ଯେତେ ରୋଜଗାର କାଲେବି ଏହି ୫ ଜଣ ବ୍ୟକ୍ତି କେବେବି ଧନୀ ହୋଇପରିବେ ନାହିଁ |

rich

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେତେ ରୋଜଗାର କରିଲେ ମଧ୍ୟ ଏହି ପରି ଲୋକ ମାନେ କେବେ ବି ଧନୀ ହୋଇ ପାରିବେ ନାହିଁ । ଶାସ୍ତ୍ର ଅନୁସାରେ ଯେଉଁ ମାନେ ନୀତି ନିୟମ କୁ ପାଳନ କରି ସବୁ କାମ କରନ୍ତି ସେମାନେ ସଫଳ ହୁଅନ୍ତି ଏବଂ ଶାସ୍ତ୍ର ରେ ଏହି ବିଷୟ ରେ ଅନେକ ନୀତି ନିୟମ କୁହା ଜାଇ ଥିବା ବେଳେ ଏମିତି ବେଳେ ଜଣେ ବ୍ୟକ୍ତି ଯଦି ଏହି ନିୟମ କୁ ପାଳନ କରେ ଏବଂ ନିଜର କର୍ମ ରେ ଲଗେଇ ଥାଏ ତେବେ ସେମାନଙ୍କୁ ଜିବନ ରେ ସଫଳତା ମିଳେ । ହେଲେ ଲୋକ ମାନେ ନିଜର ଅଜାଣନ୍ତ ରେ ଏମିତି କିଛି ଭୁଲ କରି ଦିଅନ୍ତୁ ଜାହା ଫଳ ରେ ସେମାନଙ୍କୁ ପସ୍ତେଇବା ପାଇଁ ପଡେ ଏବଂ ସେମାନେ କେବେ ବି ଧନୀ ହୋଇ ପାରନ୍ତି ନାହିଁ ତେବେ ସେହି ବିଷୟରେ ଆସନ୍ତୁ ଜାଣି ନେବା କଣ ସବୁ ନିୟମ ରହିଛି ।

ପ୍ରଥମେ ପ୍ରତ୍ୟେକ ଦିନ ସୂର୍ଯ୍ୟ ଉଦୟ ପରେ ବି ଶୋଇ ରହୁ ଛନ୍ତି ତେବେ ଏହାକୁ ଆଜି ହିଁ ବନ୍ଧ କରନ୍ତୁ ଏବଂ ସୂର୍ଯ୍ୟ ଉଦୟ ପୂର୍ବ ରୁ ହିଁ ଉଠିବା ପାଇଁ ଚେଷ୍ଟା କରନ୍ତିୁ ଆପଣ ମାନଙ୍କ ପାଇଁ ବହୁତ ଭଲ ହେବ ଏହା ଦ୍ୱାରା ଆପଣଙ୍କ ଉପରେ ସାକାରାତ୍ମକ ଉର୍ଜା ପଡିବ ।

morning

ଦୁଇ ରେ ରହିଛି ଅନେକ ଥର ମଇଳା ଏବଂ ଫଟା କପଡା କୁ ପିନ୍ଧିବା ସେହି ପରି ବେଳେ ଯେଉଁ ବ୍ୟକ୍ତି ମାନେ ମଇଳା ଏବଂ ଫଟା କପଡା କୁ ପିନ୍ଧି ଥାନ୍ତି, ଏବଂ ସେମାନେ କେବେ ଏହା ଉପରେ ଧ୍ୟନ ଦିଅନ୍ତି ନାହିଁ ତେବେ ସେମାନଙ୍କ କ୍ଷେତ୍ର ରେ ବି ଏମିତି ହେବାର ବହୁତ ସମ୍ଭାବନା ରହିଥାଏ ।

ସେମିତି ରେ ତିନି ରେ ଯେଉଁ ଲୋକ ମାନେ ସକାଳା ହେଉ ବା ସଂନ୍ଧ୍ୟା ସମୟ ରେ ନିଜର ଘର କୁ ଅନ୍ଧାର ବା ଦୀପ ଠାକୁର ଙ୍କ ପାଖରେ ଜାଳନ୍ତି ନାହିଁ ସେମାନଙ୍କ ଭବିଶ୍ୟତ ବି ବହୁତ ଅନ୍ଧାର ହୋଇ ପଡେ ।

dipa

ସେହି ପରି ବନ୍ଧୁଗଣ ଯେଉଁ ବ୍ୟକ୍ତି ମାନେ ନିଜର ଦାନ୍ତ ସଫା ରଖନ୍ତି ନାହିଁ ସେମାନଙ୍କୁ ନିଶ୍ଚିତ ଭାବେ ଦରିଦ୍ରତା ର ସାମ୍ନା କରିବା ପାଇଁ ପଡେ ଏମିତି ଲୋକ ମାନଙ୍କୁ ମାତା ଲକ୍ଷ୍ମୀ କେବେ ବି ପସନ୍ଦ କରନ୍ତି ନାହିଁ ।

ସେହି ପରି ବନ୍ଧୁଗଣ ଏହା ପରେ ରହିଛନ୍ତି ଯେଉଁ ଲୋକ ମାନେ ଭୋକ ଠାରୁ ଅଧିକ ସମୟ ଭୋଜନ କରୁ ଥିବା ବ୍ୟକ୍ତି ମାନେ କେବେ ବି ଧନୀ ହୋଇ ପାରନ୍ତି ନାହିଁ ଏମାନେ ସବୁ ବେଳେ ଦାରିଦ୍ରତା ପାଖରେ ରହିଥାନ୍ତି , ଏହି ପରି ଲୋକ ମାନଙ୍କୁ ମାଆ ଲକ୍ଷ୍ମୀ ପସନ୍ଦ କରନ୍ତି ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *