କେଉଁ ହିରୋଇନ୍ ଙ୍କ ଘର କେଉଁଠି । ଆପଣଙ୍କ ପସନ୍ଦର ଘର କେଉଁଠି ଜାଣନ୍ତୁ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେତ ଓଡିଆ ଚଳଚିତ୍ର ନିଶ୍ଚୟ ଦେଖୁଥିବେ । ହେଲେ ଆପଣ ମାନେ କେବେ ଚିନ୍ତା କରିଛନ୍ତିକି ଓଡିଆ ଚଳଚିତ୍ରରେ କାମ କରୁଥିବା ହିରୋଇନ୍ ମାନଙ୍କର ଘର କେଉଁଠି । ତେବେ ଆପଣ ମାନେ ଯଦି ଜାଣି ନାହାନ୍ତି ଯେ ହିରୋଇନ ମାନଙ୍କର ଘର କେଉଁଠି ଏବଂ ଯଦି ଜାଣିବାକୁ ଚାହୁଛନ୍ତି ତାହାଲେ ଆପଣ ମାନେ ଶେଷ ପର୍ଯ୍ୟନ୍ତୁ ଦେଖନ୍ତ ।

ଆମ ଲିଷ୍ଟ ରେ 1 ନମ୍ବର ରେ ଆସୁଛନ୍ତି ଭୂମୀକା ଦାସ୍ । ଆପଣ ମାନେ ସମସ୍ତେ ଜାଣିଥିବେ ଯେ ସିଏ ପିଲାଦିନୁ ଓଲିଉଡ ଜଗତକୁ ଆସିଥିଲେ ଓ ପିଲାଟି ଦିନରୁ ସିଏ ଓଡ଼ିଆ ସିନେମାରେ କାମ କରୁଛନ୍ତି । ଏବଂ ଭୂମୀକା ଦାସ୍ ଙ୍କର ଜନ୍ମ ସ୍ଥାନ ହେଉଛି ରାଉରକେଲା ସିଏ ସେଠାରେ ଜନ୍ମ ଗ୍ରହଣ କରିଥିଲେ । କିନ୍ତୁ ସେ ବର୍ତ୍ତମାନ ଓଲିଉଡ ସିନେମା ରେ କାମ କରୁଛନ୍ତି ଏହା ସହିତ ସେ ଭୁବନେଶ୍ୱର ରେ ରହୁଛନ୍ତି । ଏବଂ ସେହିଠି ରହି ସିଏ ପାଠ ପଢୁଛନ୍ତି ।

Bhumika Das

ଆମ ଲିଷ୍ଟ ରେ 2 ନମ୍ବର ରେ ଆସୁଛନ୍ତି ପୁନମ ମିଶ୍ର ଆପଣ ମାନେ ପୁନମ ମିଶ୍ର କୁ ତା ଜାଣିଥିବେ ସିଏ ବହୁତ ସାରା ଓଡ଼ିଆ ଚଳଚ୍ଚିତ୍ର ରେ ମଧ୍ୟ ହିରୋଇନ ଭାବେ କାମ କରିଛନ୍ତି। ପୁନମଙ୍କର ପ୍ରକୃତ ଘର ହେଉଛି ଭୁବନେଶ୍ୱର ଏବେ ମଧ୍ୟ ଭୁବନେଶ୍ୱର ରେ ରହୁଛନ୍ତି ।

3 ନମ୍ବର ରେ ଆସୁଛନ୍ତି ବର୍ଷା ପ୍ରୟଦର୍ଶନୀ ଯାହାକୁ ଆପଣ ମାନେ ଜାଣିଛନ୍ତି । ସିଏ ଅନୁଭବ ମହାନ୍ତିଙ୍କୁ ବିବାହ କରିଛନ୍ତି । ବର୍ଷାଙ୍କର ଜନ୍ମ ସ୍ଥାନ ହେଉଛି ଭୁବନେଶ୍ୱର କିନ୍ତୁ ସେ ଅନୁଭବ ମହାନ୍ତିଙ୍କୁ ବିବାହ କରିବା ପରେ ସେ କଟକ ରେ ରହୁଛନ୍ତି ।

4 ନମ୍ବର ରେ ରହୁଛନ୍ତି ଶିବାନି ସଙ୍ଗୀତା ଯେକି ବର୍ତ୍ତମାନ ସମୟରେ ଆଗଧାଡ଼ିରେ ହିରୋଇନ ଭାବେ ରହିଛନ୍ତି । ଶିବାନି ଙ୍କର ଖୁବ ଶୀଘ୍ର ମଧ୍ୟ ଗୋଟିଏ ଗୋଟିଏ ଚଳଚ୍ଚିତ୍ର ରିଲିଜ ହବାକୁ ଯାଉଛି ଯାହାକି ବାବୁସନଙ୍କ ସହିତ ଆସିବ ତାର ନାମ ରହିଛି ବିଦ୍ୟା ରାଣ । ଶିବାନି ଙ୍କର ପ୍ରକୃତ ଘର ହେଉଛି ଖୋର୍ଦ୍ଧା ।

Shivani

5 ନମ୍ବର ରେ ଆସୁଛନ୍ତି ଅର୍ଚ୍ଚିତା ସାହୁ ଆପଣ ମାନେ ସବୁ ଜାଣିଥିବେ ଅର୍ଚ୍ଚିତାଙ୍କ ଆଉ ସବ୍ୟ ଙ୍କ ଯୋଡି ବିଷୟରେ ଜାଣିଥିବେ । ଅର୍ଚ୍ଚିତା ଙ୍କ ପ୍ରକୃତ ଘର ହେଉଛି ଭୁବେନେଶ୍ୱର ।

6 ନମ୍ବର ରେ ଆସୁଛନ୍ତି ସିତଲ ଆପଣ ସମସ୍ତ ନିଶ୍ଚିତ ଭାବେ ସିତଲ କୁ ଜାଣିଥିବେ ସିତଲ ଙ୍କର ପ୍ରକୃତ ଘର ହେଉଛି କଟକ । ତାପରେ 7 ନମ୍ବର ରେ ଆସୁଛନ୍ତି ରିଆ ତାଙ୍କର ପ୍ରକୃତ ଘର ହେଉଛି ବାଲେଶ୍ବର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *