କିଭଳି ବୃଦ୍ଧି ହେବ ଶରୀରର ଓଜନ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁ ଗଣ ଆମେ ଆଜି କହିବୁ କେମିତି ଭାବେ ଆପଣ ମାନେ ଶରୀର ର ଓଜନ କୁ ସଠିଖ୍ ଭାବେ ବଢି ପାରିବେ । ସେମିତି ରେ ଶରୀର ର ଓଜନ ବଢେଇବା ପାଇଁ ହେଲେ ସାରା ଦିନ କିଛି ନା କିଛି ଖାଦ୍ୟ ଖାଇବା ଜରୁରୀ ଅଟେ ଏବଂ ମିଠା ଖାଇବା ଜରୁରୀ ଅଟେ ବୋଲି କୁହା ଯାଏ । ହେଲେ ଏହା ବିଲକୁଲ୍ ଭୁଲ ଧାରଣା ଅଟେ । ଯଦି ଆପଣ ମାନେ ଏମିତି କିଛି କରୁଛନ୍ତି ତେବେ ମେଦ ବହୁଳତା ର ଶୀକାର ହୋଇ ପାରନ୍ତି । ଏବଂ ଏହା ଫଳ ରେ ବିଭିନ୍ନ ରୋଗ ର ଶୀକାର ବି ହୋଇ ପାରନ୍ତି ।

ହେଲେ ଆମେ ଆଜି ଆପଣ ମାନଙ୍କୁ ସଠିକ୍ ଡାଇଟ୍ ପ୍ଲାନ୍ ବିଷୟରେ କହିବୁ ଏହି ସବୁ କରିଲେ ଶରୀର ର ଓଜନ ସଠିକ୍ ଭାବେ ବଢିବ । ଭୋର ରୁ ଆରମ୍ଭ କରିବେ ଗୋଟିଏ ଗ୍ଲାସ୍ ଉସମ ପାଣି ରୁ । ଏହାକୁ ଆପଣ ମାନେ ଗୋଟିଏ ଜାଗାରେ ବସିି କରି ପିଅନ୍ତୁ । ଏମିତି କରିଲେ ଆମ ଶୀର ରେ ରହି ଥିବା ବିଶାକ୍ତ କିଣିକା ସଂମ୍ପର୍ଣ୍ଣ ଭାବେ ବାହାରି ଜାଇ ଥାଏ । ଏବଂ ରକ୍ତ ସଂଞ୍ଚାଳନ ବି ଭଲ ଭାବେ ହୋଇ ଥାଏ ।

water

ଏବଂ ପାଣି ପିଇବାର ଏକ ଘଣ୍ଟା ପରେ ଭିଜା ଜାଇ ଥିବା ଆଲମନ ଖାଆନ୍ତୁ । ପରେ ଏକ ଘଣ୍ଟା ବ୍ୟାମ୍ କରନ୍ତୁ । ଏବଂ ପରେ ଆପଣ ମାନେ ଏକ ହେଲ୍ଦି ବ୍ରେକ୍ ଫାଷ୍ଟ କରନ୍ତୁ । ହଁ ଏହା ପୂର୍ବ ରୁ ଆପଣ ମାନେ ବାନାନା ସେକ୍ ପ୍ରସ୍ତୁତ କରି ପିଇ ପାରିବେ । ଏବଂ ମନେ ରଖିବେ ଏହି ଥିରେ କଦାପି ମିଠା ର ବ୍ୟବହାର କରିବେ ନାହିଁ । ଏବଂ ପରେ ପରେ ଆପଣ ମାନେ ଦିନ 10 ଟା ମଧ୍ୟ ରେ ହିଁ ବ୍ରେକ୍ ପାଷ୍ଟ କରିବା ପାଇଁ ଚେଷ୍ଟା କରନ୍ତୁ ।

କାରଣ ଏହା ଆମ ଶରୀର କୁ ଶକ୍ତି ଯୋଗେଇ ଥାଏ । ସେହି ପରି ଭାବେ ଲଞ୍ଚ ଟାଇମ୍ ରେ ଆପଣ ମାନେ ଭାତ ରୁଟି ଏବଂ ବିଭିନ୍ନ ପ୍ରକାର ସବୁଜ ପନି ପରିବାର ବ୍ୟବହାର କରି ପାରିବେ । ଏହା ସାାଙ୍ଗ କୁ ଆପଣ ମାନେ ଗ୍ରାନ୍ ଟି ର ସେବନ କରୁ ଥିଲେ ଆହୁରୀ ବି ଭଲ ହୋଇ ଥାଏ । ଏହା ପରେ ରାତ୍ରୀ ଭୋଜନ ସମୟ ଡାକ୍ତର ଙ୍କ କହିବା ଅନୁସାରେ ଅଫିସ୍ ରୁ ଆସିବାର ପରେ ଆପଣ ମାନେ ଘରେ ରୁହନ୍ତୁ ବା ବାହାରେ ରୁହନ୍ତୁ ସବୁ ସମୟ ରେ ହାଲ୍କା ଭୋଜନ କରିବା ଉଚିତ୍ ।

Rice

ସେମିତି ରେ ଏହି ପରି ଡାଇଟ୍ ପ୍ଲାନ୍ ଆପଣ ମାନେ କରି ପାରିଲେ ଆପଣ ମାନଙ୍କ ଶରୀର ର ଓଜନ ବୃଦ୍ଧି କରେଇବାରେ ବହୁତ ପରିମାଣ ରେ ଆପଣ ମାନେ ସକ୍ଷ୍ୟମ ହେବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *