ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁମିତ ଶେଷରେ ନିଜେ କଲେ କଲ ରେକର୍ଡ Viral ତେବେ ଏହି ବିଷୟ ରେ ସଂମ୍ପର୍ଣ୍ଣ ବିବରଣି ପାଇଁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ ବର୍ତମାନ ଓଡିଶା ରେ ଅନେଖ ଖବର ମଧ୍ୟରେ ଏହି ଖବର ମଧ୍ୟ ପରିଚାଳିତ ହେଉଛି ପସ୍ଵିନୀ ଓ ସୁମିତ୍ କୋର୍ଟ ଅର୍ଡର୍ ଅନୁସାରେ 7 ଦିନ ର ଅବଧି ପାଇଁ ରହୁଥିଲେ ଏକ ଘର ଭିତରେ ଯାହାକି ଜଙ୍ଗଲ ଘେରା ରେ ।
ତାଙ୍କୁ କେହି ସେଠାରେ ଅସୁବିଧା ରେ ନ ପକାଇ ପାରେ ସେଥି ପାଇଁ ତାଙ୍କୁ ଆରକ୍ଷୀ ଅଧିକାରୀ ସୁରକ୍ଷା ମଧ୍ୟ ଦିଆଯାଇଥିଲା । ତେବେ ତପସ୍ଵିନୀ ଓ ସୁମିତ୍ ଉଭୟ ଭଲ ବନ୍ଧୁ ଥିବା ବେଳେ ସୁମିତ ଛଳନା କରି ତପସ୍ୱନୀ ଙ୍କ ସହିତ ଶାରୀରିକ ସମ୍ପର୍କ ରଖି ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ତପସ୍ଵିନୀ ଙ୍କ ଶ୍ଵଶୁର ସୁମିତ ଙ୍କୁ ତପସ୍ଵିନୀ ଙ୍କ ସହିତ ରହିବାକୁ ଦେଉନଥିଲେ । ଜାହା ପାଇଁ କି ଦିର୍ଘ 7 ଦିନ ହେବ ତପସ୍ଵିନୀ ତାଙ୍କର ସ୍ୱାମୀ ଘର ସାମ୍ନା ରେ ଅନସନ ବସିଥିଲେ ।
ତେବେ କୋର୍ଟ ରାୟ ଦେଇଥିଲେ କି ଆସ୍କା ର ଏକ ଜଙ୍ଗଲ ଭିତରେ ଏକ ଘରେ ସ୍ୱାମୀ ସ୍ତ୍ରୀ ରହିବେ ଗୋଟିଏ ଘରେ । ଏବଂ ତପସ୍ଵିନୀ ଙ୍କ ସମସ୍ତ ଖର୍ଚ୍ଚ ସ୍ୱାମୀ ବହନ କରିବେ । ନାନା ସୁରକ୍ଷା କର୍ମି ଙ୍କ ଘେରା ରେ ସୁରକ୍ଷା କର୍ମି ମାନେ ରହିଥିଲେ । ତେବେ ଆଜକୁ 7 ଦିନ ପୂର୍ଣ୍ଣ ହୋଇଥିବା ବେଳେ ସୁରକ୍ଷା କର୍ମି 7 ଦିନର ଟିକିନିକି ରିପୋର୍ଟ କୋର୍ଟ ରେ ଦାଖଲ କରିଛନ୍ତି । ତେବେ ଅନ୍ୟ ପକ୍ଷରେ କିଲ ଅର୍ଥାତ୍ ସୁମିତ୍ ଙ୍କ ଓକିଲ ଅଦାଲତ ରେ ଆଉ 7 ଦିନ ର ସମୟ ମହୁଲତ ମାଗିଥିଲେ । ସେମାନଙ୍କ ଓକିଲ କହିଛନ୍ତି ଆଉ 7 ଦିନ ପରେ ସେ କାଉଣ୍ଟର ଦେବେ ।
ତେବେ ଏହି ପିଟିସନ କୁ ମଧ୍ୟ ମାନ୍ୟବର ଅଦାଲତ ଗ୍ରହଣ କରିଛନ୍ତି । ତେବେ ଏହି 7 ଦିନ ଭିତରେ ହିଁ ଘଟିଯାଇଛି ନାନା ଘଟଣା । ଡାକ୍ତର ସୁମିତ ହୋଇଯାଇଛନ୍ତି ଫେରାର । ତାଙ୍କୁ ଖୋଜି କରି ମଧ୍ୟ ସେ ମିଲୁନହନ୍ତି । ଏହା ପରେ ଯେତେବେଳେ ସୁମିତ ଙ୍କ ଓକିଲ ଆଉ 7 ଦିନ ମହୁଲତ ମାଗିଲେ । କୋର୍ଟ ମିଶି କରି ରହିବାକୁ କହିଥିଲା । ତେବେ ସ୍ତ୍ରୀ ଙ୍କୁ ନଜଣେଇ ଫେରାର ହୋଇଗଲା ଡାକ୍ତର ସୁମିତ ନାନା ପ୍ରକାରର କଥା ଉଠିଲା ଗଣ ମାଧ୍ୟମରେ କି ସୁମିତ ଫେରାର ହୋଇଜାଇଛନ୍ତି ।
ଏହି ପରି ସ୍ଥଳେ ନିଜେ ସୁମିତ ନିଜର ମନ୍ତବ୍ୟ ରଖିଛନ୍ତି । କି ସେ ଫେରାର ହୋଇନାହାଁନ୍ତି କି ତାଙ୍କୁ କିଡନାପ ମଧ୍ୟ କରାଜାଇନାହଁ । ତାଙ୍କର ଶରୀର ଅସୁସ୍ଥ ରହିଛି । କୈଁଣସି ଏକ ସ୍ଥାନରେ ସେ ଶରୀର ର ପ୍ରିଡା ନିବାରଣ କରୁଛନ୍ତି ।
ତପସ୍ଵିନୀ ନିଜ ନାମ ଅର୍ଜନ ପାଇଁ ନିଜ ସ୍ବାମୀ ତଥା ଶଶୁର ଘର ଲୋକ ଙ୍କ ଇଜ୍ଜତ୍ ତଳେ ପକାଉଛନ୍ତି ନାନା ମିଥ୍ୟା କଥା କହି । ତେବେ ସୁମିତ କୌଣସି ଚାବି ଦିଆ କଣ୍ଢେଇ ନୁହେଁ ଯେ କୌଣସି ସ୍ଥାନ କୁ ଯିବାକୁ ହେଲେ ତପସ୍ଵିନୀ ଙ୍କ ଆଜ୍ଞା ନେବାକୁ ହେବ ବୋଲି ସେ କହିଛନ୍ତି । ଜାହାର ଏକ ରେକର୍ଡି ଭାଇରଲ ଏବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।