ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଏହି କଥା ଜାଣିଥିବେ କି ଦୁନିଆଁ ର ପ୍ରତ୍ୟୋକ ମହିଳା ଙ୍କୁ ମାସରେ 3 ରୁ 4 ଦିନ ମାସିକ ଋତୁ ଶ୍ରାବ ହୋଇଥାଏ ଏହି ସମୟ ରେ ମହିଳା ମାନଙ୍କ ପିଠି ପେଟ ଏବଂ ଶରୀର ସଂମ୍ପର୍ଣ୍ଣ ଯନ୍ତ୍ରଣା ହୋଇଥାଏ । ଏହି ସମୟ ରେ ଏମାନଙ୍କୁ ଅନେକ ଛୋଟ ଛୋଟ ସମସ୍ୟା ର ସାମ୍ନା କରିବା ପାଇଁ ପଡେ । ହେଲେ ଏହାକୁ ନେଇ ମହିଳା ମାନେ ପ୍ରଥମେ ପ୍ରଥମେ ବହୁତ ବିରକ୍ତି ହୋଇଥାନ୍ତି। ଯେମିକି ଦାଗ ହେବାର ଭୟ ଏବଂ ଯନ୍ତ୍ରଣା ର ଭୟ ରହିଥାଏ । ଏବଂ ସେହିଥି ପାଇଁ ମହିଳା ମାନେ କେବେ ବି ସେମାନଙ୍କ ପ୍ରଥମ ଦାଗ କୁ ଭୁଲି ପାରନ୍ତି ନାହିଁ ।
ତେବେ ଆପଣ ମାନେ କେବେ ବି ଏହି କଥାକୁ ଜାଣିବା ପାଇଁ ପାଇଛନ୍ତି କି ଯେତେ ବେଳେ କୈଣସି ମହିଳା ର ପ୍ରଥମ ମାସର ଋତୁଶ୍ରାବ ହୁଏ ତେବେ ସେହି ସମୟ ରେ ସେମାନଙ୍କ ଶରୀର ଉପରେ ବିଶେଷ ଭାବେ ପ୍ରଭାବ ପଡେ । ଆମେ ଆଜି ଆପଣ ମାନଙ୍କୁ ସେହି ପ୍ରଭାବ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜଣେଇବୁ । ତେବେ ବନ୍ଧୁଗଣ ଶାରୀରିକ ଦୂର୍ବଳତା ପାଇଁ ବହୁତ ଜଲ୍ଦି ପ୍ରତ୍ୟୋକ ଝିଅ ମାନଙ୍କ ଋତୁଶ୍ରାବ ଆରମ୍ଭ ହୁଏ ।
ସେମିତିରେ କେବେ ଯଦି କୈଣସି ଝିଅର କମ୍ ବୟସ ରୁ ଏହି ଋତୁଶ୍ରାବ ଆରମ୍ଭ ହୁଏ ତେବେ ସେମାନଙ୍କୁ ପରେ ମଧୁମେୟ ହେବାର ସମ୍ଭାବନା ଥାଏ । ଏକ ଅନୁସନ୍ଧାନ ରୁ ଜଣା ପଡିଛି କି 10 ବୟସ ରୁ ଯେଉଁ ଝିଅ ମାନଙ୍କର ପିରିୟଡ ଆରମ୍ଭ ହୋଇଛି ।
ସେମାନଙ୍କ ଗର୍ଭବସ୍ତା ରେ ସମସ୍ୟା ଦେଖିବା ପାଇଁ ମିଳେ । ସେହି ପରି ଯଦି ପ୍ରଥମ ଅବଦ୍ଧି 12 ବର୍ଷରେ ଆସେ ତେବେ ପରେ ସେମାନଙ୍କୁ ମୋଟାପଣ ଆଦି ସମସ୍ୟା ଭୋଗ କରିବାକୁ ପଡେ ।
ସେହି ପରି ଯେଉଁ ମାନଙ୍କୁ 17 କିମ୍ବା 18 ବର୍ଷ ବୟସ ରେ ଋତୁସ୍ରାବ ଆସେ ତେବେ ସେମାନଙ୍କୁ ହୃଦଘାତ କିମ୍ବା ଉଚ୍ଛ ବିପି ହେବାର ସମ୍ଭାବନା ରହିଥାଏ । ତେବେ ଋତୁସ୍ରାବ ହେବାର ସଠିକ୍ ସମୟ ହେଲା 14 ରୁ 15 ବର୍ଷ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।