28 ରୁ ଲଘୁଚାପ ୟୋଲ ବର୍ଣ୍ଣିଙ୍ଗ । ଏହି ଜିଲ୍ଲାକୁ ପ୍ରବଳ ଛେଚିବ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାଡି ଆସୁଛି ଘୂର୍ଣ୍ଣିଂ ବଳୟ ରାଜ୍ୟ ରେ ପୁଣି ଦେଖିବାକୁ ମିଳିବ ବର୍ଷା ତେବେ ରାଜ୍ୟ ରେ ଆହୁରୀ ଦେଖିବାକୁ ମିଳିବ ଶୀତ ର ଲହରୀ 14 ଜିଲ୍ଲା କୁ ଜାରି ହେଲା ୟୋଲ ୱାର୍ଣ୍ଣିଂ ତେବେ ଆସନ୍ତୁ ନଜର ପକେଇବା ସଂମ୍ପର୍ଣ୍ଣ ଅପଡେଟ ଉପରେ । ରାଜ୍ୟ ରେ ଶୀତ ଲହରୀ ଆହୁରୀ ବଢିବ । ଶୀତ ଲହରୀ ବଢିବା ନେଇ ସତର୍କ କରେଇଛି ପାଣିପାଗ ବିଭାଗ ।

ଉତ୍ତର ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ଆସୁଥିବାରୁ ଶୀତର ପରିମାଣ ବଢିବ ତେବେ 2 ରୁ 3 ଦିନ ପର୍ଯ୍ୟନ୍ତ ସ୍ୱଭାବିକ ଠାରୁ 4 ରୁ 6 ଡୀଗ୍ରୀ ତାପମାତ୍ରା ହ୍ରାସ ପାଇବ ତେବେ ଶୀତ ଲହରୀ ବୃଦ୍ଧି ହେବା ନେଇ ଆଜି 14 ଜିଲ୍ଲା କୁ ୟୋଲ ୱାର୍ଣ୍ଣିଂ ଜାରି କରାଜାଇଛି । ତେବେ ସେହି ଜିଲ୍ଲା ଗୁଡିକ କଣ କଣ ରହିଛି ପାଣିପାଗ ବିଭାଗ ର ସଂମ୍ପର୍ଣ୍ଣ ରିପୋର୍ଟ ଆସନ୍ତୁ ଜାଣିନେବା ।

Winter in indian

ତେବେ ୟୋଲ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକ ମଧ୍ୟରେ ସୁନ୍ଦରଗଡ , ଝାଡସୁଗୁଡା , ବରଗଡ , କେଉଁଝର , ମୟୁରଭଞୀ , ବାଲେଶ୍ୱର , ସୋନପୁର , ବୈଦ୍ଧ , କନ୍ଧମାଳ , ଭଦ୍ରକ , ଅନୁଗୁଳ , ଢେଙ୍କାନାଳ , ଦେଓଗଡ ଏବଂ ସମ୍ବଲପୁର କୁ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି । ସେପଟେ କନ୍ଧମାଳ , ଦାରିଙ୍ଗବାଡି , ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । ଦାରିଙ୍ଗ୍ ବାଡି ର ତାପମାତ୍ରା 4 ଡୀଗ୍ରି ରୁ ତଳକୁ ଖସିଥିବା ବେଳେ ଏଠାରେ ପ୍ରଥମ ତୁଷାର ପାତ ହୋଇଛି ।

ତେବେ ରାଜ୍ୟ ର ଅନେକ ସହର ର ରାତିର ତାପମାତ୍ରା 10 ଡୀଗ୍ରି ତଳେ ରହିଛି । ଝାଡସୁଗୁଡା ର ସର୍ବନିମ୍ନ 5.6 ଡୀଗ୍ରି ରେକର୍ଡ କରାଜାଇଛି । ସେହିପରି 23 ତାରିଖ ରୁ ତାପମାତ୍ରା ସାମାନ୍ୟ ବଢିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ଦିଲ୍ଲୀରେ 25 ତାରିଖ ବେଳକୁ ବର୍ଷା ହୋଇପାରେ । ଏହା ସହିତ ଓଡିଶା ରେ ବି 28 ତାରିଖ ବେଳକୁ ହାଲ୍କା ଧରଣ ର ବର୍ଷା ହେବ ବୋଲି ଆକଳନ କରାଜାଉଛି ।

rains

ତେବେ ବିଭିନ୍ନ ସ୍ଥାନରେ ପାରଦ ତଳମୁହାଁ ରହିଥିବା ବେଳେ ବଙ୍ଗୋପସାଗର ର ଦକ୍ଷିଣ ଉପକୂଳ ଅଞ୍ଚଳ ରେ ଏକ ଘୂର୍ଣ୍ଣିଂବଳୟ କ୍ଷେତ୍ର ସୃଷ୍ଟି ହୋଇଛି ତେବେ ଆସନ୍ତା 28 ତାରିଖ ବେଳକୁି ଏହା କେନ୍ଦ୍ରିଭୂତ ହୋଇ ଓଡିଶା ଉପରେ ବର୍ଷିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି । ତେବେ ଆପଣ ମାନଙ୍କର କେଉଁ ଜିଲ୍ଲା କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *