ବ୍ୟାଙ୍କରେ ଖାତା ଥିଲେ ମିଳିବ ଟଙ୍କା | କରିବାକୁ ହେବ ଏହି ଗୋଟିଏ କାମ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କ ସମସ୍ତ ଙ୍କ ପାଖରେ ବ୍ୟଙ୍କ୍ ଏକାଉଣ୍ଟ ନିଶ୍ଚିତ ଥିବ । ତେବେ ଏହି ବ୍ୟାଙ୍କ୍ ଏକାଉଣ୍ଟ ଗ୍ରାହାକ ମାନଙ୍କ ପାଇଁ କିଛି ବଡ ଖବର ଆସିଛି । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆପଣ ମାନଙ୍କର ବ୍ୟଙ୍କ୍ ରେ ଏକାଉଣ୍ଟ ରହିଛି ମାନେ କିଏ ବ୍ୟଙ୍କ୍ ରେ FD କରୁଛି ଏବଂ ନାନା ପ୍ରକାରର ବ୍ୟଙ୍କ୍ ରେ ପଇସା ବି ରଖୁଛନ୍ତି । ତେବେ ଧରାଯାଉ ସେହି ପଇସା ବ୍ୟଙ୍କ୍ ବୁଡିଗଲା ତେବେ ପଇସା କଣ ବୁଡିଯିବ କି ।

ଏହାକୁ ନଜର ରେ ରଖି ସରକାର ପୂର୍ବରୁ 1 ଲକ୍ଷ ଯାଏ ଗ୍ୟାରେଣ୍ଟି ଦେଉଥିଲେ ହେଲେ ବର୍ତମାନ ସମୟ ରେ ଏହାକୁ 5 ଲକ୍ଷ ଟଙ୍କା କରିଦିଆଜାଇଛି । ମାନେ ମୋଟ ଉପରେ କହିବା ପାଇଁ ଗଲେ ଆପଣ ମାନଙ୍କ ଏକାଉଣ୍ଟ ରେ ଜାହାବି ଥାଉ ଯଦି 10 ରୁ ଉର୍ଦ୍ଧ ବି ରହିଥିଲେ ସେହି ବ୍ୟଙ୍କ୍ ଯଦି ବୁଡିଜାଉଛି କିମ୍ବା ଆପଣ ମାନଙ୍କ ଟଙ୍କା ମରିଜାଉଛି ।

all bank

ତେବେ ଆପଣ ମାନଙ୍କୁ ସରକାର ଙ୍କ ପକ୍ଷରୁ 5 ଲକ୍ଷ ଟଙ୍କା ଯାଏ ସରକାର ଗ୍ୟାରେଣ୍ଟି ନେଉଛନ୍ତି । ଯଦି ଆପଣ ମାନେ ଭାବୁଥିବେ 12 ଲକ୍ଷ ଟଙ୍କା ରହିଛି ହେଲେ ଆପଣ ମାନଙ୍କୁ 5 ଲକ୍ଷ ମିଳିବ କି ଏହା ନୁହେଁ ଏମିତି ହେଲେ ଆପଣ ଯେତେ ବି ଟଙ୍କା ରଖିଥିବେ ତାହା ହିଁ ମିଳିବ ଆପଣ ମାନଙ୍କୁ ।

ତେବେ ଏହି ଗ୍ୟାରେଣ୍ଟି ବ୍ୟଙ୍କ୍ ଦେବାଳିଆ ବା ଉଠିଯିବା ପରେ ହିଁ ଆପଣ ମାନଙ୍କୁ ମିଳିପାରିବ । ତେବେ ଏହି ଟଙ୍କା ଆପଣ ମାନଙ୍କୁ ଯେକୈଣସି ଉପାୟ ରେ ମିଳିବ ଏହା ପାଇଁ ସରକାର 90 ଦିନର ସମୟ ମାଗନ୍ତି । ତେବେ ଏହି କିଛି ବଡ ଅପଡେଟ ଥିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *