😭ଭୋ ଭୋ ହୋଇ କାନ୍ଦିଲେ ସିଦ୍ଧାନ୍ତ – ମିହରଙ୍କ ବିଷୟରେ କହିଦେଲେ ବଡ କଥା

Mihir Das

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମର ଓଲିଉଡ ର ଏବଂ ଆପଣ ମାନଙ୍କର ପ୍ରିୟ ଅଭିନେତା ଆଟ୍ରାଲେଜେଣ୍ଡ ମିହିର ଦାସ ବର୍ତମାନ ସମୟ ରେ ଗୁରୁତ୍ୱର ଅବସ୍ଥାରେ କିଡ୍ନୀ ଜନିତ ସମସ୍ୟା ଭୋଗ କରୁଛନ୍ତି । ଏବଂ ତାଙ୍କୁ କଟକ ସ୍ଥତ ଏକ ଘୋରଇ ହସ୍ପିଟାଲ ରେ ଭର୍ତ୍ତି କରାଜାଇଛି । ତାଙ୍କୁ ଏବେ ICU ବେଡ୍ ରଖି ଚିକିତ୍ସିତ କରାଜାଉଛି । ଯଦିଓ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥର ରହିଛି ହେଲେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ କୈଣସି ସୁଧାର ଆସିନାହିଁ ।

ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବର୍ତମାନ ସମୟ ରେ ଗୁରୁତ୍ୱ ର ହୋଇଛି । ତେବେ ଏହାକୁ ନେଇ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନେତା ଏବଂ ଅଭିନେତ୍ରୀ ମାନେ ବେଶ ଦୁଖଃ ପ୍ରକାଶ କରିଛନ୍ତି । ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏହାକୁ ନେଇ ଦୁଖଃ ପ୍ରକାଶ କରିଛନ୍ତି ଯେ ଯଥା ଶୀଘ୍ର ସେ ଭଲ ହୋଇଯିବେ । ଯଦଓ ତାଙ୍କର କିଡ୍ନୀ ଜନିତ ସମସ୍ୟା ରହିଛି ପୂର୍ବରୁ । ତେବେ ସୂଚନା ମୁତାବକ ସପ୍ତାହ କୁ ତିନି ଥର ଡାଇଲିସସ କରାଜାଉଛି ।

Mihir Das

ମୀହିର ଦାସ ବର୍ତମାନ ସମୟ ରେ ଗୁୁରୁତ୍ୱ ରେ ହୋଇପଡିଛନ୍ତି ସତ ହେଲେ ଏହି ଘଟଣା କୁ ଗୁଜବ କରନ୍ତୁ ନାହିଁ । ଭଗବାନ ଙ୍କ ନିକଟ ରେ ଆମର ଏତିକି ପାର୍ଥନା ଯେ ଯଥା ଶୀଘ୍ର ସେ ଭଲ ହୋଇ ଆମ ଗହଣ କୁ ପୁଣି ଥରେ ଫେରନ୍ତୁ ବୋଲି ।

ତେବେ ଗତ କାଲି ଏହି ଖବର ଗଣମାଧ୍ୟମ ରେ ପ୍ରକାଶ ପାଇବା ପରେ ସବୁଠୀ ଦୁଖଃର ଲହରୀ ଖେଳିଜାଇଛି । ଅଚାନକ ଏମିତି ବଡ ଖବର ସୁଣିବା ପରେ ସମସ୍ତେ ଭାଙ୍ଗି ପଡିଛନ୍ତି । ତେବେ ଆପଣ ମାନେ ମଧ୍ୟ ମୀହିର ଦାସ ଙ୍କ ସ୍ୱସ୍ଥ୍ୟର ଭଲ କାମନା ଆମ କମେଣ୍ଟ ବକ୍ସରେ କରିଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *