ଏ କି ସଂଙ୍କେତ ନୀଳଚକ୍ର ଉପରେ ଉଡିଲେ ଚୀଲ ମାଡି ଆସୁଛି କି ବିପଦ । ସତ ହେବ କି ମାଳିକା ବଚନ ସତ ?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏମିତି ଏକ ଜ୍ଞ୍ୟାନୀ ତଥା ବରିଷ୍ଟ ବ୍ୟକ୍ତି ଙ୍କ ବିଷୟ ରେ କହିବୁ ଜାହାଙ୍କ ବିଶେଷତ୍ୱ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତେବେ ଆଜି ଆମେ ଏଭଳି ଜଣେ ଜ୍ଞ୍ୟାନୀ ତଥା ବରିଷ୍ଟ ବ୍ୟକ୍ତି ଙ୍କ ବିଷୟ ରେ କହିବୁ ଜାହାଙ୍କ ମାଳିବା ବଚନ ସୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଆପଣ ମାନେ ଜାଣିଥିବେ ପୂର୍ବ ପୁୁରୁଷ ଙ୍କ ମାଳିକା ମଧ୍ୟରୁ ଆଶ୍ଚୟତନନ୍ଦ ଙ୍କ ମାଳିକା ଅନ୍ୟତମ । ବର୍ତମାନ ଦେଖା ଦେଇଛି କି ଆଶ୍ଚୟତନନ୍ଦ ମାଳିକା ରେ ଜାହା କହିଥିଲେ ଏବେ ତାହା ସତ ହେବା ପାଇଁ ଯାଉଛି ।

ଏହାର ବଡ କାରଣ ହେଲା ମାରାତ୍ମକ କୋରନା ଜାହା ବିଷୟ ରେ ମାଳିକା ରେ ଆଗରୁ ବର୍ଣ୍ଣିତ ଥିଲା । ଅଚ୍ୟୁତାନନ୍ଦ ଙ୍କ କଥା ଏବଂ ଭବିଷ୍ୟବାଣୀ କୁ ଅନୁସରଣ କରି ଆମ ଓଡିଶା ରେ କେତେକ ପଣ୍ଡିତ ଏବଂ ଜ୍ଞ୍ୟାନୀ ଲୋକ ମାନେ ରହିଛନ୍ତି । ଯେଉଁ ମାନେ କଳିଯୁଗ ର ଅନ୍ତ କୁ ନେଇ କେତେକ ଭବିଷ୍ୟବାଣୀ କରିଛନ୍ତି । ଜାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ବନ୍ଧୁଗଣ ବର୍ତମାନ ସମୟ ରେ ପୁରୀ ଶ୍ରୀ ମନ୍ଦିର ବିଷୟ ରେ ଭାଇରଲ ହେଉଥିବା ଭିଡିଓ ବିଷୟ ରେ ଆପଣ ମାନେ ଜାଣିଥିବେ । ଘଟଣା ଏପରି କି କିଛି ଦିନ ତଳେ ପ୍ରଭୁ ଜଗନ୍ନାଥଙ୍କ ର ମନ୍ଦିର ଉପରେ କିଛି ଚିଲ ଉଡୁଥିବା ର ଦେଖିବାକୁ ମିଳିଥିଲା। ତେବେ ପୁରୀ ମନ୍ଦିର ଉପରେ ଚୀଲ ପକ୍ଷୀ ଉଡିବା ନାକାରାତ୍କର ସୂଚନା ହୋଇଥାଏ । ତେବେ ଆଶ୍ଚର୍ଯ୍ୟ ର କଥା ହେଲା କି ପୁରୀ ମନ୍ଦିର ରେ ଦିନେ ଏମିତି ଘଟଣା ହେବବୋଲି ମାଳିକା ରେ ଲେଖା ଥିଲା ।

chi

ଏହି ଘଟଣା କୁ ଏବେ ପୁରୀ ର ଜଣେ ମାଳିକା ରିସର୍ଚ୍ଚ ବାବା ସାରଳା ପ୍ରସାଦ ନିଜର ମତ ରଖିଛନ୍ତି । ମାଳିକା ରେ ତେବେ ବାବା ସାରଳା ଙ୍କର କହିବା ଅନୁସାରେ, ମାଳିକା ରେ ମହାପୁରୁଷ ମାନେ ଲେଖି ଯାଇଥିଲେ କି ଯେତେବେଳେ ଏହି ସଂସାର ରେ ପାପା ର ଭାର ବଢିଯିବ ଏବଂ ଲୋକ ମାନେ ନିଜ ନିଜ କୁ ବଡ଼ ବୋଲି ମନେ କରିବେ । ସେତେବେଳେ ଏହିପରି ପୂର୍ବ ସୂଚନା ଦେବା ଲାଗି ପୁରୀ ମନ୍ଦିର ର ଉପରେ ଚିଲ ଓ ସାଗୁଣା ବସିବେ ଏବଂ ତା ଉପରେ ଉଡିବେ। ତେବେ ଏହା ବର୍ତମାନ ସମୟ ରେ ସତ ପରିପ୍ରକାଶ ମଧ୍ୟ ହୋଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *