ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜଟଣୀ ର ବିଧାୟକ ସୁର ରାଉତରାୟ ଙ୍କୁ ଆପଣ ମାନେ ବହୁତ ଭଲ ଭାବେ ଜାଣିଥିବେ । ସେ ଜଣେ ସୋଚୋଟ ନେତା ନିର୍ଭିକ, ସାହାସୀ ଏବଂ ନିଜର ରୋକଠୋକ ବୟାନ ପାଇଁ ସେ ବହୁତ ପରିଚିତ ଅଟନ୍ତି । ସେ ସବୁ ସମୟ ରେ ବାସ୍ତବିକ କଥା କୁ ସମସ୍ତ ଙ୍କ ସାମ୍ନା ରେ ରଖିଥାନ୍ତି । ତେବେ ଏହି ସମୟ ରେ ମଧ୍ୟ ଜଟଣୀ ବିଧାୟକ ସୁର ରାଉତରାୟ । ଏକ ଦୁଖଃଦାୟକ ଘଟଣା ବିଷୟ ରେ ଘୋଷଣା କରିଛନ୍ତି ।
ତେବେ ବନ୍ଧୁଗଣ ବର୍ତମାନ ସମୟ ରେ ଜଟଣୀ ବିଧାୟକ ସୁର ରାଉତରାୟ କେଉଁ ଦୁଖଃଦାୟ ଖବର ଦେଇଛନ୍ତି ଆସନ୍ତୁ ଜାଣିନେବା । ତେବେ ଏବେ ସୁର ରାଉତରାୟ କହିଛନ୍ତି ଯେ ସେ ଆଉ ନିର୍ବାଚନ ଲଢିବେ ନାହିଁ । ତାଙ୍କର ପୁଅ କ୍ୟପଟେନ ମନ୍ମଥ ରାଉତରାୟ ଆଗାମୀ ନିର୍ବାଚନ ପାର୍ଥି ହେବେ ବୋଲି ସେ ଘୋଷଣା କରିଛନ୍ତି ।
ତେବେ ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକର ଛଣଘର ପଞ୍ଚାୟତରେ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଏବଂ ଶିଳାନ୍ୟାସ କରିବାକୁ ମୂଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ସୁର ରାଉତରାୟ ।
ତେବେ ସେଠାରେ ସେ ରୋକଠକ ଭାବେ ମନା କରିଦେଇଛନ୍ତି ଯେ ସେ ଆଉ ଆଗାମୀ ନିର୍ବାଚନ ଲଢିବେ ନାହିଁ । ବା 2024 ର ନିର୍ବାଚନ ସେ ଲଢିବେ ନାହିଁ । ତେବେ ସେଠାରେ ସେ ଏହା ମଧ୍ୟ ଘୋଷଣା କରିଛନ୍ତି କି ଆଗାମୀ ନିର୍ବାଚନ ଙ୍କର ପୁଅ କ୍ୟପଟେନ ମନ୍ମଥ ରାଉତରାୟ ଆଗାମୀ ନିର୍ବାଚନ ପାର୍ଥି ହେବେ ବୋଲି ସେ ଘୋଷଣା କରିଛନ୍ତି ।
ଏହି ଘଟଣା କୁ ସ୍ଥାନିୟ କଂଗ୍ରେସ ମହଲ ରେ ବି ପ୍ରଶଂସା କରାଜାଇଛି । ଜଟଣୀ ମ୍ୟୁନିସିପାଲଟିର ପୂର୍ବତନ ଚେୟାରମ୍ୟାନ ସଂଗ୍ରାମ କେଶ୍ୱରୀ ରାଉତରାୟ ମଧ୍ୟ ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିବାର ଦେଖିବା ପାଇଁ ମିଳିଥିଲେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।