ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଏହି ସମାଜରେ ମାନବିକତା କୁଆଡେ ଲିଭେଇ ଗଲାଣୀ । ଏବଂ ବର୍ତମାନ କେବଳ ଅମାନବିକତା ଏବଂ ଅସଭ୍ୟତା ର କରାଳ ଦୃଦଶା ଦେଖିବା ପାଇଁ ମିଳୁଛି । ସବୁ ସମୟ ରେ ବିଭିନ୍ନ ପ୍ରକାରର କ୍ରାଇମ୍ ଏବଂ ଅନ୍ୟାୟ ଅତ୍ୟାଚାର ଦେଖିବା ପାଇଁ ମିଳୁଛି । ବହୁତ ସମୟ ରେ ଯୁବକ ମାନେ ଯୁବତୀ ସହିତ ପ୍ରେମ ସଂମ୍ପର୍କ ରଖି ଶାରୀରିକ ସଂମ୍ପର୍କ ସ୍ଥାପନା କରୁଛନ୍ତି । ଆଉ ବ଼ଡ ଚାଲାଖୀ ର ସହିତ ସେମାନେ ଏହାର ଭିଡ଼ିଓ କୁ ରେକର୍ଡ କରୁଛନ୍ତି । ପରେ ଯୁବତୀ ଙ୍କୁ ବ୍ଲାକମେଲ କରିବା ସହିତ ପ୍ରତାରଣା କରୁଛନ୍ତି ।
ଯଦି ଯୁବତୀ ଜଣଙ୍କ ତାଙ୍କୁ ଛାଡି ଅନ୍ୟ ଜଣଙ୍କୁ ବିବାହ କରୁଛନ୍ତି ତେବେ ରେକର୍ଡ ହୋଇଥିବା ଫୋଟ ଏବଂ ଭିଡ଼ିଓ କୁ ସୋସିଆଲ ମିଡିଆ ରେ ପୋଷ୍ଟ କରିଦିଆଜାଉଛି । ତେବେ ଏହି ଭଳି ଘଟଣା ମାନ ପ୍ରାୟତଃ ଦେଖିବା ପାଇଁ ମିଳୁଛି । ଏବଂ ବର୍ତମାନ ଘଟିଥିବା ଘଟଣା ଟି ହେଲା ଭୁବନେଶ୍ୱର ର ଯେଉଁ ଠାରେ ଜଣେ ଯୁବତୀ ଏହି ପରି ବ୍ଲାକମେଲ ର ଶୀକାର ହୋଇଛନ୍ତି । ରାତି ପାହିଲେ ତାଙ୍କର ବାହାଘର ଥିବା ବେଳେ ଆଜି ତାଙ୍କର ଅଶିଲ୍ଲ ଭିଡ଼ିଓ ସମସ୍ତ ଙ୍କ ସାମ୍ନା ରେ ରହିଛି ।
ତେବେ ସଂମ୍ପର୍ଣ୍ଣ ଘଟଣା ଅନୁସାରେ ଭୁବନେଶ୍ୱର ର ଜଣେ ଯୁବତୀ ଙ୍କ ବିବାହ ଆସନ୍ତା କାଲି ସେହି ଯୁବକ ଙ୍କ ସହିତ ହେବାକୁ ଯାଉଛି । ନିଜର ପରିବାର ଲୋକଙ୍କ ସ୍ୱିକୃତି କ୍ରମେ ସେ ଜଣେ ଯୁବକ ଙ୍କୁ ବିବାହ କରିବାକୁ ଯାଉଛନ୍ତି । ଆଉ ଗୋଟିଏ ନୂଆ ଜିବନ ଆରମ୍ଭ କରିବାକୁ ଯାଉଛନ୍ତି । ହେଲେ ତାଙ୍କ ସହିତ ଜାହା ଘଟିଲା ଆପଣ ମାନେ ବି ବିଶ୍ୱାସ କରି ପାରିବେ ନାହିଁ ।
ଯେଉଁ ଯୁବତୀ ଙ୍କର ବିବାହ ସକାଳେ ଅଛି ତାଙ୍କର ଅଶୀଳ ଭିଡିଓ ଆଜି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଆଉ ଏହି ଭିଡିଓ ଟିକୁ କଟକ ର ନିଆଳି ର ରମାକାନ୍ତ ଖୁଣ୍ଟା ନାମକ ଜଣେ ବ୍ୟକ୍ତି ଭାଇରାଲ କରିଛନ୍ତି। ସେ ଭିଡିଓ ଟିକୁ କେବଳ ଭାଇରାଲ କରି ନାହାନ୍ତି ବରଂ ତା ସହ ସେହି ଯୁବତୀ ଙ୍କର ଜଣେ ବନ୍ଧୁଙ୍କୁ ଏହି ଭିଡିଓ ପଠାଇ ଧମକ ଦେଇଛନ୍ତି। ବହୁତ ଖରାପ ଭାଷାରେ ମଧ୍ୟ ଗାଳି ଗୁଲଜ କରିଛନ୍ତି। ଏହି ସବୁ ସେ ସହି ନପାରି ମହିଳା ଜଣକ ଲିଙ୍ଗରାଜ ଥାନା ରେ ଅଭିଯୋଗ କରିଛନ୍ତି।
ସେ ଅଭିଯୋଗ ରେ କହିଛନ୍ତି, ସମ୍ପୃକ୍ତ ଯୁବକ ଜଣକ ତାକୁ ଆଜକୁ ପ୍ରାୟ 7 ମାସ ହେବ ସେହି ଯୁବତୀ ଙ୍କର ଅଶ୍ଲିଳ ଭିଡିଓ ପଠାଇ ଧମକ ଦେଉଛି। ଆଉ କାଲି ତାର ବାହାଘର ଜାଣି ପାରି ଆଜି ତାର ଅଶ୍ଲିଳ ଭିଡିଓ କୁ ସୋସିଆଲ ମିଡ଼ିଆରେ ସେୟାର କରିବା କଥା କହିଥିଲେ। ତେବେ ପୋଲିସ୍ ଏହା ଉପରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ନଚେତ୍ ଜଣେ ଯୁବତୀ ଙ୍କ ଜୀବନ ଚାଲିଯିବ ବୋଲି ଅଭିଯୋଗ କରିଛନ୍ତି।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।