ନିଜ ସ୍ୱାମୀକୁ ନିଜ ଇସାରାରେ ନଚେଇଥାନ୍ତି ଏହି 4 ରାଶିର ଝିଅ!

Husband

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସ୍ୱାମୀ ଙ୍କୁ ସବୁ ବେଳେ ଦବାଇ ରଖି ଥାନ୍ତି ଏହି ଚାରୋଟି ରାଶି ର ସ୍ତ୍ରୀ ମାନେ ଯେତେ ବେଳେ ବିବାହ କଥା ହୋଇ ଥାଏ ତେବେ ସେହି ସମୟ ରେ ଝିଅ ମାନେ ଏହି କଥା କୁ ଭାବି ଥାନ୍ତି କି ସେମାନଙ୍କ ସ୍ୱାମୀ କେମିତି ହୋଇ ଥିବେ ତାଙ୍କର ଧ୍ୱାନ ରଖିବେ କି ନାହିଁ ଏମିତି ବିଭିନ୍ନ ପ୍ରଶ୍ନ ସେମାନଙ୍କ ମନ ରେ ଉଙ୍କି ମାରି ଥାଏ । ମହିଳା ମାନଙ୍କ ପାଇଁ ବିବାହ ବନ୍ଧନ ରେ ବାନ୍ଧି ହେବା ବହୁତ କଷ୍ଟ କର ହୋଇ ଥାଏ ।

ନିଜର ବାପା ମାଆ ଙ୍କ ଘର ଛାଡି ଅନ୍ୟ ଜଣଙ୍କ ଘରକୁ ଯିବା ସମୟରେ ସେମାନେ ଭାବି ଥାନ୍ତି କି ସେଠି କେହି ନିଜର ଥାଉ କି ଥାଉ । ତାଙ୍କର ସ୍ୱାମୀ ତାଙ୍କ ସହିତ ସଦା ସର୍ବଦା ରହି ଥାନ୍ତୁ । ସେମିତି ରେ ବହୁତ ମହିଳା ମାନେ ନିରିହ ହୋଇ ଥିବା ବେଳେ ସେମାନେ ନିଜର ସ୍ୱାମୀ ଙ୍କ କଥା ହଁ ମିଶେଇ ରହି ଥାନ୍ତି । ହେଲେ ଏମିତି କିଛି ମହିଳା ମାନେେ ରହି ଥାନ୍ତି ଯେଉଁ ମାନେ ନିଜର ସ୍ୱାମୀ ଙ୍କୁ ନିଜର ହାତ ମୁଠୀ ରେ ରଖି ଥାନ୍ତି । ତେବେ ଆମେ ଆଜି ଆପଣ ମାନଙ୍କୁ ସେମିତି କିଛି ରାଶି ର ମହିଳା ମାନଙ୍କ ବିଷୟରେ କହିବୁ ।

love

ତେବେ ଆସନ୍ତୁ ଜାଣି ନେବା ପ୍ରଥମେ ମେଷ ରାଶି ଝିଅ ମାନଙ୍କ ବିଷୟ ରେ କୁହା ଜାଇଛି ଏହି ପରି ଝିଅ ମାନେ ପାଠ ରେ ଟିକିଏ କୋମଜୋର ରହି ଥାନ୍ତି ହେଲେ ସେମାନେ ଘର କାମ ରେ ବହୁତ ଭଲ ରହି ଥାନ୍ତି । ଏମାନେ ନିଜ ପତି ଙ୍କୁ ବହୁତ ପ୍ରେମ କରି ଥାନ୍ତି ଏବଂ ପତି ବି ତାଙ୍କୁ ବହୁତ ପରିମାଣ ରେ ପ୍ରେମ କରନ୍ତି ଏବଂ ପତି ଙ୍କୁ ହାତ ମୁଠା ରେ ରଖି ଥାନ୍ତି ।

ସେହି ପରି ଦୁଇ ନମ୍ବର ରେ କନ୍ୟା ରାଶି ର ଝିଅ ମାନଙ୍କ ବିଷୟ ରେ । ଏହି ନାମର ଝିଅ ମାନେ ବହୁତ ସୁବିଧା ରେ ଏମାନେ ପରିବାର ଏବଂ ନିଜର ପତି ଙ୍କ ପ୍ରେମ ପାଇ ଥାନ୍ତି ଏମାନଙ୍କ ଗୋଟିଏ ଅଲଗା ମାନଶୀକତା ରହି ଥାଏ କି ଯେଉଁ ଠାରେ ଏମାନେ ନିଜର ପତି ଙ୍କ ସହିତ ଏମାନେ ନିଜର ପରିବାର କୁ ବି ଭଲ ପାଇ ଥାନ୍ତି । ଏମାନେ କେବେ ବି ନିଜର ପତି ଙ୍କ ଭରସା ଭାଙ୍ଗନ୍ତି ନାହିଁ ଏବଂ ଏମାନେ ନିଜ ପତି ଙ୍କୁ ହାତ ମୁଠା ରେ ରଖିଥାନ୍ତି ।

loves

ସେହି ପରି ମିଥୁନ ରାଶି ର ଝିଅ ମାନଙ୍କ ବିଷୟ ରେ କହିବା ତେବେ ଏମାନେ ସବୁ ସମୟ ରେ ବହୁତ ଖୁସୀ ରେ ରହିବା ସହିତ ଏମାନେ କେବେ ବି ନିଜର ପାର୍ଟନର ଙ୍କ ପ୍ରେମ ଏବଂ ଭରସା କେବେ ବି ଭାଙ୍ଗନ୍ତି ନାହିଁ । ଏବଂ ଏମାନେ ପ୍ରେମରେ ବି ବହୁତ ଆଗରେ ରହିଥାନ୍ତି ଏଥି ପାଇଁ ଏମାନେ ନିଜର ପତି ଙ୍କୁ ହରେଇବା ପାଇଁ ଚାହାଁନ୍ତି ନାହିଁ । ସେଥି ପାଇଁ ସେମାନେ ସବୁ ସମୟ ରେ ନିଜର ପତି ଙ୍କୁ ବହୁତ ପରିମାଣ ରେ ଭଲ ପାଇ ଥାନ୍ତି ଏମାନେ ବି ନିଜର ପତି ଙ୍କୁ ହାତ ମୁଠା ରେ ରଖିଥାନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *