ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟ କୁ ପୁଣି ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ ଜାହାର ପ୍ରଭାବ ରେ ପୁଣି ବର୍ଷା ଦେଖିବାକୁ ମିଳିବ । ଏହା ସହିତ ଦିନ କୁ ଦିନ ଖସୁଛି ପାରଦ ଥରୁଛି ଓଡିଶା ତେବେ ଦିନକୁ ଦିନ ପାରଦ ଖସୁ ଥିବା ବେଳେ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ହାଡଭଙ୍ଗା ଶୀତ ରେ ଥରୁଛି ଓଡିଶା ।
ଉତ୍ତର ପଶ୍ଚିମ ଏବଂ ଉତ୍ତର ଦିଗରୁ ପ୍ରଭାବିତ ହେବାକୁ ଥିବା ଥଣ୍ଡା ସୁସ୍କ ବାୟୁ ପ୍ରଭାବରେ ଆସନ୍ତା 2 ରୁ 3 ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା 2 ରୁ 3 ଡୀଗ୍ରି ଯାଏ ହ୍ରାସ ପାଇବାର ସମ୍ଭାବନା ରହିଛି । ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଟ ଉପରେ ନଜ ପକେଇବା । ତେବେ ଆସନ୍ତା ଏକ ସପ୍ତାହ ଯାଏ ରାଜ୍ୟରେ ଆହୁରୀ ଶୀତ ହେବବୋଲି କୁହାଜାଇଛି । କନ୍ଧମାଳ ସମେତ ଦକ୍ଷିଣ ଆଭ୍ୟନ୍ତର ଓଡିଶାର ସ୍ୱଳ୍ପ ରୁ ମଧ୍ୟମ ଧରଣ ର କୁହୁଡି ପଡୁଥିବାର ଦେଖିବା ପାଇଁ ମିଳିଛି ।
ଏହା ମଧ୍ୟରେ ଓଡିଶା ର କାଶ୍ମିର କୁହାଜାଉଥିବା ଦାରିଙ୍ଗବାଡିରେ ଶୀତର ମଜା ନେବାକୁ ପର୍ଯ୍ୟଟକ ମାନଙ୍କ ଭୀଡ ଜମିବାରେ ଲାଗିଛି । ତେବେ ପ୍ରକୃତି ରାଣୀ ର ସୁନ୍ଦର ଦୃଶ୍ୟ କୁ ଉପଭୋଗ କରିବା ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାର ପର୍ଯ୍ୟଟକ ମାନେ । ଆଉ ଏହା ସହିତ ସମଗ୍ର ଓଡିଶା ରେ ଶୀତ ର ଲହରୀ ଖେଳିଜାଇଛି । ବିଗତ 24 ଘଣ୍ଟା ମଧ୍ୟରେ ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା 15 ଡୀଗ୍ରି ସେଲିସିୟସ ରୁ ତଳକୁ ଥିବାର ସୂଚନା ରହିଛି ।
ତେବେ ଆଜି ଓଡିଶା ରେ ପ୍ରାୟ 22 ଟି ସ୍ଥାନର 15 ଡୀଗ୍ରି ସେଲିସିୟସ ରୁ ତଳକୁ ଥିବାର ସୂଚନା ରହିଛି । ଦାରିଙ୍ଗବାଡି ରେ ସର୍ବନିମ୍ନ ତାପମାତ୍ରା 7 ଡୀଗ୍ରି ରହିଥିଲା । ତେଣୁ ଏହାକୁ ଓଡିଶାର ସବୁଠୁ ଥଣ୍ଡା ସ୍ଥାନ ବୋଲି ବିବେଚନା କରାଜାଇଛି । ଆଉ ଅନ୍ୟ ପଟେ ବାତ୍ୟା ଜୱାଦ ପାଇଁ ଭଦ୍ରକ ଜିଲ୍ଲା ରେ ପ୍ରାୟ 65 ହେକ୍ଟର ଜମିରେ ଧାନ ଚାସ ନଷ୍ଟ ହୋଇଥିବାର ସୂଚନା ରହିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।