କୃଷକଙ୍କ ପାଇଁ ଖୁସିଖବର, ୭ ଦିନରେ ପାଇବେ ୧୭୭୦ କୋଟି..କେନ୍ଦ୍ରସରକାର ଫସଲ ବୀମା ଯୋଜନା ପ୍ରଦାନ କରିବାକୁ ଯାଉଛନ୍ତି

pm

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ 7 ଦିନରେ ପାଇବେ 1770 କୋଟି ଏବେ କୃଷକ ମାନଙ୍କ ପାଇଁ ଖୁସୀ ଖବର କେନ୍ଦ୍ର ସରକାର ଫସଲ ବୀମା ଯୋଜନା ଅର୍ଥ ରାଶି ପ୍ରଦାନ କରିବାକୁ ଜାଉଛନ୍ତି । ଏହି ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର ଙ୍କ ପକ୍ଷ ରୁ କୃଷକ ମାନଙ୍କ ଏକାଉଣ୍ଟ କୁ ପଠାଯିବ 1770 କୋଟି ଟଙ୍କା ଏହା ଦ୍ୱାରା ଉପକୃତ ହେବେ 30 ଲକ୍ଷ କୃଷକ ଆସନ୍ତା 7 ଦିନ ମଧ୍ୟରେ ଏହି ବୀମା ରାଶି 29.92 ଲକ୍ଷ କୃଷକ ମାନଙ୍କ ଏକାଉଣ୍ଟ କୁ ପଠାଯିବ ।

କେନ୍ଦ୍ର ସରକାର ଙ୍କ ଫସଲ ବୀମା ଯୋଜନା ଅନ୍ତର୍ଗତ ଏହି ଅର୍ଥ ରାଶି ପ୍ରଦାନ ହେବ । ସମୁଦାୟ 47.61 ଲକ୍ଷ ବୀମା ଆବେଦନ ରାଶି ଥିବା ବେଳେ 2750 କୋଟି ଟଙ୍କା ଏ ନେଇ ପ୍ରଦାନ କରାଯିବ । ଆସନ୍ତା 1 ସପ୍ତାହ ମଧ୍ୟରେ 29.92 ଲକ୍ଷ କୃଷକ ମାନଙ୍କ ଏକାଉଣ୍ଟ କୁ ପଠାଯିବ । ଏବଂ ପରେ 970 କୋଟି ଟଙ୍କା ପରେ ମଧ୍ୟ ଦିଆଯିବ ।

ମହାରାଷ୍ଟ୍ର ର ଫସଲ ହାନୀ କାରଣ ରୁ ଏହି ସହାୟତା ରାଶି ପ୍ରଦାନ କରାଯିବ । ମରୁଡି କାରଣ ରୁ ସେପ୍ଟେମ୍ବର ଅକ୍ଟୋବର ରେ କମ୍ ବର୍ଷା ହୋଇଥିଲା ପାଣିପାଗରେ ଅସମାନ କାରଣ ରୁ ଏମିତି ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା ।

modi

ଆସନ୍ତା 7 ଦିନ ମଧ୍ୟରେ ଏହି ଅର୍ଥରାଶି ମହାରାଷ୍ଟ୍ର ର କୃଷକ ମାନଙ୍କୁ ପ୍ରଦାନ କରାଯିବ ବୋଲି କୃଷି ଅଧିକାରୀ ଧିରୋଜ କୁମାର କହିଛନ୍ତି । ଉଭୟ ଅନଲାଇନ ଏବଂ ଅଫଲାଇନ ଦ୍ୱାରା ଏହି ଅର୍ଥ ରାଶି ଚାଷୀ ଙ୍କ ନିକଟ କୁ ପଠାଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *