ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହ ପରେ ପ୍ରତେକ ଝିଅ ମାନଙ୍କୁ ଶାଶୁଘର ନିତି ନୟମ ଅନୁସାରେ ସଚିବା କୁ ପଡିଥାଏ ଶାଶୁଘରେ ଥିବା ସବୁ ରିତି ନିତି ଅନୁସାରେ ପ୍ରତେକ ଝିଅଙ୍କୁ ଚଳିବାକୁ ପଡିଥାଏ । ଶାଶୁଘରେ ଥିବା ଲୋକଙ୍କ ଚିନ୍ତା ଧାରା ରହିବା ଶୈଳୀ ସହ ପ୍ରତେକ ଝିଅଙ୍କୁ ଢଳିବା କୁ ପଡିଥାଏ କିନ୍ତୁ ଝିଅ ମାନଙ୍କ ଠାରେ ଏମିତି କିଛି ଚେଲେଞ୍ଚ୍ ରହିଛି ସେମାନେ ଶାଶୁଘରେ ରାଜ କରିଥାନ୍ତି ଏହି ନାମର ଝିଅ ମାନେ । ଏମିତି କିଛି ଝିଅ ମାନେ ଶାଶୁଘର କୁ ଯିବା ପରେ ସେଠାକାର ରହିବା ଶୈଳୀ ବଦଳାଇ ଦେଇଥାନ୍ତି, ତେବେ ବନ୍ଧୁଗଣ ଆଜି ମୁଁ ଆପଣଙ୍କୁ ଏମିତି 4ଟି ନାମର ଝିଅ ମାନଙ୍କ ବଷୟ ରେ କହିବା କୁ ଯାଉଛି ଯେଉଁ ମାନେ ଶାଶୁଘରେ ରାଜ କରିବା କୁ ସକ୍ଷମ ହୁଅନ୍ତି ।
ପ୍ରଥମେ ହେଉଛି A ନାମର ଝିଅ ମାନେ ଏହି ନାମର ଝିଅ ମାନେ ବହୁତ ଚାଲାକ ହୋଇଥାନ୍ତି । ଏମାନେ ନିଜର କଥା ମାଧ୍ୟମରେ ଅନ୍ୟର ହୃଦୟ ଜିଣିଥାନ୍ତି ଯାହା ପାଇଁ ଏମାନେ ସମସ୍ତଙ୍କ ପ୍ରିୟ ହୋଇଥାନ୍ତି, ଅନ୍ୟଠାରୁ କେମିତି କଥା ଆଦାୟ କରିବାକୁ ହେବ ଜାଣିଥାନ୍ତି । ଏମାନେ ଶାଶୁଘରେ ସମସ୍ତଙ୍କ ହୃଦୟ ଜିଣିଥାନ୍ତି ଏବଂ ଶାଶୁଘରେ ସମସ୍ତେ ଏମାନଙ୍କୁ ପ୍ରସଂଶା କରିଥାନ୍ତି ଯାହା ପାଇଁ ଏମାନଙ୍କ ଶାଶୁଘରେ ରାଜ ଚାଲିଥାଏ ।
ଦିତୀୟ ରେ ହେଲା H ନାମର ଝିଅ ମାନେ । ଏହି ନାମର ଝିଅ ମାନେ ବହୁତ ବୁଧିମାନ ହୋଇଥାନ୍ତି ଏମାନଙ୍କ କଳାକୁ ଶାଶୁଘରେ ଲୋକମାନେ କେବେ ନଜର ଅନ୍ଦାଜ୍ କରନ୍ତି ନାହିଁ ସମସ୍ତେ ମନରେ ଏହି ନାମର ଝିଅ କୁ ଭଲ ପାଇବା ଭରି ଆସିଥାଏ । ଏହି ନାମର ଝିଅ ମାନେ ବିବାହ ପରେ ଶାଶୁଘରେ ନାଁ ରଖିଥାନ୍ତି ଯାହା ପାଇଁ ପରିବାର ଲୋକ ଏମାନଙ୍କ ଉପରେ ଗର୍ବ କରିଥାନ୍ତି ଏହି କାରଣ ରୁ ଏହି ଝିଅ ମାନେ ଶାଶୁଘରେ ରଜ କରିଥାନ୍ତି ।
ତୃତୀୟ ରେ ହେଉଛି M ନାମର ଝିଅ ମାନେ । ଏହି ନାମର ଝିଅ ମାନେ ଅନ୍ୟର ବିଚାର ବଦଳାଇବା ଭଲ ଭାବରେ ଜାଣିଥାନ୍ତି ଏବଂ ଅନ୍ୟର ଚିନ୍ତା ଧାରା କୁ କେମିତି ପରିବର୍ତନ କରାଯାଇ ପାରିବ ତାହା ଏମାନଙ୍କୁ ଭଲ ଭାବେ ଜଣା ଥାଏ । ଏମାନେ ଶାଶୁଘରେ ତାଙ୍କ ଶୈଳୀ ରେ ନ ଢାଙ୍କି ନିଜ ଶୈଳୀ ଅନୁଯାଇ ଶାଶୁଘରେ ଲୋକ ମାନଙ୍କୁ ଢାଳିଥାନ୍ତି, ଏମାନେ ନିଜ ପରିବର୍ତନ ପସନ୍ଦ ରୁ ଥିବା ଶାଶୁଘର ଲୋକ ଅନେକ ପରିବର୍ତନ ଆସିଥାଏ ଏହି କାରଣ ରୁ ଏମାନେ ଶାଶୁଘରେ ରାଜ କରିଥାନ୍ତି ।
ଶେଷ ରେ ହେଲା S ନାମର ଝିଅ ମାନେ । ଏହି ନାମର ଝିଅ ବହୁତ ରାଗୀ ହୋଇଥାନ୍ତି ଏମାନେ ନିଜର କଥା କହିବା ଶୈଳୀ ର ସମସ୍ତଙ୍କୁ ବସ୍ କରିଥାନ୍ତି, ଏମାନଙ୍କ ଉପରେ ତାଙ୍କ ପରିବାର କେବେବି ରାଗନ୍ତି ନାହିଁ ଏମାନେ ନିଜ ଶାଶୁଘରେ ସମସ୍ତ ଙ୍କ ଉପରେ ରାଜ କରିଥାନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।