ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଆମ ଦେଶ ର କିଛି ମହାନ ନେତା ମାନଙ୍କ ବିଷୟ ରେ ତତା ତାଙ୍କର ପରିବାର ଏବଂ ତାଙ୍କର ପିଲା ଛୁଆଁ ଙ୍କ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବୁ । ତେବେ ବନ୍ଧୁଗଣ ମୂଖ୍ୟତଃ ରାଜନେତା ମାନେ ନିଜର ପରିବାର ଲୋକ ମାନଙ୍କ ବିଷୟ ରେ ଲୁଚେଇ ଥାନ୍ତି । ଏବଂ କାହାକୁ କିଛି ପର୍ସିନାଲ ଇନଫର୍ମେଶନ ଦିଅନ୍ତି ନାହିଁ । କାରଣ ତାଙ୍କ ଉପରେ ଯଦି କିଛିବି ଆଞ୍ଚ ଆସିଲା ତେବେ କିଛି ଲୋକ ମାନେ ସେମାନଙ୍କ ଉପରେ ଟାର୍ଗେଟ କରିଲେ ତେବେ ସଂମ୍ପର୍ଣ୍ଣ ଦେଶ ସଂଙ୍କଟରେ ପଡିପାରେ ।
ତେବେ ଏଠାରେ ପ୍ରଥମେ ଆମେ ମାନେ ଦେଶର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ବିଷୟ ରେ ତାଙ୍କର 18 ବର୍ଷ ବୟସ ରେ ତାଙ୍କୁ ବିବାହିତ କରିଦିଆଜାଇଥିଲା । ଏବଂ ତାଙ୍କ ସ୍ତ୍ରୀ ଙ୍କ ନାମ ହେଲା ଯୋଶଦା ବେନ ସେହି ସମୟ ରେ ଯୋଶଦା ବେନ ଙ୍କ ବୟସ 13 ବର୍ଷ ଥିବା ବେଳେ ମୋଦି ଙ୍କ ବୟସ ଥିଲା 18 ବର୍ଷ ।
ସେ 25 ବର୍ଷ ଯାଏ ନିଜ ସ୍ତ୍ରୀ ଯୋଶଦା ବେନ ଙ୍କ ସହିତ ରହିଥିଲେ । ଏବଂ ପରେ ସେ ସନ୍ୟାସ ନେଇ ହିମାଳୟ କୁ ପଳେଇ ଥିଲେ । ଏବଂ ସେହି ଦିନ ଠାରୁ ଆଜି ଯାଏ ସେ କେବେ ବି ନିଜର ପରିବାର କୁ ଜାଇ ନାହାଁନ୍ତି ଏବଂ ପବ୍ଲିକ୍ ରେ ତାଙ୍କର ସ୍ତ୍ରୀ ରହିଛି ବୋଲି ସେ କାହାକୁ କହିନାହାଁନ୍ତି ।
ଏହା ପରେ ଯଦି ଆମେ ଅମିତ ସାହା ଙ୍କ ବିଷୟ ରେ କହିବା ତେବେ ତାଙ୍କ ସ୍ତ୍ରୀ ଙ୍କ ନାମ ହେଲା ସୋନାଲ ସାହା ଇଏ ହେଲେ ଅମିତ ସାହା ଙ୍କ ସ୍ତ୍ରୀ ଏବଂ ବନ୍ଧୁଗଣ ଅମିତ ସାହା ଙ୍କ ପୁତ୍ର ମଧ୍ୟ ରହିଛନ୍ତି ଯିଏ କି ଜଣେ ବିଜନେସ ମ୍ୟାନ ଅଟନ୍ତି ।