ପୁଣି ଫିଲ୍ମ ଜଗତ ରେ ଖେଳିଗଲା ଶୋକର ଛାୟା ଏବେ ଏବେ ଏହି ପ୍ରସିଦ୍ଧ ଅଭିନେତାଙ୍କର ହେଲା ମୃତ୍ୟୁ, ସବୁ ଆଡେ ଦୁଃଖର ଛାୟା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସିନେମା ଜଗତ ପାଇଁ ଜାହା ଗୋଟେ ବଡ ଦୁଖଃ ଦାୟକ ଖବର ଆସିଛି । ଏହି ପ୍ରସିଦ୍ଧ ଅଭିନେତା ଙ୍କ ବୋୟଗ ରେ ସବୁ ଦୁଖଃ ପ୍ରକାଶ କରିଛନ୍ତ । ସିନେମା ଜଗତ ରେ ଶୋକ ର ଲହରୀ ଖେଳିଜାଇଛି । ଆମ ଦେଶ ହେଉଛି କଳାକାର ଏବଂ ସଂସ୍କୃତି ର ଦେଶ ଏଠାରେ ଅନେକ କଳାକାର ରହିଛନ୍ତି । ନାଚ ହେଉ ଅବା ଗୀତ ଭାରତ ସବୁଠାରୁ ଆଗରେ ଏହି ପ୍ରସିଦ୍ଧ ଅଭିନେତା ଏକ ଘରୋଇ ହସ୍ପିଟାଲ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ତେବେ 72 ବର୍ଷିୟ ପ୍ରସିଦ୍ଧ ଅଭିନେତା କୋରନା ର ସଂଙ୍କ୍ରମିତ ହୋଇଥିଲେ । ତାଙ୍କର ଅବସ୍ଥା ଗୁରୁତ୍ୱର ରହିଥିଲା । ସୋସିଆଲ ମିଡିଆ ଜାହା ଖବର ଆସିଥିଲା କି ପଇସା ଅଭାବ ହେତୁ ତାଙ୍କର ପରିବାର ଲୋକ ଏହି ଭେଟ୍ରାନ ଅଭିନେତା ଙ୍କ ଚିକିତ୍ସା କରିପାରୁନାହାଁନ୍ତି ।

Shankar

 

ଶଙ୍କର ଙ୍କର ମୃତ୍ୟୁ ରେ ସମଦମ୍ ଭାଙ୍ଗି ପଡିଛନ୍ତି । ସେ ଟ୍ୱିଟ କରି ଦୁଃଖ ପ୍ରକାଶ କରି ଲେଖିଛନ୍ତି ଶଙ୍କର ମାଷ୍ଟ୍ରଜିଙ୍କ ଦେହାନ୍ତ ଖବର ଶୁଣି ବହୁତ ଦୁଃଖିତ ତାଙ୍କୁ ବଞ୍ଚାଇବା ପାଇଁ ଆମେ ଯଥା ସମ୍ଭବ ଚେଷ୍ଟା କରିଥିଲୁ କିନ୍ତୁ ଭଗବାନ ଅନ୍ୟକିଛି ସ୍ଥିର କରିଥିଲେ ଆମେ ସବୁବେଳେ ମାଷ୍ଟରଜିଙ୍କୁ ମନେ ପକାଇବୁ ଭଗବାନ ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ ଏବଂ ତାଙ୍କର ଆତ୍ମା କୁ ଶାନ୍ତି ଦିଅନ୍ତୁ

। ସିନେମା ସବୁ ବେଳେ ଆପଣ ମାନଙ୍କୁ ମନେ ପକାଇବ ଶିବ ଶଙ୍କର ସେ ସିନେମା ଜଗତ ରେ ଜଣା ସୁଣା ଅଭିନେତା ବା କୋରିୟଗ୍ରାଫ ଥିଲେ । 2008 ମସିହା ରେ ସେ ମାଂଗତାପ ଫିଲ୍ମ ପାଇଁ ଜାତୀୟ ପୁରସ୍କାର ମଧ୍ୟ ପାଇଥିଲେ । ଏହି ଫିଲ୍ମ ରେ ରାମଚରଣ ଏବଂ କାଜଲ ମୂଖ୍ୟ ଭୂମିକା ରେ ଅଭିନୟ କରୁଥିଲେ । ତେବେ ବନ୍ଧୁଗଣ ଅଭିନେତା ଜଣା ସୁଣା କ୍ରୋରିୟଗ୍ରାଫର ଙ୍କ ପରଲୋକ ହୋଇଛି । ଜାହା ପାଇଁ ସବୁ ସିନେମା ଜଗତ ଦୁଖଃ ପ୍ରକାଶ କରିଛି । ଏବଂ ସିନେମା ଜଗତ ରେ ଦୁଖଃ ର ଲହରୀ ଖେଳିଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *