ପର ସ୍ତ୍ରୀ ସହିତ ସମ୍ମନ୍ଧ ରଖିଲେ ମିଳିଥାଏ ଏହି ଯମଦଣ୍ଡ ।

woen

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଘୋର କଳିଯୁଗ ଚାଲିଆସଛି । ଆପଣ ମାନେ ନିଶ୍ଚିତ ଭାବେ ଅନୁଭବ କରିଥିବେ କି ଆଜିର ସମୟରେ କୌଣସି ସମ୍ପର୍କ ମାନ୍ୟତା ରଖେ ନାହିଁ ।ମହିଳା ମାନଙ୍କ କଥା କହିବା ପାଇଁ ଗଲେ ନୀତି ଦିନ ହଜାର ହଜାର ମହିଳା ଶାରୀରିକ ସଂମ୍ପର୍କ ରଖୁଛନ୍ତି । ତଥା ଶାରୀରିକ ଏବଂ ମାନଶୀକ ରୋଗ ରେ ପୀଡିତ ମଧ୍ୟ ହେଉଛନ୍ତି । କିଛି ପୁରୁଷ ମାନେ ରହିଛନ୍ତି ଯେଉଁ ମାନେ ମହିଳା ମାନଙ୍କୁ କେବଳ ଏକ ଉପଭୋଗ ବସ୍ତୁ ବୋଲି ଭାବନ୍ତି । ସେ ନିଜର ପତ୍ନୀ ହୁଅନ୍ତୁ ଅଥବା ଅନ୍ୟ ମହିଳା ମଧ୍ୟ ହୁଅନ୍ତୁ । ମାତ୍ର ଏହିଭଳି ପୁରୁଷ ମାନେ ଏହା ଜାଣି ନାହାନ୍ତି ଯେ ତାଙ୍କୁ ବର୍ତ୍ତମାନ ଯେଉଁ ଆନନ୍ଦ ମିଳୁଛି ମୃତ୍ୟୁ ପରେ ତାର ପରିଣାମ କଣ ହେବ ।

ଏହା ପଛରେ ସବୁଠୁ ବଡ କାରଣ ହେଲା ଆଜିଭଳି ଜିବନରେ ସମସ୍ତେ ନିଜର ଧର୍ମ ଗ୍ରନ୍ଥ ଠାରୁ ଦୂର ହୋଇ ଗଲେଣୀ । ସେମାନଙ୍କ ପାଖରେ ଶାସ୍ତ୍ର ଜ୍ଞ୍ୟାନ ନାହିଁ । ପୁରୁଷ ମାନେ ପର ସ୍ତ୍ରୀ ସହିତ ସମ୍ମନ୍ଧ ରଖିଲେ କଣ ଦଣ୍ଡ ମିଳେ ସେହି ବିଷୟ ରେ ଏଠାରେ କଥା ହେବା । ପର ସ୍ତ୍ରୀ ରହିତ ସମ୍ବନ୍ଧ ରଖିବା ତ ଦୂର କଥା ଯେଉଁ ପୁରୁଷ ଖରାପ ନଜରରେ ପର ସ୍ତ୍ରୀ କୁ ଦେଖିଥାଏ ତାହା କୁଳର ସଂପୂର୍ଣ୍ଣ ନାସ ହୋଇଥାଏ ।

love

ଉଧାହରଣ ସ୍ୱରୂପ ରାମାୟଣ ବା ମହାଭାରତ ରେ କାହାକୁ ବି ଦେଖି ନିଅନ୍ତୁ । ରାମାୟଣ ରେ ସୀତା ଙ୍କ ଅପହରଣ ରେ ସମଗ୍ର ଲଙ୍କା ସହିତ ରାବଣ ବି ଧ୍ୱସଂ ହୋଇଥିଲା । ଦ୍ୱାପର ରେ ଦ୍ରୋପଦୀ ଚିରହରଣ କରିବା ଦ୍ୱାରା କୈରବ ନାଶ ହୋଇଗଲା । ଆଜିର ଦିନରେ ପର ସ୍ତ୍ରୀ ସହିତ ସମ୍ମନ୍ଧ ବନେଇବା କଥା ଯଦି ଆଇନ ଆଗରେ କୁହାଯାଏ ତେବେ ସେହି ପୁରୁଷ କୁ ଦଣ୍ଡ ମଧ୍ୟ ମିଳିଥାଏ ।

ଗରୁଡ ପୁରାଣ ଅନୁସାରେ କୈଣସି ପର ସ୍ତ୍ରୀ ସହିତ ସଂମ୍ପର୍କ ରଖିବାକୁ ମହାପାପ ବୋଲି କୁହାଜାଇଛି । ଏମିତି କରିଲେ ମଣିଷ ମୃତ୍ୟୁ ପରେ ସିଧା ସଳଖ ନର୍କ କୁ ହିଁ ଯିବାକୁ ପଡେ । ଏହା ପରେ ତାର ଲିଙ୍ଗ କୁ ତତଲା ଲୁହା ରେ କଟାଯାଏ । ଏବଂ ଏଣ୍ଡୁଅ ବା ଦୁଇ ମୁଁ ଥିବା ସାପ ଭାବେ ସେମାନଙ୍କ ଜନ୍ମ ହେବା ପଡେ ଆଗାମୀ ଜନ୍ମରେ । ତାହାକୁ ଯମଲୋକ ରେ ଜଳୁଥିବା ଲୁହାକୁ ଆଲିଙ୍ଗନ କରିବାକୁ ପଡେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *