ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସିନେମା ଏବଂ ଧାରାବାହିକ ନିଶ୍ଚିତ ଭାବେ ଦେଖୁଥିବେ । ଏବଂ ଏହା ଆପଣ ମାନଙ୍କୁ ନିଶ୍ଚିତ ଭାବେ ପସନ୍ଦ ଆସୁଥିବ । ତେବେ ସେ ଓଡ଼ିଆ ଧାରାବାହିକ ଓ ଫିଲ୍ମ ଜଗତରେ ଏକ ସୁପ୍ରସିଦ୍ଧ କଳାକାର । ତାଙ୍କ ଅଭିନୟ ସିରିଏଲ ଓ ଫିଲ୍ମ ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଥାଏ। ଜି ସାର୍ଥକ ଟିଭିରେ ତାଙ୍କର ଅନେକ ଗୁଡ଼ିଏ ସିରିଏଲ ପ୍ରସାରିତ ହେଉଛି। ତେବେ ସେମାନଙ୍କ ପରିଶ୍ରମ ଫଳ ରେ ସେମାନେ ଏତେ ବାଟ ଯାଏ ପହଁଚି ପାରିଛନ୍ତି ।
ତେବେ ସେମାନଙ୍କ ଅଭିନିତ ଧାରାବାହିକ ବହୁତ ଲୋକ ପ୍ରିୟ ଅଟେ । ସେମିତି ରେ ଏବେ ବିବାହ ର ସିଜିନ ଚାଲିଛି । ଓଲିଉଡ ର କପଲ ମାନେ ବି ଜଣେ ପରେ ଜଣେ ବିବାହ ବନ୍ଧନ ରେ ବାନ୍ଧି ହେଉଛନ୍ତି । ଏହି ମଧ୍ୟରେ ଆସି ଜାଇଛି ଆଉ ଏକ ଖୁସୀର ଖବର । ଜାହା ବିଷୟ ରେ ସଂମ୍ପର୍ଣ୍ଣ ତଥ୍ୟ ଜାଣିନେବା । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେବୁ କି ଏହି ଦିନରେ ବିବାହ ବନ୍ଧନରେ ବାନ୍ଧି ହେଲେ ଆଦି ଏବଂ ଭକ୍ତି ତେବେ ଆପଣ ମାନେ ବି ଆଦି ଏବଂ ଭକ୍ତି ଙ୍କୁ ବହୁତ ଭଲ ଭାବେ ଜାଣିଥିବେ ।
ଏମାନେ ଜି ସାର୍ଥକ ଚ୍ୟାନେଲର ଧାରାବାହିକର ମୁଖ୍ୟ ହିରୋଇନ ଓ ହିରୋ ହେଉଛନ୍ତି ଆଦି ଏବଂ ଭକ୍ତି । ଯିଏ କି ଖୁବ କମ ସମୟ ଭିତରେ ଚମତ୍କାର ଅଭିନୟ କରି ଲୋକପ୍ରୀୟତା ହାସଲ କରି ପାରିଛନ୍ତି।ଆଉ ଏହି ଦୁଇ ଜଣଙ୍କ କେମେଷ୍ଟ୍ରୀକୁ ମଧ୍ୟ ଲୋକେ ବହୁତ ପସନ୍ଦ କରିଛନ୍ତି।
ତେବେ ଆପଣ ମାନେ ଜାଣିଥିବେ କି ଆଦି ଏବଂ ଭକ୍ତି ରିଅଲ ଲାଇଫରେ ମଧ୍ୟ ଦୁହେଁ ଦୁହିଁଙ୍କୁ ଡେଟ କରୁଛନ୍ତି। ତେବେ ସେମାନେ ନିଜ ବିଷୟ ରେ ଖୋଲି କରି ସେମିତି କିଛି କହିନଥିବା ବେଳେ ସେମାନଙ୍କ କିଛି ଫୋଟ ଏବେ ଭାଇରଲ ହେବାରେ ଲାଗିଛି ।
ହେଲେ ମିଳିଥିବା ଖବର ଅନୁସାରେ ଏହା ମୋଟେ ବି ସତ୍ୟ ନୁହେଁ ଏହି ଫୋଟ ଏବଂ ଭଡ଼ିଓ ଏକ ସିରିଏଲ ସମୟ ର ସିଟିଂ ବେଳର ଅଟେ । ଜାହାର ଫୋଟ ଏବଂ ଭିଡ଼ିଓ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।