ମିହର – ଅପେରାଜିତାଙ୍କ ଲଭଷ୍ଟୋରୀ – ଚାରିଆଡେ ଏବେ ଏହାର ଚର୍ଚା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମଜାଦାର ଭୂମିକା ରେ ଆସୁଛନ୍ତି ଓଡିଶା ର ଭେଟେନାମ ଅଭିନେତା ମୀହିର ଦାସ । ତେବେ ମୀହିର ଦାସ କଣ ସେହି ମଜାଦାର ଭୂମିକାରେ ଆସୁଛନ୍ତି ଆସନ୍ତୁ ଜାଣିନେବା । ଓଡିଶା ସିନେମା ଜଗତ ର ବରିଷ୍ଟ ଅଭିନେତା ମୀହିର ଦାସ ଙ୍କୁ ଆପଣ ମାନେ ନିଶ୍ଚତ ଭାବେ ଜାଣିଥିବେ । ତେବେ ମୀହିର ଦାସ ଙ୍କ ଏଭଳି ଏକ ଓଡିଆ ସିନେମା ଆଗକୁ ଆସୁଛି ।

Mihir

ତେବେ ଏଠାରେ ଯେଉଁ ଓଡିଆ ଛବିର କଥା କୁହାଜାଉଛି । ଜାହାର ଶିର୍ଷକ ହେଲା ପଗୁଲ , ପଗୁଲ ର କାହାଣୀ ଅନୁସାରେ ମୀହିର ଦାସ ଏବଂ ଅପରାଜିତା ଦୁହଁଙ୍କର ବୟସ 50 ଟପି ଜାଇଛି । ଏବଂ ସେମାନେ ଭିନ୍ନ ଭିନ୍ନ କାରଣ ରୁ ଆଜିବି ଅବିବାହିତ । ଏହିଥିରେ ମୀହିର ଦାସ ଜଣେ ଡାକ୍ତର ହେଲେ ଅପରାଜିତା ରହିଛନ୍ତି ଜଣେ ଶିକ୍ଷୟତ୍ରୀ ଭୂମିକା ରେ ଘଟଣା ଚକ୍ରରେ ସେମାନେ ଦୁହେଁ ପରସ୍ପର କୁ ଭଲ ପାଇ ବସିଛନ୍ତି ।

ଏହ ଦୁହିଁଙ୍କର ଏକ ଜବର୍ଦୋସ୍ତ ପ୍ରେମ କାହାଣୀ ରହିଛି ପଗୁଲ ରେ ୟୋଙ୍ଗ ଯୋଡି , ଅଭିଶେକ ପ୍ରକୃତି ଙ୍କର ଲଭଷ୍ଟୋରୀ ସାଙ୍ଗକୁ ମୀହିର ଦାସ ଏବଂ ଅପରାଜିତା ଙ୍କ ପ୍ରେମ କାହାଣୀ ବି ସମାନ୍ତର ଭାବେ ଗତି କରିଛି । ଯଦି ଆପଣ ମାନେ ଜାଣିବା ପାଇଁ ଚାହାଁନ୍ତି କି ଏହି ଦୁହିଁଙ୍କ ପ୍ରେମ କାହାଣୀ ର ଶେଷ କେମିତି ହେଉଛି ତେବେ ଏହିଥି ପାଇଁ ଆପଣ ମାନଙ୍କୁ ଏହା ରିଲିଜ ହେବାର ଶେଷ ଯାଏ ଅପେକ୍ଷା କରିବାକୁ ହେବ ।

aparajita

ଓ ଯୁବ ପ୍ରେମୀ ଯୁବଗ ପ୍ରକୃତି ଙ୍କ ସହିତ କି ସଂମ୍ପର୍କ ରହିଛି । ଏହିଥି ପାଇଁ ଆପଣ ମାନଙ୍କୁ ଫଗୁଲ ର ରିଲିଜ ଯାଏ ଅପେକ୍ଷା କରିବାକୁ ହେବ । ଏହି ସିନେମା ରେ ମୀହିର ଦାସ , ଅପରାଜିତା ମହାନ୍ତି , ପ୍ରକୃତି ମିଶ୍ର , ଦୈତାରୀ ପଣ୍ଡା , ପ୍ରମୂଖ ମୂଖ୍ୟ ଭୂମିକା ରେ ଅଭିନୟ କରୁଛନ୍ତି ।

ଜଗନ୍ନାଥ ପାଟ୍ଟଜୋଷୀ ମହାପାତ୍ର ଏହାର ନିର୍ମାତା ଏବଂ ରାମ ପ୍ରଶାଦ ସାମଲ ଏହାର ନିର୍ଦ୍ଧେଶକ ଅଟନ୍ତି । ଏହି ପଗୁଲ ର ନିର୍ଦ୍ଧେଶକ ହେଲେ ଅଭିଜିତ ମଜୁନ୍ଦା , ତେବେ ଆପଣ ମାନେ ଏହି ଫିଲ୍ମ କୁ କେତେ ମାତ୍ରା ରେ ପସନ୍ଦ କରୁଛନ୍ତି କମେଣ୍ଟ କରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *