ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ 10 ରୁ 14 ତାରିଖ ଯାଏ ହନ୍ତସନ୍ତ କରିଥିଲେ ଏହି 4 ଦିନ ଛୁଟିରେ ଗଲେ ଆଉ ଏମିତି ହଇରାଣ କରିଥିଲେ । ଅନ୍ୟପଟେ ହସ୍ପିଟାଲ ରେ ଡାକ୍ତର ମାନେ ଏବଂ ଅନ୍ୟମାନେ ହନ୍ତ,ସନ୍ତ ହେଉଛନ୍ତି ସୁମିତ ଙ୍କ ଅନୁପସ୍ଥିତି ରେ ଏପଟେ 14 ତାରିଖ ଅର୍ଥାତ ଯେଉଁ ଦିନ ଜୟେନ କରିଥାନ୍ତେ ସୁମିତ ସେହି ଦିନ ଆଉ ଗୋଟିଏ ମେଲ୍ କରିଦେଲେ ପ୍ରଶ୍ନ ଉଠୁଛି ମେଲ କେଉଁଠୁ କରିଲେ ନିଜର ମୋବାଇଲ ଫୋନ ରୁ ଯେଉଁଟାକି ସୁଇଚ ଅଫ ରହିଛି ନା କୈଣସି କମ୍ପ୍ୟୁଟର ରୁ ତାହା ପର କଥା ହେଲେ ପ୍ରକୃତ କଥା ହେଲା 17 ତାରିଖ ରେ ସୁମିତ ଙ୍କର SDGM କୋର୍ଟ ରେ ସୁଣାଣି ରହିଛି ।
ଆଉ ଯେଉଁ SDGM ଦୁହିଁଙ୍କୁ ହାଜିର ହେବାକୁ କହିଥିଲେ । ତେବେ କଣ ସେ SDGM କୋର୍ଟ କୁ ଆସିବେ ଏବଂ କୋର୍ଟ ସାମ୍ନା ରେ ନିଜର ପକ୍ଷ ରଖିବେ । ନା ଦେହ ଖରାପ ରହିଛି ବୋଲି କହି ସେ ଦିନ ବି ଛୁଟି ମାରିବେ । ତେବେ ଡାକ୍ତର ସୁମିତ ଙ୍କର ଛୁଟି ଏବେ ଯାଏ ଆପ୍ରୁଭ ହୋଇନାହିଁ । ତେବେ ଏହି ପରି ସ୍ଥିତିରେ ଡାକ୍ତର ଙ୍କ ଛୁଟି CDMO ହିଁ ଆପ୍ରୁଭ କରନ୍ତି । ଆଉ CDMO ଏହି ଉପରେ ଚୁଡାନ୍ତ ନିସ୍ପତି ନେବେ ।
ଅପର ପକ୍ଷରେ CDMO ପ୍ରକୃତ ରେ ସୁମିତ ଙ୍କ ଦେହ ଖରାପ ରହିଛି କି ନା ସେ ଅଭିନୟ କରୁଛନ୍ତି । ଏହାର ଡାକ୍ତରୀ ମାଇନା ବା ଡାକ୍ତରୀ ଜାଞ୍ଚ କରିବେ । ସୁମିତ କହୁଛନ୍ତି ତାଙ୍କର ମେଲ ରେ ତାଙ୍କର ଦେହ ଖରାପ ରହିଛି ବୋଲି । ଆଗରୁ ମଧ୍ୟ ସେ ଦରଖାସ୍ତରେ ଲେଖିଥିବେ ମାନଶୀକ ରୂପେ ସେ ଠିକ୍ ନାହାଁନ୍ତି ବୋଲି । ତେବେ ପ୍ରଶ୍ନ ଉଠିଛି କି ସୁମିତ କଣ ସତରେ ଶାରୀରିକ ଏବଂ ମାନଶୀକ ରୂପେ ଅସୁସ୍ଥ ହୋଇଛନ୍ତି କି । ନା ଏହା ପଛରେ କିଛି ଏକ ଚାଲ ରହିଛି ।
ତେବେ ଏହି ସବୁର ସାର୍ଟିଫିକେଟ ଏବଂ ଡାକ୍ତରୀ ରିପୋର୍ଟ ବି ଡାକ୍ତର ସୁମିତ ଙ୍କୁ ଦେଖେଇବା ପାଇଁ ପଡିବ । ତେବେ ପ୍ରଶ୍ନ ରହିଛି କେଉଁ ଡାକ୍ତର ଙ୍କୁ ଦେଖାଉଛନ୍ତି ସୁମିତ । ତେବେ ଏଠାରେ ପ୍ରଶ୍ନ ଉଠୁଛି କେଉଁ ଡାକ୍ତର ଙ୍କ ପାଖରେ ଚିକିତ୍ସିତ ଅଟନ୍ତି ସୁମିତ । ଅନ୍ୟ ପକ୍ଷରେ ପ୍ରଶ୍ନ ଉଠୁଛି କି ଯଦି CDMO ପାଖରେ ସୁମିତ ଉପସ୍ଥିତ ନହୁଅନ୍ତି । ତେବେ ଏହିଭଳି ସ୍ଥଳେ ସୁମିତ କଣ କରିବେ ।
ସୁମିତ ନଜଣେଇ ସେମିତି ରହିବେ ନା CDMO ଛୁଟି ଆପ୍ରୁଭ କରିବେ । ତେବେ ତପସ୍ୱନୀ , ତପସ୍ୱନୀ ଙ୍କ ପରିବାର ଏବଂ ପ୍ରମିଳା ମାଉସୀ ଏବେ ଅପେକ୍ଷା କରି ରହିଛନ୍ତି । ଏବଂ ସେମାନେ ଅପେକ୍ଷାରେ ରହିଛନ୍ତି 17 ତାରିଖ କୁ କାରଣ 17 ତାରିଖ ରେ ତପସ୍ୱନୀ ଙ୍କ ପିଟିସନ ଦାଖଲ ହେବ । ଏବଂ ଏହାର ସଂମ୍ପର୍ଣ୍ଣ ରିପୋର୍ଟ କୁ ତର୍ଜମା କରିବେ SDGM କୋର୍ଟ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।