ଏହି ତାରିଖରେ ଇ-ଶ୍ରମ କାର୍ଡ ହିତାଧିକାରୀଙ୍କୁ ମିଳିବ ଏତିକି ଟଙ୍କା।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଇ-ଶ୍ରମ କାର୍ଡ କୁ ନେଇ ଆସିଲା ଖୁସୀ ଖବର ଜାନୁଆରୀ ରେ ମିଳିବ ପ୍ରଥମ କିସ୍ତି ଟଙ୍କା ପାଞ୍ଚ ହଜାର କିମ୍ବା 10 ହଜାର ଟଙ୍କା ଏହି ଭଳି ପ୍ରଧାନ ମନ୍ତ୍ରୀ ଘୋଷଣା କରିଛନ୍ତି ତେବେ ଆସନ୍ତୁ କଣ ରହିଛି ଏହାକୁ ନେଇ ସଂମ୍ପର୍ଣ୍ଣ ବିବରଣି ଜାଣିନେବା । ଆସନ୍ତା ଜାନୁଆରୀ ରେ କେଉଁ ମାନଙ୍କୁ ମିଳିବ 5 ହଜାର ଟଙ୍କା ଏବଂ କେଉଁ ମାନଙ୍କୁ ମିଳିବ ନାହିଁ ଜାଣିବା ।

ବନ୍ଧୁଗଣ ଏହି ଦିନରେ ଯଦି ଆପଣ ମାନେ ଇ-ଶ୍ରମ କାର୍ଡ ରେ ପଞୀକରଣ କରିସାରିଛନ୍ତି ଏବଂ ଆପଣ ମାନଙ୍କ ପାଖରେ କାର୍ଡ ରହିଛି ତେବେ ଆପଣ ମାନଙ୍କ ପାଇଁ ଆସିଛି ଏହି ଖୁସୀ ଖବର ଦୀପାବଳୀରେ ଇ-ଶ୍ରମ କାର୍ଡ ର ପ୍ରଥମ କିସ୍ତି ଟଙ୍କା ଡିସେମ୍ବର ଶେଷ ତାରିଖ ଯାଏ ଆପଣ ମାନେ ପଞୀକରଣ କରିପାରିବେ । ଏବଂ ଜାନୁଆରୀ 2022 ଠାରୁ ସବୁ ସୁବିଧା ମିଳି ପାରିବ ବୋଲି ସରକାର ଙ୍କ ପକ୍ଷ୍ୟରୁ ସୂଚନା ପ୍ରଦାନ କରାଜାଇଛି ।

modi

ତେବେ ଇ-ଶ୍ରମ କାର୍ଡକୁ ନେଇ କେନ୍ଦ୍ର ସରକାର ଯେତିକି ଗୁରୁତ୍ବ ଦେଇନାହାନ୍ତି ତା’ଠାରୁ ଅଧିକ ଗୁରୁତ୍ବ ସୋସିଆଲ ମିଡିଆରେ ଆକ୍ଟିଭ୍ ଥିବା ଲୋକମାନେ ଦେଉଛନ୍ତି। ସେମାନଙ୍କ ମିଛ ପ୍ରଚାର ପାଇଁ ଆଜି ଅନେକ ଲୋକେ ସନ୍ଦେହରେ ରହିଛନ୍ତି। ପ୍ରକୃତରେ ଇ-ଶ୍ରମ କାର୍ଡରେ 5000 କିମ୍ବା 10000 ଟଙ୍କା ମିଳିବା ଖବର ସମ୍ପୂର୍ଣ୍ଣ ମିଛ। କେନ୍ଦ୍ର ସରକାର ତରଫରୁ ଏନେଇ କୌଣସି ଘୋଷଣା କରାଯାଇ ନାହିଁ। ତେବେ ଇ-ଶ୍ରମ କାର୍ଡରେ କେବଳ ଦୁଇ ଲକ୍ଷ ଟଙ୍କାର ଜୀବନବୀମା ମିଳିପାରିବ।

ଏଭଳି ପରିସ୍ଥିତିରେ ଭବିଷ୍ୟତରେ ଶ୍ରମିକମାନଙ୍କ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପାରେ । ଦେଶର ଅସଂଗଠିତ ସେକ୍ଟର କର୍ମଚାରୀଙ୍କ ସାମଗ୍ରିକ କଲ୍ୟାଣ ପାଇଁ ଭାରତ ସରକାର ଏକ ଜାତୀୟ ଡାଟାବେସ୍ ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ମୋଦି ସରକାର ଏକ ଇ-ଶ୍ରାମ ପୋର୍ଟାଲ ପ୍ରସ୍ତୁତ କରିଛନ୍ତି । ଯାହା ସେମାନଙ୍କର ଆଧାର କାର୍ଡ ସହିତ ସଂଯୁକ୍ତ ହେବ। ଇ-ଶ୍ରାମ ପୋର୍ଟାଲ ଅନ୍ତର୍ଗତ ପଞ୍ଜୀକରଣ ସମ୍ପୂର୍ଣ୍ଣ ମାଗଣା । ଇ-ଶ୍ରାମ ପୋର୍ଟାଲରେ ପଞ୍ଜୀକରଣ ପାଇଁ କୈଣସି ଆୟକର ମାନଦଣ୍ଡ ନାହିଁ ।

srama card

ତଥାପି ଶ୍ରମିକ ଆୟକରଦାତା ହେବା ଉଚିତ୍ ନୁହେଁ । ଯେକୈଣସି ଅସଂଗଠିତ କ୍ଷେତ୍ର କର୍ମଚାରୀ, ଯାହାର ବୟସ 16 ରୁ 59 ବର୍ଷ ମଧ୍ୟରେ ସେ ଇ-ଶ୍ରାମ ପୋର୍ଟାଲରେ ପଞ୍ଜୀକରଣ ପାଇଁ ଯୋଗ୍ୟ ଅଟନ୍ତି । ପଞ୍ଜୀକରଣ ପାଇଁ ମୋବାଇଲ୍ ନମ୍ବର, ଆଧାର ନମ୍ବର, ଆଧାର ଆକାଉଣ୍ଟ ସହିତ ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟ ଭଳି ଡକ୍ୟୁମେଣ୍ଟ ଆବଶ୍ୟକ ।

ତେବେ ବର୍ତମାନ ସମୟ ରେ ଇଣ୍ଟରନେଟ ରେ ଭାଇରଲ ହେଉଥିବା କିସ୍ତି 5 ହଜାର ଟଙ୍କା ମିଳିବା କଥା ପାଇଁ କୈଣସି ପ୍ରକାରର କେନ୍ଦ୍ର ସରକାର ଙ୍କ ପକ୍ଷ୍ୟରୁ ସୂଚନା ଆସିନାହିଁ । ତେବେ ଏହାକୁ ନେଇ କୈଣସି ପ୍ରକାରର ସୂଚନା ପ୍ରାପ୍ତ ହୋଇନାହିଁ କି କେବେ ସରକାର ଙ୍କ ପକ୍ଷ୍ୟ ରୁ ଏହି ସବୁ କିସ୍ତି ଟଙ୍କା ମିଳିବ ତେବେ ଏହି ଉପରେ କୈଣସି ତଥ୍ୟ ମିଳିଲେ ଆପଣ ମାନଙ୍କୁ ନିଶ୍ଚିତ ଭାବେ ଜଣେଇବୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *