ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସମାଜ ରେ ପ୍ରତ୍ୟୋକ ମହିଳା ମାନେ ସେମାନଙ୍କ ଗର୍ଭରୁ ଜନ୍ମ ହେବାକୁ ଥିବା ପିଲା ସମ୍ପର୍କରେ ଅନେକ କିଛି ଚିନ୍ତା କରିଥାନ୍ତି । ସବୁ ମାଆ ମାନେ ନିଜର ସନ୍ତାନ କୁ ବୁଦ୍ଧିମାନ , ସଚ୍ଚୋଟ, ଚାଲାଖ ହେବାପାଇଁ ଆଶା କରିଥାନ୍ତି । ହେଲେ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ ବାପା ମା ମାନେ ଝିଅ ମାନଙ୍କୁ 20 ରୁ 22 ବର୍ଷ ମଧ୍ୟରେ ବିବହା କରି ଦେଉଛନ୍ତି । ଏବଂ ବିବାହ ପରେ ପରେ ସେମାନଙ୍କ ପିଲା ଜନ୍ମ ହୋଇଥାଏ ।
କିନ୍ତୁ ତାଙ୍କର ଗର୍ଭ ରୁ ଜନ୍ମ ହୋଇଥିବା ପିଲା ର କିଛି ନା କିଛି ସମସ୍ୟା ରହିଥାଏ । ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ କି ବିବାହ ର ସଠିକ୍ ସମୟ । ଏହି ପରିକ୍ଷଣ ଅନୁସାରେ ଝିଅ ମାନଙ୍କ ବିବାହ ର ସଠିକ୍ ସମୟ । ଏବଂ ଛୁଆ ଜନ୍ମ କରିବାର ସଠିକ୍ ସମୟ ଜଣା ପଡିଛି ।
ପରିକ୍ଷଣ ଅନୁସାରେ ଝିଅ ମାନଙ୍କର ସଠିକ୍ ବୟସ ଅର୍ଥାତ 30 ବୟସ ରେ ହୋଇଥାନ୍ତି ତେବେ ସେହି ମହିଳା ମାନଙ୍କ ଠାରେ ୟୁଟ୍ରେସ କ୍ୟାନସର ହେବାର ବହୁ ଆଶଂକା କମ୍ ରହିଥାଏ । ଏହାଛଡା ପିଲା ସତେଜ ଓ ବୁଦ୍ଧିମାନ ମଧ୍ୟ ହୋଇଥାଏ । ଏହି ବୟସରେ ମହିଳା ମାନେ ସମ୍ପୂର୍ଣ୍ଣ ସେଟେଲ ହୋଇଯାଇଥାନ୍ତି ଏବଂ ମାନସିକ ସ୍ତରରେ ନିଜକୁ ସମ୍ଭାଳି ନେଇଥାନ୍ତି ।
ଯେଉଁ ଝିଅ ମାନଙ୍କର ଅଳ୍ପ ବୟସରୁ ବିବାହ ହୋଇଥାଏ । ସେମାନଙ୍କ ଗର୍ଭରୁ ଜନ୍ମ ହୋଇଥିବା ପିଲାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ ହୋଇ ନଥାଏ । ସେମାନଙ୍କୁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ ପ୍ରତ୍ୟେକ ମହିଳା ମାନେ ସୁସ୍ଥ ଓ ବୁଦ୍ଧିମାନ ପିଲା ପାଇବା ପାଇଁ ଚାହାଁନ୍ତି ତେବେ ସେମାନେ ପାଖାପାଖି 30 ବର୍ଷ ବୟସରେ ମା ହେବା ଉଚିତ । ଏହି ବୟସରେ ମା ହେଲେ ପିଲାଙ୍କ ଉପରେ ସକରାତ୍ମକ ପ୍ରଭାବ ପଡିଥାଏ । ପିଲାଙ୍କର ମାନସିକ ସ୍ଥିତି ଭଲ ରହିବା ସହ ସୁସ୍ଥ ସବଳ ମଧ୍ୟ ହୋଇଥାଏ ।
ତେଣୁ ଆପଣ ମାନେ ଜଲ୍ଦି ବବାହ କରି ନିଜର ଆଗାମୀ ପିଢି ମାନଙ୍କୁ ଅସୁସ୍ଥ କରନ୍ତୁ ନାହିଁ । ମାନଶୀକ ସ୍ଥର ରେ ସେମାନଙ୍କୁ ଉପଯୁକ୍ତ ପୋଷଣ ପ୍ରଦାନ କରନ୍ତୁ । ତେବେ ଯାଇ ଆପଣ ମାନେ ଉପଯୁକ୍ତ ବୁଦ୍ଧିମାନ ଓ ସୁସ୍ଥ ସନ୍ତାନଟିଏ ପାଇ ପାରିବେ । କାହିଁକି ନା ପ୍ରତ୍ୟେକ ମା ନିଜ ସନ୍ତାନକୁ ସୁସ୍ଥ ଓ ବୁଦ୍ଧିମାନ ହେଉ ବୋଲି ଚାହିଁଥାନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।