ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଓଡିଆ ଚଳଚିତ୍ର କମେଡିଆନ ଗୁଡୁ ତାଙ୍କର ପରିବାର ତାଙ୍କର ସ୍ତ୍ରୀ ଏବଂ ତାଙ୍କର ଜିବନୀ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଆପଣ ମାନଙ୍କୁ ତଥ୍ୟ ଦେବୁ । ତେବେ ବନ୍ଧୁଗଣ ଏହା ପୂର୍ବ ରୁ ଆମେ ମାନେ କହିବା ପାଇଁ ଚାହିଁବୁ ଯଦି ଆପଣ ମାନେ ଆମର ପେଜ୍ କୁ ଲାଇକ୍ କରି ନାହାଁନ୍ତି ତେବେ ଏବେ ହିଁ ଲାଇକ୍ କରି ଦିଅନ୍ତୁ ଫଳ ରେ ଆପଣ ମାନେ ଏମିତି ହିଁ ଇଣ୍ଟ୍ରେଷ୍ଟି ଖବର ଓଲିଉଡ ଜଗତ ବିଷୟ ରେ ଏମିତି ହିଁ ପାଇ ପାରିବେ ।
ତେବ ଯଦି ଆମେ ଓଲିଉଡ କେମିଡିଆନ ଗୁଡୁ ଙ୍କ ବିଷୟ ରେ କହିବୁ ତେବେ ତାଙ୍କର ବର୍ତମାନ ବୟସ ହେଲା 30 ବର୍ଷ । ସେହି ପରି ଆମେ ତାଙ୍କର ଓଲିଉଡ କେରିଅର ବିଷୟ ରେ କହିବା ତେବେ ସେ 2005 ମସିହା ରେ ଓଲିଉଡ ରେ ପାଦ ଦେଇ ଥିଲେ ।
ଗୁଡୁ ଙ୍କ ପରିବାର କହିଲେ ତାଙ୍କର ବାପା ମାଆ ଏବଂ ତାଙ୍କର ଗୋଟିଏ ଭଉଣୀ ରହିଛି । ବର୍ତମାନ ସମୟ ରେ ଗୁଡୁ ଭୁବନେଶ୍ୱର ରେ ରହୁଛନ୍ତି । ଏବଂ ତାଙ୍କର ଭୁବନେଶ୍ୱର ରେ ଗୋଟିଏ ଆଲିଶାନ୍ ଘର ରହିଛି । ସେ 2005 ରେ କେବଳ 16 ବର୍ଷ ବୟସ ରେ ଓଲିଉଡ ଜଗତ ରେ ପାଦ ଦେଇ ଥିଲେ । ଏବଂ ତା ପରେ ସେ କେବେ ବି ପଛକୁ ଅନେଇ ଚାହିଁ ନାହାଁନ୍ତି ।
ଗୋଟିଏ ପରେ ଗୋଟିଏ ଷ୍ଟେପ୍ ସେ ଆଗକୁ ବଢେଇ ଚାଲିଛନ୍ତି। ଏବଂ ବହୁତ ସିନେମା ରେ ସେ କମେଡିଆନ ଭାବେ କାମ କରିଛନ୍ତି । ତଥା ସେ ବହୁତ ପପୁଲାରିଟି ବି ହାସଲ କରିଛନ୍ତି । ସେହି ପରି ବେଳେ ବର୍ତମାନ ସମୟ ରେ ସେ ଗୋଟିଏ ଚଳଚିତ୍ର କରିବା ପାଇଁ ପାଖା ପାଖି 2 ଲକ୍ଷ ଟଙ୍କା ନେଉ ଥିବା ବେଳେ ଅଧିକାଂଶ ଯାତ୍ରା ରେ ବି ସେ ନଜର ଆସୁଛନ୍ତି । ଏବଂ ପ୍ରତ୍ୟେକ ଯାତ୍ରା ରୁ ସେ 50 ହଜାର ରୁ ଉର୍ଧ ନେଇ ଥାନ୍ତି ।
ସେହି ପରି ଭାବେ ସେ ବହୁତ ସମୟ ରେ ସିରିଏଲ ରେ ବି ନଜର ଆସନ୍ତି ଏବଂ ସେ ଗୋଟିଏ ସିରିଏଲ ଏପି୍ିସୋର୍ଡ ପାଇଁ 15 ହଜାର ଟଙ୍କା ନେଇ ଥାନ୍ତି। ଏବଂ ବର୍ତମାନ ସମୟ ରେ ଆକଳନ ଅନୁସାରେ ତାଙ୍କର ସଂମ୍ପର୍ଣ୍ଣ ସଂମ୍ପତୀ ହେଲା 40 ଲକ୍ଷ ଟଙ୍କା ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।