ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସବ୍ୟ ଅର୍ଚ୍ଚିତା ଙ୍କ ମଧ୍ୟରେ ଝଗଡା । ଜାହାକୁ ନେଇ ବର୍ତମାନ ସମୟ ରେ ବେଶ ଚର୍ଚ୍ଚା ର ବିଷୟ ପଲଟିଛି । ତେବେ ବନ୍ଧୁଗଣ ସୋସିଆଲ ମିଡିଆ ରେ ବର୍ତମାନ ସମୟ ରେ ଦେଖିବେ ତେବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆପଣ ମାନେ ନିଶ୍ଚିତ ଭାବେ ଜାଣିଥିବେ କି ଏହି ନିକଟ ରେ ସବ୍ୟ ଏବଂ ଅର୍ଚ୍ଚିତା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।
ଏବଂ ବିବାହ ପର ଠାରୁ ସବ୍ୟ ଅର୍ଚ୍ଚିତା ସଂମ୍ପର୍କିୟ ଟିକିନିକ୍ ତଥ୍ୟ ଆପଣ ମାନେ ପାଇଥିବେ । ତେବେ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଭାଇରଲ କି ସବ୍ୟ ଅର୍ଚ୍ଚିତା ଙ୍କ ମଧ୍ୟରେ ଝଗଡା ଏମିତି କି ସେମାନେ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଭାଇରଲ ଅଟନ୍ତି । ତେବେ ବନ୍ଧୁଗଣ ବର୍ତମାନ ସମୟ ରେ ସୋସିଆଲ ମିଡିଆରେ ସବ୍ୟ ଅର୍ଚ୍ଚିତା ଙ୍କ କିଛି ଫୋଟ ଭାଇରଲ ହେବାରେ ଲାଗିଛି ।
ସବ୍ୟ ଅର୍ଚ୍ଚିତା ଙ୍କ ମଧ୍ୟରେ ଝଗଡା ହୋଇଛି ଏମିତି କିଛି ସୋସିଆଲ ମିଡିଆ ରେ ଟ୍ରେଣ୍ଡ ହେବାରେ ଲାଗିଛି । ତେବେ ଏଠାରେ ଆମେ ଆପଣ ମାନଙ୍କୁ କହିଦବୁ କି ନିକଟରେ ସବ୍ୟ ନିଜର ଇନଷ୍ଟାଗ୍ରାମ ଏକାଉଣ୍ଟ ରେ କିଛି ଫୋଟ ସେୟାର କରିଥିଲେ । ଯେଉଁଥିରେ ସବ୍ୟ ଉପରେ ଅର୍ଚ୍ଚିତା ରାଗି ଥିବାର ନଜର ଆସୁଛନ୍ତି ।
ଆପଣ ମାନେ ବି ସେହି ଫୋଟ କୁ ନିଶ୍ଚିତ ଦେଖିବାକୁ ପାଇଥିବେ । ଏବଂ ଏହି ପୋଷ୍ଟରେ ସବ୍ୟସାଚୀ ଲେଖିଛନ୍ତି କି ସ୍ତ୍ରୀ ବୋଧେ ଟିକେ ରାଗିଛନ୍ତି । କଣ ହୋଇଥିବ ଆଉ କେମିତି ବୁଝେଇବି ଆଉ ଏବଂ ଏହି ପୋଷ୍ଟ କୁ ନେଇ ସୋସିଆଲ ମିଡିଆ ରେ ଏବେ ଚର୍ଚ୍ଚା ଜୋର ଧରିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।