ବାତ୍ୟା ପରେ ଆସୁଛି ସୁନାମି । ବୁଡିଯିବ ଏହିସବୁ ସହର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ରାଜ୍ୟରେ ବାତ୍ୟା ଜୱାଦ ଯାଇଛି ହେଲେ ଏହାର ପ୍ରଭାବରେ ଚାଷୀ ଭାଇ ମାନଙ୍କୁ ବହୁତ କିଛି କ୍ଷତି ଦେଖିବାକୁ ମିଳିଛି । ଏହି ମଧ୍ୟରେ ଓଡ଼ିଶା ଉପକୂଳକୁ ଆସୁଛି ଆଉ ଏକ ଲଘୁଚାପ ହେଲେ ଏବେର ସବୁଠାରୁ ବଡ଼ ଅପଡେଟ୍ ମୁତାବକ ଆସିବ ସୁନାମି ଭୂମୀକମ୍ପ ରେ ଥରୁଛି ଇଣ୍ଡନେସିଆ ।

ମଙ୍ଗଳ ବାର ସକାଳେ ଇଣ୍ଡନେସିଆ ର ବଡ଼ ଧରଣର ଭୂମୀକମ୍ପ ଅନୁଭୂତ ହୋଇଛ ରିଏକ୍ଟର ସ୍କେଲ ରେ ଏହାର ତିବ୍ରତା 7.3 ବୋଲି ଜଣା ପଡିଛି । ତେବେ ସରକାରଙ୍କ ତରଫୁରୁ ଭୂମୀକମ୍ପ ପରେ ସୁନାମି ଚେତାବନି ଦିଆଯାଇଛି ଏ ନେଇ ସଜାଗ ରହିବାକୁ ମଧ୍ୟ ପରାମର୍ଶ ଦିଆ ଯାଇଛି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ୍ ବଷୟରେ ଜାଣିନେବା ସେଥିପାଇଁ ଆମ ପୋଷ୍ଟ କୁ ଶେଷ ଯାଏ ନିଶ୍ଚୟ ପଢ଼ନ୍ତୁ ।

Indonesia

ତେବେ ଆମେରିକ ଜିଓ ଲୋଜିକ୍ ସର୍ଭେ କହୁଛି ଭୂମୀକମ୍ପ ର କେନ୍ଦ୍ର ଥିଲା ପୂର୍ବ ଇଣ୍ଡନେସିଆ ର ମର୍ନର ସହର ଏହା ଫଳରେ ଭୂମୀକମ୍ପ କେନ୍ଦ୍ର ଠାରୁ 600 ମାଇଲ୍ ଯାଏ ଉପକୂଳ ବର୍ତ୍ତି ଅଞ୍ଚଳରେ ବଡ଼ ଜୁଆର ଆସିପାରେ । ତେବେ ଲୋକ ଭୟବିତ ନହୁଅନ୍ତୁ କାରଣ ଏହା ଅତି ଭୟଙ୍କର ରୂପ ଧାରଣ କରିବାର ସମ୍ଭାବନା କମ ରହିଛି ତେବେ ଏହି ଭୂମୀକମ୍ପ କାରଣ ରୁ କଣ କ୍ଷୟ ଖେତି ହୋଇଛି ସେ ନେଇ ମଧ୍ୟ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

ତା ଛଡା ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟରେ ଶୀତ ବେଶି ଅନୁଭୂତ ନହୋଇଥିଲେ ମଧ୍ୟ ଏବେ ବଦଳିଛି ପାଣିପାଗ ଆଉ ଯାଡ ରେ ଥରୁଛି ଓଡ଼ିଶାର କାସ୍ମୀର ଦାରିଂବାଡି କେବଳ ଦାରିଂବାଡି ନୁହେଁ ରାଜ୍ୟର ଅନ୍ୟ ସହର ରେ ମଧ୍ୟ ଶୀତ ବଢିବାରେ ଲାଗିଛି । ଦାରିଂବାଡି ରେ ସୋମବାର 10 ଡିଗ୍ରୀ ସେଲସିଏସ୍ ତାପମାତ୍ର ରହିଥିବା ବେଳେ ମଙ୍ଗଳ ବାର ଦିନ 2.5 ଡିଗ୍ରୀ ହ୍ରାସ ପାଇ 7.5 ଡିଗ୍ରୀ ସେଲସିଏସ୍ ରେ ପହଞ୍ଚିଛି ।

Winter in indian

ତେବେ ଯାଡ ସାଙ୍ଗକୁ ବୃଦ୍ଧି ପାଉଛି କୁହୁଡି ଆସ୍ଥରଣ ତେବେ ଦାରିଂବାଡି ର ସମସ୍ତ ଅଞ୍ଚଳ କୁହୁଡି ମୟ ହୋଇଯାଇଛି ସକାଳ 8ଟା ପର୍ଯ୍ୟନ୍ତ ମୁହଁ କୁ ମୁହଁ ଦେଖା ଯାଉ ନଥିବା ବେଳେ 10ଟା ପର୍ଯ୍ୟନ୍ତ କୁହୁଡି ର ପ୍ରଭାବ ରହୁଛି ।

ଏହି ମଧ୍ୟରେ ବିଶେଷଜ୍ଞ୍ୟ ମାନେ ଆହୁରି ସୂଚନା ଦେଉଚନ୍ତି ବଙ୍ଗପ ସାଗର ରେ ପୁଣି ଆଉ ଏକ ଲଘୁଚାପ ମଧ୍ୟ ସୃଷ୍ଟି ହୋଇପାରେ ତେବେ ଏହା ଯଦି ସୃଷ୍ଟି ହୁଏ ଡିସେମ୍ବର ମାସ ତୃତୀୟ ସପ୍ତାହ ସଧା ପୁଣି ମଧ୍ୟ ବର୍ଷା ର ପ୍ରଭାବ ଜାରି ରହିବ ଓଡ଼ିଶା ର କିଛି ଜିଲ୍ଲା ମାନଙ୍କୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *