ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିସେମ୍ବର 16 ତାରିଖରେ ପଡୁଅଛି ପବିତ୍ର ଧନୁ ସଂକ୍ରାନ୍ତି ଏବଂ ଏହି ଦିନ ମାଣ ଓଷା ଶେଷପାଳି ମଧ୍ୟ ପଡୁଛି । ସୂର୍ଯ୍ୟଙ୍କର ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚାଳନ କରିବାକୁ ସଂକ୍ରାନ୍ତି କହୁଯାଇଥାଏ ସଂକ୍ରାନ୍ତି ଗୋଟିଏ ସୈର ଘଟଣା ଅଟେ ହିନ୍ଦୁ କେଲେମ୍ଡାର ଅନୁସାରେ ପୁରା ବର୍ଷରେ ପ୍ରାୟ 12 ଟି ସଂକ୍ରାନ୍ତି ମାନଯାଇଥାଏ ଏବଂ ପ୍ରତେକ ସଂକ୍ରାନ୍ତିର ଗୋଟିଏ ଅଲଗା ଅଲଗା ମୋହତ୍ୱ ରହିଥାଏ ଶାସ୍ତ୍ର ରେ ସଂକ୍ରାନ୍ତିର ତିଥିକୁ ଏବଂ ସମୟକୁ ବହୁତ ମୋହତ୍ୱ ଦିଆଯାଇଥାଏ ।
ପ୍ରଭୁ ସୂର୍ଯ୍ୟ ଦେବ ପ୍ରତେକ ମାସରେ ନିଜର ସ୍ଥାନ ବଦଳାଇ ଗୋଟିଏ ରାଶିରୁ ଆଉ ଗୋଟିଏ ରାଶିକୁ ଚାଲିଯାଇ ଥାନ୍ତି ସୂର୍ଯ୍ୟ ଙ୍କର ପ୍ରତେକ ମାସରେ ରାଶି ପରିବର୍ତନ କରିବାର ପକ୍ରିୟା କୁ ସଂକ୍ରାନ୍ତି ନାମରେ ଜଣା ଯାଇଥାଏ । ହିନ୍ଦୁ ଧର୍ମରେ ସଂକ୍ରାନ୍ତି ର ସମୟକୁ ବହୁତ ପୂଣ୍ଣ୍ୟକାରୀ ବୋଲି ମାନାଯାଇ ଥାଏ ଏବଂ ଧନୁ ସଂକ୍ରାନ୍ତି ରେ କିଛି କାର୍ଯ୍ୟ କରିବାର ଏହାର ବିଶେଷ ମହତ୍ୱ ରହିଥାଏ ।
ତେବେ ବନ୍ଧୁଗଣ ଏହି ଡିସେମ୍ବର 16 ତାରିଖ ଗୁରୁବାର ଦିନ ଧନୁ ସଂକ୍ରାନ୍ତି ଦିନରେ କରନ୍ତୁ କେବଳ ଏହି ତିନଟି କାମ ଆପଣଙ୍କ ଭାଗ୍ୟ ବଦଳି ଯିବ ଜୀବନରେ ଯେଉଁ ସୁଖ ଆପଣ ଚାହୁଥିଲେ ତାହା ସବୁ ଆପଣଙ୍କୁ ମିଳିବ ଆପଣଙ୍କର ସବୁ ମନସ୍କାମନା ପୁରଣ ହେବ ଘର ପରିବାର ରେ ସୁଖ ଶାନ୍ତି ରହିବ । ତେବେ ବନ୍ଧୁଗଣ ଚାଲନ୍ତୁ ଜାଣିନେବା ସେହି ତିନି ଗୋଟି କାମ ବିଷୟରେ ଯାହାକୁ କରିବା ଦ୍ୱାରା ଆମର ଆସୁଥିବା ନୂଆ ବର୍ଷ ଟି ଅତ୍ୟନ୍ତ ଭଲରେ କଟିଥାଏ ଆମ ଜୀବନରେ ହସ ଖୁସିରେ ମାହଲ ବନିଥାଏ ସେଥିପାଇଁ ଆମ ପୋଷ୍ଟ କୁ ଶେଷ ଯାଏ ନିଶ୍ଚୟ ପଢନ୍ତୁ ।
ପ୍ରଥମ ଉପାୟ ଯଦି ଆପଣ ଏହି ଧନୁ ସଂକ୍ରାନ୍ତି ଦିନ ମନ୍ଦୀର ରେ ପୂଜା କରିସାରି ନିଜ ଘରେ ପୂଜା କଲାବେଳେ ଯଦି ଆପଣ ଭଗବାନଙ୍କୁ ଏହି ଧନୁ ମୁହା ଭୋଗ ଲଗାଇଲେ ତେବେ ଏହା ଅତ୍ୟନ୍ତ ଶୁଭ ହେବ ଆପଣ ଏହି ମୁହା ଦୋକାନରୁ କିଣି ଆମି ପାରିବେ ନଚେତ ନିଜ ଘରେ ବି ଯଦି ଆପଣ ତିଆରି କରି ଭଗବାନ ଙ୍କୁ ପୂଜା କଲାବେଳେ ଚଢାଇବେ ତେବେ ଏହା ଆହୁରି ଆପଣଙ୍କ ପାଇଁ ବହୁତ ଶୁଭଫଳ ଦେଇତାଏ ତେଣୁ ବନ୍ଧୁଗଣ ଏହି ଦିନ ନିଜ ଘରେ ବା ମନ୍ଦୀର ରେ ପୂଜା କଲାବେଳେ ଏହି ମୁହାର ଭୋଗ ନିଶ୍ଚୟ ଲଗାଇବେ ।
ଦିତୀୟ ରେ ବନ୍ଧୁଗଣ ଏହି ଧନୁ ସଂକ୍ରାନ୍ତି ଦିନ ସୂର୍ଯ୍ୟ ଦେବଙ୍କର ବିଶେଷ ପୂଜା ଅର୍ଚନା କରାଯାଇଥାଏ ତେଣୁ ଆପଣ ଯଦି ଏହି ସଂକ୍ରାନ୍ତି ଦିନ ସକାଳୁ ଉଠି ସୂର୍ଯ୍ୟ ଉଦୟ ସମୟରେ ସ୍ନାନ କରିସାରି ସୂର୍ଯ୍ୟ ଦେବଙ୍କୁ ଯଦି ଆପଣ ଜଳ ଅର୍ପଣ କରିବେ ସୂର୍ଯ୍ୟ ଦେବ ଆପଣଙ୍କ ଉପରେ ତାଙ୍କର ଚମତ୍କାରୀ ଆଲୋକ ପାକାଇ ଥାନ୍ତି । ଏହି ଧନୁ ସଂକ୍ରାନ୍ତି ଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ଆପଣଙ୍କର ସେହି ପୁରା ଦିନ ଟି ଭଲରେ କଟିଥାଏ ଏହା କରିବା ଦ୍ୱାରା ପ୍ରଭୁ ସୂର୍ଯ୍ୟ ଦେବ ଆପଣଙ୍କ ଉପରେ ଅତ୍ୟନ୍ତ ପଶ୍ରନ୍ନ ହୋଇତାନ୍ତି ଆପଣ ଏହି ଉପାୟକୁ ପ୍ରତିଦିନ ବି କରି ପାରିବେ ତେଣୁ ଆପଣ ଏହି ଧନୁ ସଂକ୍ରାନ୍ତି ଦିନ ବା ପ୍ରତିଦିନ ସକାଳୁ ଉଠି ସ୍ନାନ କରିସାରି ସର୍ବ ପ୍ରଥମେ ସୂର୍ଯ୍ୟ ଦେବ ଙ୍କୁ ପାଣି ଢାଳି ନମସ୍କାର କରି ନିଅନ୍ତୁ ।
ତୃତୀୟ ରେ ବନ୍ଧୁଗଣ ଧନୁ ସଂକ୍ରାନ୍ତି ରେ ଯଦି ଆପଣ ଭଗବାନ ସୂର୍ଯ୍ୟ ଦେବଙ୍କର ପୂଜା କରିବା ସହିତ ଯଦି ଆପଣ କିଛି ଗରିବ ଲୋକଙ୍କୁ ଦାନ ଧର୍ମ କରନ୍ତି ତ ଏହା ବହୁତ ପୂଣ୍ଣ୍ୟ କାରୀ ହୋଇଥାଏ ଏବଂ ଯଦି ଆପଣ ଏହି ଦିନ ପାରିବେ ତ କୃଷକ ମାନଙ୍କ କାମରେ ତାଙ୍କୁ ସାହାଯ୍ୟ କରିବେ ଏହା କରିବା ଦ୍ୱାରା ପ୍ରଭୁ ସୂର୍ଯ୍ୟ ଦେବଙ୍କ ସହିତ ମା ଲକ୍ଷ୍ମୀ ବି ଆପଣଙ୍କ ଉପରେ ବହୁତ ପଶ୍ରନ୍ନ ହୁଅନ୍ତି ଏବଂ ଆପଣଙ୍କର ଘରେ କେବେବି ସେ ଧନର କୌଣସି ଅବାବ ରଖନ୍ତି ନାହିଁ ଏବଂ ମା ଲକ୍ଷ୍ମୀ ଙ୍କର ଆଶ୍ରୀବାଦ ଆପମଙ୍କ ଉପରେ ରହିଥାଏ ତେଣୁ ଆପଣ ଏହି ପବିତ୍ର ଧନୁ ସଂକ୍ରାନ୍ତି କିଛି ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତୁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।