ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମିହିର ଦାସ୍ ଯିଏ କି ଅଲିଉଡ୍ ଜଗତର ଆଗ ଧାଡିର କଳାକାର ତାଙ୍କ ଦ୍ୱାରା ଅଭିନୟ ହୋଇଥିବା ସମସ୍ତ ଫିଲ୍ମୀ ସୁପରହିଟ୍ ହୋଇଥାଏ । ମିହିର ଦାସ୍ ତାଙ୍କ ଯୁବକ ଅବସ୍ତା ରୁ ବର୍ତମାନ ପର୍ଯ୍ୟନ୍ତ ଅଲିଉଡ୍ ଦୁନିଆରେ ସୂଦୃଢ଼ ଭାବରେ ରହିଛନ୍ତି, ମିହିର ଦାସ୍ ପୁଅ ଅମ୍ଲାନ୍ ଦାସ୍ ମଧ୍ୟ ଅଲିଉଡ୍ ଦୁନିଆରେ ପ୍ରବେସ କରି ଖୁବ୍ ନାଁ କରି ସାରିଛନ୍ତି ।
ଡିସେମ୍ବର 7 ତାରିଖ ରେ ମିହିର ଦାସ୍ ଙ୍କର ଅସୁସ୍ଥ ହେବାର ଦେଖାଗାଲା ଯାହା ଫଳରେ ପରିବାର ଲୋକ ଚିନ୍ତାରେ ପଡି ତାଙ୍କୁ ସଙ୍ଗେ ସଙ୍ଗେ କଟକ ସ୍ଥିତି ଅସମିନ୍ ହସ୍ପିଟାଲ ରେ ଭର୍ତ୍ତି କରିଥିଲେ ଡାକ୍ତର ତାଙ୍କର ଦୁଇଟି କିଡ୍ନୀ ନଷ୍ଟ ହୋଇଯାଇ ଥିବାର ମଧ୍ୟ କହିଥିଲେ ଏବଂ ଏହା ପରେ ସବୁଆଡେ ପ୍ରାଥନା ର ପ୍ରାଥନା ଭରିଗଲା ମିହିର ଦାସ୍ ଙ୍କ ପାଇଁ । ତେବେ ବର୍ତମାନ ତାଙ୍କ ସ୍ୱାସ୍ଥ ଅବସ୍ତା କିଭଳି ଅଛି ଜାଣିବା କୁ ହେଳେ ଆମ ପୋଷ୍ଟ କୁ ଶେଷ ଯାଏ ନିଶ୍ଚୟ ପଢନ୍ତୁ ।
ତେବେ ସେ ସମ୍ପର୍କ ରେ କହିବାକୁ ଗଲେ ଚିକିତ୍ସ୍ୟା ଧିନ ଅବସ୍ତାରେ ଅଛନ୍ତି ମିହିର ଦାସ୍ ପରବର୍ତି ସମୟରେ ଏପରି ସ୍ଥିତି ପୁଣି ଆସିପାରେ କିନ୍ତୁ ତାଙ୍କୁ ତରନ୍ତ ସୁସ୍ଥ କରିବା ପାଇଁ ଡାକ୍ତର ମାନେ ଉଦ୍ଦ୍ୟମ ଜାରି ରଖିଥିବା ବେଳେ ତାଙ୍କ ସ୍ୱାସ୍ଥା ଅବସ୍ତା ଏବେ ସୁଧାର ଆସିଛି ସେ ଶିଘ୍ର ସୁସ୍ଥ ହୋଇ ଘରକୁ ଫେରିବା ପାଇଁ ଲୋକ ମାନଙ୍କୁ ଆଶ୍ରୀବାଦ କାମନା କରିଛନ୍ତି ପୁଅ ଅମ୍ଲାନ୍ ବୋଲି ଆପଣ ସୁଣିଥିଲେ ଏବଂ ତାଙ୍କର ସ୍ୱାସ୍ଥ ଅବସ୍ତା ଏବେ ଭଲ ଥିବାର ସୂଚନା ମିଳିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।