ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି କହିବୁ ଚାଣକ୍ୟ ମହିଳା ମାନଙ୍କୁ ନେଇ କେଉଁ ସବୁ ଗୁପ୍ତ କଥା କହିଛନ୍ତି । ଆଚାର୍ଯ୍ୟ ଚାଣକ୍ୟ ବହୁତ ଭଲ ରାଜନୈତିଜ୍ଞ୍ୟ ଥିବା ବେଳେ ସେ ସବୁ ସମୟ ରେ ଯେଉଁ ସବୁ କଥା କହୁ ଥିଲେ ସେହି କଥା ର କେହି ଯଦି ପାଳନ କରୁ ଥିଲା ତେବେ ସେ କେବେ ବି ଦୁଖଃ ରେ ରହୁ ନ ଥିଲା ।
ସେମିତି ରେ ସେହି ଆଚାର୍ଯ୍ୟ ଚାଣକ୍ୟ ଙ୍କ ଦ୍ୱାରା କୁହା ଜାଇ ଥିବା ମହିଳା ଙ୍କ ବିଷୟ ରେ କିଛି କଥା ଆପଣ ମାନଙ୍କୁ କହିବୁ । ପ୍ରଥମେ ପ୍ରାୟ ତ ପାରିବାରିକ କଳି ଝଗଡା ରେ ବିଶେଷ କରି ନାରୀ ମାନଙ୍କର ହିଁ ହାତ ରହି ଥାଏ । ହେଲେ ପୁରୁଷ ଙ୍କୁ ଚିନ୍ତା ଭାବନା ରହି ଥାଏ ଏହା କଣ ପାଇଁ ଏମିତି ଝଗଡା ହୋଇ ଥାଏ ।
ଦୁଇ ରେ ତାକୁ ହିଁ ପ୍ରକୃତ ସ୍ତ୍ରୀ କୁହା ଯିବ ଯିଏ ଖାଇବା ସମୟ ରେ ମାଆ ପରି କାର୍ଯ୍ୟ ରେ ମନ୍ତ୍ରୀ ପରି ସ୍ୱଭାବ ରେ ଦାସୀ ପରି ଆଚାରଣ କରି ଥାଏ । ଏହି ଦୁନିଆଁ ର ସବୁଠୁ ଆକର୍ଶକ ଜିନିଷ କଣ ଏହାର ଉତ୍ତର ହେଲା ନାରୀ ର ଯୈବନ ଏବଂ ସନ୍ଦର୍ଯ୍ୟ ଅଟେ । ସବୁ ସମୟ ରେ ମଣିଷ କୁ ନାରୀ ଏବଂ ଧନ ପ୍ରତି ସାବଧାନ ରହିବା ଉଚିତ୍ ଏମାନେ କେବେ କେବେ ମନୁଶ୍ୟ କୁ ଧୋକା ଦେଇ ଥାନ୍ତି ।
ସେହି ପରି ହତ୍ୟା ବିଭିଷିକା କେବଳ ନାରୀ ପାଇଁ ହିଁ କରା ଯାଏ । ନାରୀ ର ସୈନ୍ଦର୍ଯ୍ୟ ଶାରୀରିକ ଗଠନ ପୁରୁଷ ଙ୍କୁ ଆକର୍ଶିତ କରେ ଏହି କାରଣ ପାଇଁ ପୁରୁଷ ଗୋଟିଏ ନାରୀ ପାଖରେ ରହୁ ଥିଲେ ବି ଅନ୍ୟ ନାରୀ ଉପରେ ଆଲୋକ ପାତ କରେ ।
ସେହି ପରି ନାରୀ ଯେତେ ବୟସ୍କ ହେଲେ ବି ସେ ସବୁ ସମୟ ରେ ନିଜକୁ ଯୈବନ ଏବଂ କନ୍ୟା ଭଳି ଭାବେ । ଏବଂ ସେହି କାରଣ ରୁ ସେମାନେ ସୈନ୍ଦର୍ଯ୍ୟ ପ୍ରତି ଧ୍ୟାନ ଦିଅନ୍ତି ସେହି କାରଣ ରୁ ପୁରୁଷ ତା ପଛରେ ଗୋଡାଇ ଚାଲେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।