ଭବିଷ୍ୟ ବାଣୀ କରିଲେ ପ୍ରଦୀପ ମାଝି BJD କରିବ ଆଉ 30 ବର୍ଷ ଶାସନ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମ ରାଜ୍ୟରେ ବିଭିନ୍ନ ପ୍ରକାରର ଦଳ ଶାସନ କରିଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ସବୁଠୁ ଶକ୍ତିଶାଳୀ ହେଲା BJD ଦଳ ଏହା ମୂଖ୍ୟ ହେଲେ ନବିନ ପଟ୍ଟନାୟକ । ନବିନ ବାବୁ ଙ୍କ ତତ୍ୱାବଧାନରେ ଚାଲିଛି BJD ଦଳ ଏବଂ ଏବେ ଗାଁ ଗାଁ ରେ ପୂଜା ପାଉଛନ୍ତି ଏହି ଦଳ । ନବିନ ପଟ୍ଟନାୟକ ବହୁତ କିଛି ବ୍ୟବସ୍ଥା କରିଛନ୍ତି । ଓଡ଼ିଶାବାସୀଙ୍କ ଗର୍ବ ଓ ଗୈରବ ନବୀନ ସରକାର ଅଟନ୍ତି । ବର୍ତମାନ ସମୟ ରେ ନବିନ ବାବୁ ଙ୍କ ଶାସନ ରେ ସମସ୍ତେ ପ୍ରାୟ ଖୁସୀରେ ରହିଛନ୍ତି । ସେ ଗାଁ ରୁ ସହର ପର୍ଯ୍ୟନ୍ତ ସମସ୍ତ ଙ୍କ ମନରେ ଯେମିତି ଜାଗା ତିଆରି କରିସାରିଛନ୍ତି ।

ତାଙ୍କ ପାର୍ଟି ରେ ଜୟେନ କରିବା ପାଇଁ ସବୁ ଦଳଙ୍କର ଇଚ୍ଛା ପ୍ରାୟ ନେତା ନିଜର ଦଳ ଛାଡି ଏବେ BJD ଦଳରେ ମିଶୁଛନ୍ତି । କଂଗ୍ରେସ ନେତା କଣ କହଛନ୍ତି BJD ଦଳ ବିଷୟ ରେ ଆସନ୍ତୁ ଜାଣିନେବା । ବିଜେଡି ରେ ମିଶିବା ପୂର୍ବରୁ ନବିନ ପଟ୍ଟନାୟକ ଙ୍କୁ ପ୍ରଶଂସା ରେ ପୋତି ପକେଇଲେ । କଂଗ୍ରେସ ସାଂସଦ ପ୍ରଦୀପ ମାଝୀ । ଏବଂ ସେ ଏମିତି ମଧ୍ୟ କହିଲେ କି ଏବେ ନୁହେଁ ବରଂ ଆହୁରୀ ବି 30 ବର୍ଷ ଶାସନ କରିବ BJD ଲୋକ ମାନଙ୍କର BJD ନେତା ମାନେ ଯେଉଁ ପରି କାମ କରୁଛନ୍ତି । କେବଳ ସେହିଥି ପାଇଁ ହିଁ ବଜୁ ଜନତା ଦଳକୁ ଭୋଟ ଦେବେ ବୋଲି ସେ କହିଛନ୍ତି ।

Pradeep Majhi

ବିକାଶ ପାଇଁ ସାରା ଦେଶରେ ନବିନ ବାବୁ ରେକର୍ଡ କରିବେ । ଏହା ସହ ସେ କହିଛନ୍ତି ଦିର୍ଘ 20 ବର୍ଷ ରୁ ଅଧିକ ସମୟ ଧରି କଂଗ୍ରେସ ଶାସନ ରେ ନାହିଁ । ଏବଂ ଆଗକୁ ମଧ୍ୟ ଶାସନ ଭାଗ ମିଳିବ ବୋଲି ଚାନ୍ସ ନାହିଁ । ଆମ ଅଞ୍ଚଳରେ ବିକାଶ ପାଇଁ ବିଜେଡି ଦଳକୁ କହିବି ତାପରେ ବିଜେଡିରେ ସାମିଲ ହେବି। ପ୍ରେସମିଟ୍‌ରେ ପ୍ରଦୀପ କହିଛନ୍ତି କଂଗ୍ରେସରେ ଥିବା ବେଳେ ମତେ ଅନେକ କିଛି ଦଳ ଦେଇଛି। ରାଜନୀତିରେ ଦଳ ପରିବର୍ତ୍ତନ କିଛି ବଡକଥା ନୁହେଁ। ଯେଉଁ ନେତା ମାନେ ଚାହିଁବେ ସେମାନେ ଯେକୈଣସି ଦଳକୁ ଯାଇପାରେ।

ସମସ୍ତେ ଦଳ ପରିବର୍ତନ କରୁଛନ୍ତି ମୁଁ ମୋ ରାଜନୈତିକ ଦଳ ମୋ କେରିଅର ଭାବେ ଆରମ୍ଭ କରିଥିଲି । ହେଲେ ମୋ ପରିବାର ବିଜେଡି ଏବଂ ଜନତା ଦଳରେ ଦୀର୍ଘଦିନ ଧରି କାମ କରୁଥିଲେ। ଆଉ ଏବେ ମୁଁ ବିଜେଡ଼ିରେ ସାମିଲ ହେବାକୁ ଯାଉଛି । ଯେଉଁମାନଙ୍କ ଚିନ୍ତାଧାରା ଆମ ସହ ମିଶିବ ସେମାନେ ବିଜେଡ଼ିରେ ଯୋଗ ଦେବେ । ତେବେ ଏଠାରେ ସେ କଂଗ୍ରେସ ଛାଡି BJD ରେ ଯୋଗ ଦେବା ପାଇଁ ଜାଉଛନ୍ତି ବୋଲି ସେ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *