ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମାତା ଲକ୍ଷ୍ମୀଙ୍କୁ ଭଲ ଲାଗେ ଏହି ଦୁଇ ରାଶି । ଆମେ ଆଜି ଆପଣ ମାନଙ୍କୁ ସେହି ଦୁଇଟି ରାଶି ମାନଙ୍କ ବିଷୟରେ କହିବୁ ଯେଉଁ ମାନେ ମାତା ଲକ୍ଷ୍ମୀ ଙ୍କ ଅତି ପ୍ରିୟ ହୋଇ ଥାନ୍ତି । ଯେଉଁ ମାନଙ୍କ ଭାଗ୍ୟ ଏବଂ ଭବିଷ୍ୟତର ଆରମ୍ଭ ର ଚାବିକାଠୀ ଏହି ଦିନ ରେ ସଂମ୍ପର୍ଣ୍ଣ ଭାବେ ଖୋଲିବା ପାଇଁ ଯାଉଛି । ତେବେ ସେମିତିରେ ଆସନ୍ତୁ ସେହି ରାଶି ମାନଙ୍କ ବିଷୟ ରେ ଜାଣିବା ।
ପ୍ରଥମେ ଆସୁଛି ତୁଳା ରାଶି । ଏମାନଙ୍କ ଗ୍ରହ ଏବଂ ନକ୍ଷେତ୍ର ଅନୁସାରେ ଏହି ରାଶି ର ଲୋକ ମାନଙ୍କର ଦିନ ବହୁତ ଭଲ ରେ କଟିବ । ହେଲେ ଏହି ବର୍ଷ ରେ ଆପଣ ମାନଙ୍କ ସ୍ୱାସ୍ଥ ରେ କିଛି ପରିମାଣ ରେ ଅସୁବିଧା ଆସି ପାରେ । ବହୁତ କାମ ରେ ଏହି ବର୍ଷ ରେ ଆପଣ ମାନଙ୍କୁ ସାବଧାନତା ରଖିବା ଦରକାର । ତେବେ ଆପଣ ମାନେ ଯଦି ମାସର ପ୍ରଥମ ସୋମବାର ରେ ଶିବ ମନ୍ଦିର ଜାଆନ୍ତି । ଏବଂ ଶିବ ଲିଙ୍ଗ ରେ ପଇଡ ପାଣି ଚଢାନ୍ତି । ତେବେ ଆପଣ ମାନଙ୍କ ବର୍ଷଟି ବହୁତ ଭଲ ରହିବ ।
କିଛି ଲୋକ ମାନେ ଏମିତି ବି ରହିଛନ୍ତି । ଯେଉଁ ମାନେ ନିଜର କେରିଅର କୁ ନେଇ ବହୁତ ଅସୁବିଧା ରେ ପଡିଛନ୍ତି । ତେବେ ସେମାନଙ୍କୁ ଆମେ କହିବା ପାଇଁ ଚାହିଁବୁ କି ଏହି ଦିନ ରେ ସେମାନେ ଚାକିରୀ କ୍ଷେତ୍ର ରେ ସୁଫଳ ମିଳିବା ସହିତ ସେମାନେ ବ୍ୟବସାୟ କ୍ଷେତ୍ର ରେ ବି ବହୁତ ଲାଭ ପାଇବେ ।