ଧନୁ ସଂକ୍ରାନ୍ତି (16 December ) ଏହି 5ଟି ରାଶିର ଭାଗ୍ୟ ଚମକିବ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ 16 ଡିସେମ୍ବର କୁ ପାଳମନ ହେବାକୁ ଯାଉଅଚି ପବିତ୍ର ଧନୁ ସଂକ୍ରାନ୍ତି ଏହି 5 ଗୋଟି ରାଶିର ଭାଗ୍ୟ ବଦଳିବାକୁ ଯାଉଅଛି । ସୂର୍ଯ୍ୟ ଦେବ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କଲେ ତାହାକୁ ସଂକ୍ରାନ୍ତି ବୋଲି କୁହାଯାଇଥାଏ । ଏହିଥର ସୂର୍ଯ୍ୟ ଦେବ ବିଛା ରାଶି ରୁ ଧନୁ ରାଶିର ଚଳନ କରିବେ ତେଣୁ ଏହାର ନାମ ଧନୁ ସଂକ୍ରାନ୍ତି ଅଟେ । ଏହି ଧନୁ ସଂକ୍ରାନ୍ତି ଠାରୁ ଏହି 5ଟି ରାଶି ମାନଙ୍କର ଭାଗ୍ୟ ଚମକି ଉଠିବ ଏହି ଧନୁ ସଂକ୍ରାନ୍ତି ଠାରୁ ଅନେକ ଖୁସି ଏମାନଙ୍କର ଜୀବନରେ ଆସିବାକୁ ଯାଉଅଛି ।

ଏହି 5ଟି ରାଶି ମାନଙ୍କ ପାଇଁ ଆସୁଅଛି ଖୁସିର ସମୟ ଏମାନଙ୍କର ଜୀବନରେ ଏପରି କିଛି ପରିବର୍ତନ ଆସିବ ଯାହାକି ଆଗରୁ ଆପଣ ଚିନ୍ତାବି କରିନଥିବେ ଗ୍ରହ ମାନଙ୍କର ଚଳନ ସମୟରେ ଏପରି କିଛି ହୋଇତାଏ କି ଆମେ ଯାହାବି ଯେତେବି ଚେଷ୍ଟା କରିଥାଉ ନା କହିଁକି ବହୁତ ଅଦିକ ପରିଶର୍ମ ସ୍ୱତେ ମଧ୍ୟ ସଫଲ ହୋଇ ନତାଉ କିନ୍ତୁ ବେଳେ ବେଳେ ଏପରି ସମୟ ଆସିଥାଏ କିଛି ମାତ୍ର ପ୍ରୟାସ ଦ୍ୱାରା ହିଁ କିଛି ନଚାହିଁ ମଧ୍ୟ ଖୁବ୍ ଅଳ୍ପ ପରିଶର୍ମ ରେ ହିଁ ବହୁତ କିଛି ମିଳିଯାଇଥାଏ ଯାହାକି ଆଶା ଠାରୁ ଅଧିକ ମିଳିଯାଇଥାଏ । ତେବେ ଆସନ୍ତା ଜାଣିବା କି କଣ କଣ ସେହି 5ଗୋଟି ବାଗ୍ୟଶାଳୀ ରାଶି ଯେଉଁ ମାନଙ୍କର ଭାଗ୍ୟ ଏହି ଧନୁ ସଂକ୍ରାନ୍ତି ଠାରୁ ବଦଳିବାକୁ ଯାଉଅଛି ସେଥିପାଇଁ ଆମ ପୋଷ୍ଟ କୁ ଶେଷ ଯାଏ ନିଶ୍ଚୟ ପଢ଼ନ୍ତୁ ।

astrolog

ପ୍ରଥମେ ହେଉଛି ମେଷ ରାଶି । ମେଷ ରାଶି ଥିବା ବ୍ୟକ୍ତି ଙ୍କ ଜୀବନରେ ବନୁତିବା ଏହି ମୋହାସଂଯୋଗ କରଣ ରୁ ବହୁତ ବଡ଼ ଖୁସିର ଖବର ମିଳିପାରେ ଧନ ଜନିତ ସମସ୍ୟା ବହୁତ ଶିଗ୍ର ଦୂର ହୋଇଯିବ ଯଦି ଚାକିରୀ ନାହିଁ ଚେଷ୍ଟା କରିବା ଦ୍ୱାରା ଆପଣଙ୍କୁ ଭଲ ଚାକିରୀ ମଧ୍ୟ ପ୍ରାପ୍ତ ହେବ ।

ଏହାପରେ ରହିଛି ଧନୁ ରାଶି । ଏହି ରାଶିର ବ୍ୟକ୍ତି ଏହି ସମୟରେ ପୂଜା ପାଠ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ ଆପଣଙ୍କୁ ଆଗକୁ ଆସୁଥିବା ସମୟରେ କୌଣସି କ୍ଷେତ୍ରରେ ବହୁତ ବଡ଼ ଲାଭ ମିଳିପାରେ ଆପଣଙ୍କ ଅଟକି ରହିଥିବା ସମସ୍ତ କାର୍ଯ୍ୟ ପୂର୍ଣ୍ଣ ହେବଏବଂ ପରିବାରରେ ଖୁସିର ବାତା ବରଣ ରହିବ ।

ଏହାପରେ ରହିଛି କୁମ୍ଭ ରାଶି । ଏହି ରାଶିଙ୍କ ପାଇଁ ଏହି ମାସ ବହୁତ ଭଲ ରହିବ ମାତା ଲକ୍ଷ୍ମୀଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିବ ବ୍ୟାପାର କ୍ଷେତ୍ରରେ ଦେଖା ଯାଉଥିବା ସମସ୍ତ ସମସ୍ୟା ର ମଧ୍ୟ ସମାଧାନ ହୋଇଯିବ ଏବଂ ଏହି ସମୟରେ ଆପଣଙ୍କୁ ଧନ ସମ୍ପତ୍ତି ମିଳିବାର ଯୋଗ ମଧ୍ୟ ବନୁଛି ।

Astrology

ଏହାପରେ ରହିଛି ମୀନ ରାଶି । ମୀମ ରାଶିର ବ୍ୟକ୍ତି ବିଶେଷ ଙ୍କ ଜୀବନ ରେ ବହୁତ ବଡ ପରିବର୍ତନ ଆସିବା ପାଇଁ ଯାଉଛି , ଏହି ସମୟ ରେ ଆପଣ ଯେଉଁ କାମ କୁ ନେଇ ଚିନ୍ତିତ ଅଛନ୍ତି ସେହି ସବୁ କାମ ଆପଣଙ୍କ ର ବହୁତ ଶିଘ୍ର ପୁରଣ ହେବ , ଆପଣଙ୍କ ର ଯେଉଁ ସରକାରୀ କିମ୍ବା ବେସରକାରୀ କାମ ଅଟକି ରହିଛି ସେ ସବୁ କାମ ମଧ୍ୟ ମାତା ଲକ୍ଷ୍ମୀଙ୍କ କୃପାରୁ ପୁରଣ ହେବ ।

ଶେଷରେ ରହିଛି ତୁଳା ରାଶି । ତୁଳା ରାଶିର ବ୍ୟକ୍ତି ମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ ଏହି ରାଶି ମାନଙ୍କ ଜୀବନ ରେ ଥିବା ପାରିବାରିକ ସମସ୍ୟା ଦୂର ହେବ ଏହି ରାଶିର ବ୍ୟକ୍ତି ମାନେ ନିଜ ଜୀବନ ସାଥିଙ୍କ ସହିତ ନିଜର ସମୟ ଅତିବାହିତ କରିବେ ଭାଗ୍ୟରେ ଏମାନଙ୍କୁ ଋମ ସହଯୋଗ ପ୍ରାପ୍ତ ହେବ ଏହି ରାଶିର ବ୍ୟକ୍ତି ମାନଙ୍କୁ ଅଚାନକ କୌଣସି ଖୁି ଖବର ପ୍ରାପ୍ତ ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *