ଆଶ୍ଚର୍ଯ୍ୟ ଖବର – ଓଡ଼ିଆ ଅଭିନେତା ମିହିର ଦାସଙ୍କ ପରିବାର ଓ ସମ୍ପତ୍ତି ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

Mihir

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡ଼ିଆ ଅଭିନେତା ମିହିର ଦାସଙ୍କ ଘର ପରିବାର ଓ ସମ୍ପତ୍ତି ବିଷୟରେ ପ୍ରଥମ ଥର ଜାଣି ରଖନ୍ତୁ । ବନ୍ଧୁଗଣ ଆଜି ଆମେ ଜାଣିବା ମିହିର ଦାସଙ୍କ ବିଷୟରେ କିଛି ବିଶେଷ ତଥ୍ୟ ତେବେ ଏହି ସମ୍ଫର୍କ ରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଆମ ପୋଷ୍ଟ କୁ ଶେଷ ଯାଏ ନିଶ୍ଚୟ ପଢନ୍ତୁ । ବର୍ତମାନ ସମୟ ରେ ଆପଣ ମାନେ ଜାଣିଥିବେ ଯେ ବରିଷ୍ଠ ଅଭିନେତା ମିହିର ଦାସଙ୍କ ଅବସ୍ତା ଏବେ ଗୁରୁତର ଅଛି ସେ କଟକ ର ଏକ ଘରୋଇ ଡାକ୍ତର ଖାନାରେ ଚିକିତ୍ସ୍ୟା ହେଉଚନ୍ତି ତାଙ୍କର ଦୁଇଟି କିଡିନ୍ ମଧ୍ୟ ନଷ୍ଟ ହୋଇ ଯାଇଛି ଯାହା ଏକ ଅତ୍ୟନ୍ତ ଦଃଖ ଦାୟକ ଖବର ଅଟେ ।

ଆପଣ ମାନେ ତ ଜାଣିଥିବେ ମିହିର ଦାସଙ୍କ ଅଭିନିତ ଫିଲ୍ମୀ ବୁ ସୁପରହିଟ୍ ହୋଇଛି ଏବଂ ତାଙ୍କର ଅଭିନୟ ଦେଖିବାକୁ ଲେକେ ମଧ୍ୟ ପାଗଳ ହୋଇଯାନ୍ତି, ତେବେ ଆଜି ଆମେ ଜାଣିବା ମିହିର ଦାସଙ୍କ ପରିବାର ଓ ସମ୍ପତ୍ତି ବିଷୟରେ କିଛି ବିଶେଷ ତଥ୍ୟ ।

Mihir Das a.

ବନ୍ଧୁଗଣ ଓଲିଉଡ ର ସବୁଟାରୁ ଲୋକପ୍ରିୟ ଅଭିନେତା ହେଉଛନ୍ତି ମିହିର ଦାସ ସେ ଯୁବ ଠାରୁ ବୃଦ୍ଧ ହେବା ପର୍ଯ୍ୟନ୍ତ ତାଙ୍କର ଅଭିନୟ ଜାରି ରଖିଛନ୍ତି, ତାଙ୍କର ସିନେମା ଦେଖିବା ପାଇଁ ଲୋକ ମାନଙ୍କର ଏକ ଅଲଗା ପ୍ରକାର ଇଚ୍ଛା ରହିଛି । ତେବେ ତାଙ୍କର ପରିବାର କଥା କହିବା ତ ତାଙ୍କ ସ୍ତ୍ରୀ ଙ୍କ ନାମ ହେଉଛି ସଙ୍ଗୀତା ଦାସ୍ ଏବେ ତାଙ୍କର ମୃତ୍ୟୁ ହୋଇ ସାରିଛି ସେ ଜଣେ ଗାଇକା ଏବଂ ଅଭିନେତ୍ରୀ ଥିଲେ ।

ଏବଂ ତାଙ୍କର ପୁଅଙ୍କ ନାମ ହେଉଛି ଅମ୍ଲାନ୍ ଦାସ୍ ସେ ଉଭୟ ନାୟକ ଓ ଖଳ ନାୟକ ରୋଲ ରେ ଅଭିନୟ କରିଛନ୍ତି । ତେବେ ବନ୍ଧୁଗଣ ମିହିର ଦାସଙ୍କ 56 ବର୍ଷ ହୋଇ ଗଲାଣି ସେ ଆଜି ପର୍ଯ୍ୟନ୍ତ ପାଖା ପାଖି 150 ଫିଲ୍ମୀ କରି ସାରିଛନ୍ତି କିନ୍ତୁ ବାସ୍ତବରେ ତାଙ୍କର ଅବସ୍ତା ଏବେ ଗୁରୁତର ସେ କଟକ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *