ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହା ମୁଦ୍ରା ସ୍ତିତିର ଏକ ସମୟ ଅଟେ । ବର୍ତମାନ ସମସ୍ତେ ଚାହାଁନ୍ତି କି ସେମାନଙ୍କ ପରିବାର ର ସମସ୍ତ ସଦସ୍ୟ କିଛି ନା କିଛି କରନ୍ତୁ ବୋଲି । ଏହି କାରଣ ପାଇଁ ଆଜିର ମହିଳା ବିବାହ ପୂର୍ବରୁ ଜବ୍ କରୁ ଥିବା ଜିବନ ସାଥୀ ଖୋଜୁଛନ୍ତି । ଏଭଳି ପରିସ୍ଥିତିରେ ପତ୍ନୀ ଜଣେ ଗୃହିଣୀ ଏବଂ ଯଦି ସେ ସ୍ୱାଧୀନ ହେବାକୁ ଚାହାଁନ୍ତି । ତେବେ ସରକାରଙ୍କର ଏକ ଯୋଜନା ଅଛି ଯାହା ମାଧ୍ୟମରେ ପ୍ରତି ମାସରେ ଟଙ୍କା ପତ୍ନୀଙ୍କ ଆକାଉଣ୍ଟକୁ ଆସିବ। ତେବେ ପ୍ରକୃତ ରେ ଆପଣ ମାନେ ପେନ୍ସନ୍ ସ୍କିମ୍ ବିନିଯୋଗ କରି ପତ୍ନୀ ଙ୍କୁ ଆତ୍ମନିର୍ଭର ଶୀଳ କରେଇ ପାରିବେ । ଏହି ଯୋଜନା ରେ ଆପଣ ମାନେ ପ୍ରତ୍ୟୋକ ଦିନ ଆୟର ବ୍ୟବସ୍ଥା କରି ପାରିବେ ।
ପତ୍ନୀ ଙ୍କ ନାମରେ ଏମିତି ଖାତା ଖୋଲନ୍ତୁ : ପତ୍ନୀଙ୍କୁ ଏକ ସ୍ୱାଧୀନ କରିବା ପାଇଁ ଆପଣ ତାଙ୍କ ନାମରେ ଏକ NPS ଖାତା ଖୋଲିପାରିବେ । 60 ବର୍ଷ ବୟସ ପୂରଣ ହେବା ପରେ NPS ଆକାଉଣ୍ଟ ଆପଣଙ୍କ ପତ୍ନୀଙ୍କୁ 1 ଲକ୍ଷ ଟଙ୍କା ଦେବ । ଏଥିସହ ସେ ପ୍ରତି ମାସରେ ପେନ୍ସନ୍ ଭାବରେ ନିୟମିତ ଆୟ ମଧ୍ୟ ପାଇବେ । ଏକ NPS ଆକାଉଣ୍ଟ୍ ସହିତ ଆପଣ ମଧ୍ୟ ସ୍ଥିର କରିପାରିବେ ଯେ ଆପଣଙ୍କ ପତ୍ନୀ ପ୍ରତି ମାସରେ କେତେ ପେନ୍ସନ୍ ପାଇବେ । ଏହା ସହିତ, ଆପଣଙ୍କ ପତ୍ନୀଙ୍କୁ 60 ବର୍ଷ ବୟସ ପରେ ଟଙ୍କା ପାଇଁ ସେ କାହା ଉପରେ ନିର୍ଭରଶୀଳ ହେବେ ନାହିଁ ।
ଏହି NPS ଏକାଉଣ୍ଟ 60 ବର୍ଷ ପରେ ପରିପକ୍ୱ ହେବ : ଆପଣ ମାନେ ନିଜର ସୁବାଧା ପାଇଁ NPS ଏକାଉଣ୍ଟ ଏବଂ ପ୍ରତି ମାସ କିମ୍ବା ବାର୍ଷିକ ଟଙ୍କା ଜମା କରି ପାରିବେ । ଆପଣ ମାନେ ଏକ ହଜାର ଠାରୁ ପତ୍ନୀ ଙ୍କ ନାମରେ ଏହି ଏକାଉଣ୍ଟ ଖୋଲି ପାରିବେ । 60 ବର୍ଷ ବୟସରେ NPS ଖାତା ପରିପକ୍ଵ ହୁଏ । ନୂତନ ନିୟମ ଅନୁଯାୟୀ, ଯଦି ଆପଣ ପତ୍ନୀଙ୍କ ବୟସ 65 ବର୍ଷ ପର୍ଯ୍ୟନ୍ତ NPS ଆକାଉଣ୍ଟ ଚଳାନ୍ତୁ ।
ମାସକୁ ମିଳିବ 45 ହଜାର ଟଙ୍କା । ସରଳଭାଷା ରେ ବୁଝନ୍ତୁ ପତ୍ନୀ ଙ୍କ 30 ବର୍ଷ ବୟସ ଏବଂ ତାଙ୍କର ଏକାଉଣ୍ଟ ରେ ଆପଣ ମାନେ ମାସକୁ 5 ହଜାର ଟଙ୍କା ବିନିଯୋଗ କରନ୍ତି ତେବେ ବାର୍ଷିକ 10 ପ୍ରତିଶତ ରିଟର୍ଣ୍ଣ ପାଇବେ । ଏହି ଅବଦ୍ଧି ରେ ପତ୍ନୀ 60 ବର୍ଷ ବୟସ ରେ ତାଙ୍କର ଏକାଉଣ୍ଟ ରେ ମୋଟ 1.12 କୋଟି ଟଙ୍କା ପାଇବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।