସମନ୍ଧ୍ୟ କୌଣସି ପ୍ରକାର କର୍ଯ୍ୟକୁ ଆପଣ ବହୁତ ହିଁ ଚିନ୍ତା ବିଚାର କରିକି କରିବାର ଅଛି । ଆପଣଙ୍କ ରାଶିରେ ଏହି ସମୟରେ ଧନର କ୍ଷତି ହେବାର ସଙ୍କେତ ରହୁ ଅଛି । ଏହି ଧନର ହାନି ଆପଣଙ୍କୁ କୌଣସି କ୍ଷତିରୁ ହୋଇପାରେ ।

ଯଦି ଆପଣ ଏହି ଅଚାନକ ହେବାକୁ ଥିବା ଧନ ହାନିରୁ ବଞ୍ଚିବାକୁ ଇଛା କରୁଛନ୍ତି ତ ସୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କର ଆରାଧନା କରନ୍ତୁ । ଏବଂ ତାଙ୍କୁ ହଳଦିଆ ମିଠାର ଭଗ ଲଗାନ୍ତୁ ଏହି ପ୍ରସାଦକୁ ସର୍ବ ପ୍ରଥମେ ଗୋଟିଏ ଧଳା ରଙ୍ଗର ଗାଇକୁ ଖୁଆନ୍ତୁ ଏହା ପରେ ଆପଣ ବି ଏହାକୁ ଖାଇ ପାରିବେ ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଉପରେ ଥିବା ଧନର ହାନି ଜନିତ ସମସ୍ୟା ଦୁର ହୋଇଯିବ ।

singha rashi

ଦିତୀୟ ରେ ହେଉଛି ସିଂହ ରାଶି ଏହି ରାଶିର ଯାତକ ନିଜର ବାଣିକୁ କଟ୍ରୁଲ୍ ରେ ରଖିବା ବହୁତ ଆବସ୍ୟକତା ରହଛି । ଆପଣଙ୍କର କୌଣସି ନିଜର ବ୍ୟକ୍ତି ସହିତ ମତାନ୍ତର କିମ୍ବା ଝଗଡା ହୋଇପାରେ । ଏହି ଝଗଡା କାରଣରୁ ଆପଣଙ୍କର ଜୀବନରେ ସମ୍ପୂର୍ଣ୍ଣ ଏପଟ ସେପଟ ହୋଇଯିବ । କେବଳ ଏତିକି ନୁହେଁ ଏହି ଝଗଡା ଆପଣଙ୍କ ସ୍ୱାସ୍ଥ ଉପରେ ବି ନକାର୍ତ୍ମକ ପ୍ରଭାବ ପକାଇ ପାରେ ।

ଏଥିରୁ ବଞ୍ଚିବା ପାଇଁ ଆପଣ ଆପଣଙ୍କ କ୍ରଦ୍ଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଏବଂ ସମସ୍ତଙ୍କ ସହିତ ମଧୁରତା ପୂର୍ବକ କଥା ବାର୍ତ୍ତା କରନ୍ତୁ ଏହା ସହିତ ଆପଣ ଗୁରୁବାର ଦୀନ ଭଗବାନ ବିଷ୍ଣୁଙ୍କୁ ଦୁଇଟି ଧୁପକାଠି ଅବସ୍ୟ ଅର୍ରପଣ କରନ୍ତୁ । ଏହା ଦ୍ୱାରା ଆପଣଙ୍କର ବାଣୀ ଉପରେ ନିୟନ୍ତ୍ରଣ ରହିବ ଏବଂ କଥାରେ ମଧୁରତା ଆସିବ ।

makara

ତୃତୀୟରେ ହେଉଛି ମକର ରାଶି ଏହି ରାଶିର ଲୋକଙ୍କୁ ନିଜର ସ୍ୱାସ୍ଥକୁ ନେଇ ଅଧିକ ସଚେତନ ରହିବାର ଆବସ୍ୟକତା ରହିଛି ଏହି ସମୟରେ ଆପଣଙ୍କର ସ୍ୱାସ୍ଥକୁ କୌଣସି ନା କୌଣସି କାରଣରୁ କ୍ଷତି ପହଚି ପାରେ । ଏଥି ପାଇଁ ଆପଣ ସମୟ ସମୟରେ ଆପଣଙ୍କର ମେଡିକାଲ ଚେକ୍ ଅବସ୍ୟ କରନ୍ତୁ । ତାହା ସହିତ କୌଣସି ରୋଗ ଦେଖା ଗଲେ ତାହାକୁ ହେମନ ନ କରି ତରନ୍ତ ହିଁ ଡାକ୍ତରଙ୍କ ପରାର୍ମସ ନିଅନ୍ତୁ ।

ତେବେ ଏହି ସମୟରେ କୌଣସି ଦୁର ଯାତ୍ରାରୁ ଦୁରେଇ ରହନ୍ତୁ ଏବଂ ବାହାର ଖାଦ୍ୟ ଆଦି କମ ପରିମାଣରେ ଖାଆନ୍ତୁ । ତା ସହିତ ପ୍ରତେକ ବୁଧବାର ଦୀନ ଗଣେଷଙ୍କ ପାଖରେ ଦୀପ ଟିଏ ଲଗାଇବା ଦ୍ୱାରା ସେ ଆପଣଙ୍କର କୌଣସି ପ୍ରକାର ବି ଅଘଟଣା ହେବାରୁ ରକ୍ଷା କରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *