ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ତିନଟି ଫୁଲରୁ ବାଛନ୍ତୁ କୌଣସି ଗୋଟିଏ ଫୁଲ ଆଉ ଜାଣନ୍ତୁ ନିଜର ବ୍ୟକ୍ତିତ ଏବଂ ଭବିଶ୍ୱତ ବିଷୟ ରେ । ଯେଉଁ ପ୍ରକାରରେ ଏହି ଦୁନିଆରେ ପ୍ରତେକ ବ୍ୟକ୍ତିଙ୍କର ମୁହଁ ଏବଂ ବ୍ୟବହାର ଅଲଗା ଅଲଗା ହୋଇଥାଏ ଠିକ୍ ସେହି ପ୍ରକାରରେ ପ୍ରତେକ ବ୍ୟକ୍ତିଙ୍କର ପସନ୍ଦ ବି ଅଲଗା ଅଲଗା ପ୍ରକାର ହୋଇଥାଏ । ଯେପରିକି କୌଣସି ବ୍ୟକ୍ତିଙ୍କୁ ଶାନ୍ତି ପସନ୍ଦ ହୋଇଥାଏ ତ କୌଣସି ବ୍ୟକ୍ତିଙ୍କୁ ଗହଳି ମଧ୍ୟରେ ରହିବା ପାଇଁ ପସନ୍ଦ ହୋଇଥାଏ । ସେହି ପ୍ରକାରରେ ରଙ୍ଗ ବିଷୟରେ ସମସ୍ତଙ୍କ ପସନ୍ଦ ଅଲଗା ଅଲଗା ହୋଇଥାଏ ।
ଯେପରି କି କାହାକୁ ଲାଲି ରଙ୍ଗର ଗୋଲାପ ପସନ୍ଦ ତ କାହାକୁ ଧଳା ରଙ୍ଗର ଫୁଲ ପସନ୍ଦ ହୋଇଥାଏ । ଏହା ସତ ଯେ ରଙ୍ଗର ଅଭାବରୁ ବ୍ୟକ୍ତିର ଜୀବନ ଫିକା ହୋଇଯାଏ । ଆପଣ ଜାଣିକି ଆଶ୍ଚର୍ଯ୍ୟ ହୋଇଯିବେ କି ଆପଣ ଏହି ରଙ୍ଗ ଦ୍ୱାରା ଆପଣ କୌଣସି ବ୍ୟକ୍ତିଙ୍କ ବିଷୟରେ ବହୁତ କିଛି ଜାଣିପାରିବେ । ତେବେ ଆଜି ଆମେ ଆପଣଙ୍କୁ ତିନଟି ରଙ୍ଗର ଫୁଲ ଦେଖାଇବୁ ଏବଂ ଆପଣଙ୍କୁ ତାଙ୍କ ମଧ୍ୟରୁ କୌଣସି ଗୋଟିଏ ଫୁଲକୁ ବାଛିବାର ଅଛି । ରଙ୍ଗର ଆଧାରରେ ଏହି କଥାର ଉତ୍ତର ମିଳିଯିବ କି ଆପଣ ବାସ୍ତବରେ କିପରି ବ୍ୟକ୍ତି ଅଟନ୍ତି । ତେବେ ଆସନ୍ତୁ ଏହି ବିଷୟରେ ଜାଣିବା ।
ପ୍ରଥମେ ରହିଛି ନୀଳ ରଙ୍ଗର ଫୁଲ ଯେପରି ଆପଣ ଜାଣିଥିବେ କି ଏହି ରଙ୍ଗଟି ଅଧିକ ସୁନ୍ଦର ଦେଖାଯାଉଛି , ଏଥିପାଇଁ ଯଦି ଆପଣ ଏହି ରଙ୍ଗର ଫୁଲ କୁ ବାଛୁଚନ୍ତି ତ ଏହାର ଅର୍ଥ ଏହା ଅଟେ କି ଆପଣ ଏକ ଆସାବାଦି ଏବଂ ସର୍ବଦା ଖୁସିରେ ରହିବା ଭଳି ବ୍ୟକ୍ତି ଅଟନ୍ତି । ଏବଂ ଆପଣ ଏକ ସ୍ନାଭିମାନି ବ୍ୟକ୍ତି ଅଟନ୍ତି କିନ୍ତୁ ହୋଇପାରେକି ଆପଣ କିଛି ସ୍ୱାର୍ଥି ହୋଇପାରନ୍ତି । କାହାରବି ସାହାଯ୍ୟ ନେବା ଆପଣଙ୍କୁ ପସନ୍ଦ ଲାଗିନଥାଏ ।
ଦିତୀୟରେ ହେଉଛି ଲାଲି , ଏହି ଲାଲି ରଙ୍ଗର ଫୁଲ ପ୍ରାୟତହ ଭଲ ପାଇବାର ପ୍ରତିକ ବୋଲି ବିଚାର କରାଯାଏ , ଯଦି ଆପଣ ଏହି ଫୁଲକୁ ବାଛିଚନ୍ତି ଏହାର ଅର୍ଥ ଏହା ଅଟେ କି ଆପଣ ମେଳାବି ବ୍ୟକ୍ତି ଅଟନ୍ତି କାହା ସାଥିରେ ବି ଅତି ସହଜରେ ମିସି ଯାଇଥାନ୍ତି , କିନ୍ତୁ ଆପଣ ଅଳ୍ପ କୃଧି ପ୍ରକାରର ହୋଇପାରନ୍ତି । ଏବଂ ମିଛ ଆପଣଙ୍କୁ ପସନ୍ଦ ହୋଇନଥାଏ ଆପଣଙ୍କର ହୃଦୟ କମଳ ସଭାବର ହୋଇଥାଏ ।
ତୃତୀୟରେ ରହିଛି ହଳଦିଆ ଫୁଲ ଯଦି ଆପଣ ମାନେ ହଳଦିଆ ରଙ୍ଗର ଫୁଲକୁ ବାଛନ୍ତି ତ ହଳଦିଆ ରଙ୍ଗର ଫୁଲକୁ ଫ୍ରେଣ୍ଡସିପ୍ ର ପ୍ରତିକ ବୋଲି ମାନାଯାଏ । ଯଦି ଆପଣ ଏହି ରଙ୍ଗ ଫୁଲକୁ ବାଛୁଚନ୍ତି ଏହା ଅର୍ଥ ଏହା ଅଟେ କି ଆପଣ ନିଜେବି ସର୍ବଦା ଖୁସିରେ ରହୁଛନ୍ତି ଏବଂ ଅନ୍ୟକୁ ବି ଖୁସିରେ ରଖୁଛନ୍ତି, ଏହା ବ୍ୟତିତ ଆପଣ ଅନ୍ୟ କୁ ଗାଇଡ୍ କରିବାରେ ଏବଂ ତାଙ୍କର ସାହାଯ୍ୟ କରିବାରେ ଆନନ୍ଦ ଅନୁଭବ କରନ୍ତି । ଏପରିବି ହୋଇପାରେ କି ଆପଣ କାହାକୁ ସାହାଯ୍ୟ କରିବା ସମୟରେ ଏହା ଭୁଲିଯାନ୍ତି କି ସେ ଆପଣଙ୍କର ମିତ୍ର କି ଶତୃ କୌଣସି ବ୍ୟକ୍ତିକୁ ସାହାଯ୍ୟ କରିବାରେ ଆପଣ ସର୍ବଦା ଆଗରେ ରୁହନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।