ଆଶ୍ଚର୍ଯ୍ୟ ଖବର – ମିହିରଙ୍କ ପତ୍ନୀ ଅଧା ବାଟରେ ହାତ ଛାଡିଦେଲା ପରେ କିପରି ବାପ ମା ର କର୍ତ୍ତବ୍ୟ କରିଥିଲେ !

Mihir Das

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ତେବେ ମିହିର୍ ଦାସ୍ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଜଣେ ଏମିତି କଳାକାର ଅଟନ୍ତି । ସେ ସବୁ ବେଳେ ଫିଲ୍ମ ଦୁନିଆଁ ରେ ନାୟକ ଏବଂ ଖଳନାୟକ ରୂପେ ଦେଖିବା ପାଇଁ ମିଳନ୍ତି । ଯେମିତି କି ହିନ୍ଧି ଫିଲ୍ମ ରେ ଲେଜେଣ୍ଡରୀ ଅମିତାବ୍ ବଚ୍ଚନ୍ ଅଟନ୍ତି ସେହି ପରି ଭାବେ ଏଠାରେ ମିହିର୍ ଦାସ୍ । ତେବେ ଆମେ ଆଜି ଆପଣ ମାନଙ୍କୁ ଏଠାରେ ତାଙ୍କର ପରିବାର ଏବଂ ତାଙ୍କର ସଂମ୍ପର୍ଣ୍ଣ ସଂମ୍ପର୍ତି ବିଷୟ ରେ ଏଠାରେ ଆପଣ ମାନଙ୍କୁ ଜଣେଇବା ପାଇଁ ଚାହିଁବୁ ।

ତେବେ ସୂଚନା ଦେବୁ କି ମହିର୍ ଦାସ୍ ଙ୍କ ଜନ୍ମ ଓଡ଼ିଶା ର ମୟୁର ଭଞ ଜିଲ୍ଲା ରେ ହୋଇ ଥିଲା ଏବଂ ସେ ଏବେ କଟକ ରେ ରୁହନ୍ତି । ତାଙ୍କ ସ୍ତ୍ରୀ ଙ୍କ ନାମ ହେଲା ସଂଙ୍ଗୀତା ଦାସ୍ । ଏବଂ ତାଙ୍କର ଗୋଟିଏ ପୁଅ ରହିଛି ଜାହାଙ୍କ ନାମ ଅମ୍ଲାନ୍ ଦାସ୍ ଅଟେ । ତାଙ୍କ ସ୍ତ୍ରୀ ଜଣେ ସିଙ୍ଗର ଅଟନ୍ତି । ମିହିର୍ ଦାସ୍ 1980 ରେ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ପାଦ ଦେଇ ଥିଲେ । ଏବଂ 2022 ରେ ତାଙ୍କୁ 55 ବର୍ଷ ପୂରଣ ହୋଇ ଗଲା ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ଏବଂ ଆପଣ ମାନେ ଦେଖି ପାରୁ ଥିବେ ଆଜିର ଫିଲ୍ମ ରେ ମଧ୍ୟ ମିହିର୍ ଦାସ୍ ଙ୍କ ପାଖରେ ସେହି ଉର୍ଜା ଏବଂ ଶକ୍ତି ରହିଛି ।

Mihir

ଅଭିମନ୍ୟୁ ଫିଲ୍ମ ରେ ତାଙ୍କର ଖଳନାୟକ ରୋଲ ଟି ଓଡ଼ିଶା ରେ ସମସ୍ତ ଙ୍କୁ ପସନ୍ଦ ଆସି ଥିଲା । ବର୍ତମାନ ବୟସ ତାଙ୍କର 55 ବର୍ଷ ମିହିର ଦାସ୍ ଆଜି ଯାଏ 150 ରୁ ଉର୍ଦ୍ଧ ଫିଲ୍ମ କରିଛନ୍ତି । ତାଙ୍କର ଉଚ୍ଛତା ହେଲା 5 ଫୁଟ 5 ଇଞ୍ଚ ଏବଂ ତାଙ୍କର ଓଜନ ହେଲା 71 କିଲୋ ମିହିର ଦାସ୍ ଙ୍କ ଆଖିର ରଙ୍ଗ ଏବଂ ଚୁଟିର ରଙ୍ଗ କଳା ଅଟେ । ତାଙ୍କର ପଢା ବିଷୟ ରେ କହିଲେ ସେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ରୁ ଗ୍ରାଜୁଏସନ କରିଛନ୍ତି । ସେ ତାଙ୍କର ସ୍କୁଲ କୁ କଟକ ରୁ ହିଁ ପୂର୍ଣ୍ଣ କରିଛନ୍ତି ।

ଆଜିର ଦିନ ରେ ତାଙ୍କୁ ଆପଣ ମାନେ ବାପା ଏବଂ ନେଗେଟିଭ୍ କେରେକ୍ଟର ରେ ଦେଖିବା ପାଇଁ ପାଆନ୍ତି । ଏବଂ ଏବେ ସେ ଗୋଟିଏ ଫିଲ୍ମ ପାଇଁ ପ୍ରାୟ 5 ଲକ୍ଷ ଟଙ୍କା ମଧ୍ୟ ନେଇ ଥାନ୍ତି । ସେହି ପରି ବନ୍ଧୁଗଣ ଆମେ ମାନେ ତାଙ୍କର ଟୁଟାଲ ସଂମ୍ପତୀ ଉପରେ ନଜର ପକେଇବା ତେବେ ତାଙ୍କ ପାଖରେ 20 କୋଟି ଅଧିକ ଟଙ୍କା ର ସଂମ୍ପତୀ ରହିଛି ।

Mihir Das a.

ଏବଂ ଆପଣ ମାନେ ତ ଜାଣି ଥିବେ ମିହୀର ଦାସ୍ ଏମିତି ଜଣେ ହିରୋ ଅଟନ୍ତି ଯିଏ ସବୁ ପ୍ରକାରର ରୋଲ ରେ ଫିଟ୍ ବସନ୍ତି । ତେବେ ଆପଣ ଙ୍କୁ ତାଙ୍କର ଅଭିନୟ କେମିତି ଲାଗେ ଆପଣ ମାନେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *