ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ହାର୍ଟ ଆର୍ଟାକ୍ ଆଜିର ସମୟରେ ଏକ ଗମ୍ଭୀର ରୋଗ ହୋଇ ସାରିଛି । ଆମର ଖାଦ୍ୟ ପାନୀୟ ଏବଂ ବିଭିନ୍ନ ପ୍ରକାରର ପଦ୍ୟୁଷଣ ଜନିତ ସମସ୍ୟା ପାଇଁ କେବଳ ବୟସ୍କ ନୁହେଁ ବରଂ ଯୁବ ପୀଢି ମାନେ ବି ଏହି ରୋଗରେ ଏବେ ଶୀକାର ହେବାକୁ ଲାଗିଛନ୍ତି । ଏହା ହଠାତ୍ ଆସି ଜୀବନ ନେଇ ଜାଇ ଥାଏ । ହେଲେ ଏକ ରିସର୍ଚ ରୁ ଜଣା ପଡିଛି ଏହି ଆର୍ଟାକ ଆସିବାର ଗୋଟିଏ ମାସ ପୂର୍ବ ରୁ ହିଁ ଆମକୁ ସଂଙ୍କେତ ମିଳି ଜାଇ ଥାଏ । ତେବେ ଆସନ୍ତୁ ଜାଣି ନେବା ହାର୍ଟ ଆର୍ଟାକ୍ କଣ ପାଇଁ ହୋଇ ଥାଏ ଏବଂ ଏହା ହେବାର ଗୋଟିଏ ମାସ ପୂର୍ବ କଣ ସବୁ ସଂଙ୍କେତ ମିଳେ ।
ସବୁ ସମୟ ରେ ଆମର ହାର୍ଟ ମଧ୍ୟ ରେ ବିନା କୌଣସି ବାଧା ରେ ରକ୍ତ ପ୍ରଭାବିତ ହୋଇ ଥାଏ । ହେଲେ ରୋଗୀଣା ହୋଇ ସାରି ଥିବା କୋରନାରୀ ଆଟାରୀ ରେ ରକ୍ତ ପ୍ରଭାବ ରେ ଚର୍ବି ଯୁକ୍ତ ତତ୍ୱ ଆଟେରୀ ର ଦ୍ୱାର ରେ ହିଁ ବସି ଜାଇ ଥାଏ । ଏହି ତତ୍ୱ ଯେବେ ବଢି ଯାଏ ତେବେ ରକ୍ତ ପ୍ରଭାବିତ ରାସ୍ତା ରେ ଆସେ । ଏହା ଫଳ ରେ ହାର୍ଟ କୁ ଆସୁ ଥିବା ଅକ୍ସିଜେନ୍ ଏବଂ ନ୍ୟୁଟ୍ରିଏଣ୍ଟ କୁ ବ୍ଲକ୍ କରି ଥାଏ । ଏହା ଫଳ ରେ ବେଳେ ଛାତି ରେ ଯନ୍ତ୍ରଣା ହେବାକୁ ଲାଗେ । ଏବଂ ସ୍ୱାସ ଫୁଲିଯାଏ ଅଧିକାଶଂ ସମୟ ରେ ଏହା ହିଁ କାରଣ ହୋଇ ଥାଏ ।
ତେବେ ଆମେ ଯଦି ସଂଙ୍କେତ ବିଷୟ ରେ କହିବା ତେବେ ବିନା କୌଣସି କାର୍ଯ୍ୟ କରି ଅଧିକ ଝାଳ ବାହାରିବା ସେହି ପରି ଦୁଇ ରେ ବ୍ଲଡ୍ ସାର୍କୁଲେସନ କମ୍ ହେବା ଯଦି ଆପଣ ମାନଙ୍କ ମୁଣ୍ଡ ବୁଲେଇବା ବା ବିପି ଲୋ ହେବାର ସମସ୍ୟା ଦେଖିବା ପାଇଁ ମିଳେ ତେବେ ଏହା ହାର୍ଟ ଆର୍ଟାକ୍ ର ସଂଙ୍କେତ ହୋଇ ଥାଏ ।
ଏବଂ ଏହି ଥିରୁ ରକ୍ଷା ପାଇଁ ଆପଣ ମାନଙ୍କୁ ଯେତେ ବେଳେ ବି ଏହା ଆସୁ ଥାଏ । ତେବେ ଆପଣ ମାନେ ଜୋର ଜୋର ରେ ନିଶ୍ୱାସ ନେବାକୁ ଚେଷ୍ଟା କରନ୍ତୁ । ଏବଂ ଏହି ଆର୍ଟାକା ଆସିବାର 1 ଘଣ୍ଟା ମଧ୍ୟ ରେ ଆପଣ ମାନଙ୍କ ମୃତ୍ୟୁ ହୋଇ ପାର ତେଣୁ ଆପଣ ମାନଙ୍କୁ ନିଜେ ରକ୍ଷା କରିବା ପାଇଁ ପଡିବ ନିଜର ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।