ଏବେ ଚଳଚିତ୍ର ଜଗତ ରୁ ଆସିଲା ବଡ ଦୁଖଃଦ ଖବର ଏହି କମ୍ ବୟସ ଅଭିନେତା ଙ୍କ ହଠାତ ମୃତ୍ୟୁ ହେଲା ।

Actor

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବାସ୍ତବରେ ଯେତେ ବେଳେ ସିନେମା ଜଗତ ର କଥା ଆସେ ସେତେ ବେଳେ ଖୁସୀ ହୋଇଜାଆନ୍ତି । କାରଣ ସେମାନେ ନିଜର ପ୍ରିୟ କଳାକାର ମାନଙ୍କ ବିଷୟ ରେ ଜାଣିବା ପାଇଁ ପାଇବେ । ଅଭିନୟ ଜଗତର କଳାକାର ମାନେ ସାଧାରଣତଃ ସୋସିଆଲ ମିଡ଼ିଆରେ ଜଡ଼ିତ ହୋଇ ରହିଥାନ୍ତି। ତାହା ଓଲିଉଡ଼ ହେଉ ବା ବଲିଉଡ଼ ହେଉ ବା ଟଲିଉଡ଼ ସମସ୍ତେ ଏହା ସହିତ ଯୋଡ଼ିତ ରହିଥାନ୍ତି। କଳାକାର ସେମାନଙ୍କର ପ୍ରତିଦିନ କାର୍ଯ୍ୟକଳାପ କୁ ୟୁଟ୍ୟୁବ, ଫେସବୁକ ରେ ଅପଲୋଡ଼ କରିଥାନ୍ତି। ସେମାନେ ତାଙ୍କର ଜୀବନ ଶୈଳୀ କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ।

ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଦେଶ ହେଉଛି କଳା ଓ ସଂସ୍କୃତିର ଦେଶ। ଭାରତ ସବୁଆଡ଼େ ନିଜର କଳା ଓ ପାରଦର୍ଶିତା ଦେଖାଇ ନିଜର କଳା ଦ୍ୱାରା ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ଏଥିମଧ୍ୟରୁ କିଛି ଅଭିନେତା ଆମ ମାନଙ୍କୁ ଛାଡ଼ି ଚାଲି ଯାଇଛନ୍ତି ତ ଆଉ କିଛି ଅଭିନେତା ଙ୍କ ଯିବା ଆମକୁ ପସନ୍ଦ ନୁହେଁ। କିଛି ଅଭିନେତା ତାଙ୍କର କଳା କୃତି ମାଧ୍ୟମରେ ଏମିତି କିଛି କଳା ଦେଖାଇଥିଲେ ଯାହାକୁ ଲୋକମାନେ ବେଶ୍ ପସନ୍ଦ କରୁଥିଲେ ଏବଂ ଲୋକମାନେ ବହୁତ ଭଲ ପାଇବା ମଧ୍ୟ ଦେଇଥିଲେ।

ତେବେ ବର୍ତମାନ ସମୟ ରେ ବଡ ଦୁଖଃଦ ଖବର ଆସି ପହଁଚିଛି । ହସ୍ପିଟାଲ ରେ ମୃତ୍ୟୁ ବରଣ କରିଛନ୍ତି ସେହି ବରିଷ୍ଟ ଅଭିନେତା 72 ବର୍ଷିୟ ପ୍ରସିଦ୍ଧ ଅଭିନେତା କୋରନା ର ସଂଙ୍କ୍ରମିତ ହୋଇଥିଲେ । ତାଙ୍କର ଅବସ୍ଥା ଗୁରୁତ୍ୱର ରହିଥିଲା । ସୋସିଆଲ ମିଡିଆ ଜାହା ଖବର ଆସିଥିଲା କି ପଇସା ଅଭାବ ହେତୁ ତାଙ୍କର ପରିବାର ଲୋକ ଏହି ଭେଟ୍ରାନ ଅଭିନେତା ଙ୍କ ଚିକିତ୍ସା କରିପାରୁନାହାଁନ୍ତି ।

Shankar

ଶଙ୍କର ଙ୍କର ମୃତ୍ୟୁ ରେ ସମଦମ୍ ଭାଙ୍ଗି ପଡିଛନ୍ତି । ସେ ଟ୍ୱିଟ କରି ଦୁଃଖ ପ୍ରକାଶ କରି ଲେଖିଛନ୍ତି ଶଙ୍କର ମାଷ୍ଟ୍ରଜିଙ୍କ ଦେହାନ୍ତ ଖବର ଶୁଣି ବହୁତ ଦୁଃଖିତ ତାଙ୍କୁ ବଞ୍ଚାଇବା ପାଇଁ ଆମେ ଯଥା ସମ୍ଭବ ଚେଷ୍ଟା କରିଥିଲୁ କିନ୍ତୁ ଭଗବାନ ଅନ୍ୟକିଛି ସ୍ଥିର କରିଥିଲେ ଆମେ ସବୁବେଳେ ମାଷ୍ଟରଜିଙ୍କୁ ମନେ ପକାଇବୁ ଭଗବାନ ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ ଏବଂ ତାଙ୍କର ଆତ୍ମା କୁ ଶାନ୍ତି ଦିଅନ୍ତୁ ।

ସିନେମା ସବୁ ବେଳେ ଆପଣ ମାନଙ୍କୁ ମନେ ପକାଇବ ଶିବ ଶଙ୍କର ସେ ସିନେମା ଜଗତ ରେ ଜଣା ସୁଣା ଅଭିନେତା ବା କୋରିୟଗ୍ରାଫ ଥିଲେ । 2008 ମସିହା ରେ ସେ ମାଂଗତାପ ଫିଲ୍ମ ପାଇଁ ଜାତୀୟ ପୁରସ୍କାର ମଧ୍ୟ ପାଇଥିଲେ । ଏହି ଫିଲ୍ମ ରେ ରାମଚରଣ ଏବଂ କାଜଲ ମୂଖ୍ୟ ଭୂମିକା ରେ ଅଭିନୟ କରୁଥିଲେ । ତେବେ ବନ୍ଧୁଗଣ ଅଭିନେତା ଜଣା ସୁଣା କ୍ରୋରିୟଗ୍ରାଫର ଙ୍କ ପରଲୋକ ହୋଇଛି । ଜାହା ପାଇଁ ସବୁ ସିନେମା ଜଗତ ଦୁଖଃ ପ୍ରକାଶ କରିଛି । ଏବଂ ସିନେମା ଜଗତ ରେ ଦୁଖଃ ର ଲହରୀ ଖେଳିଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *